Home Bibles ମାର୍କଲିଖିତ ସୁସମାଚାର 4:34 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 4:34 · ଓଡ଼ିଆ ବାଇବେଲ

ଯୀଶୁ ଲୋକଙ୍କୁ ଉପଦେଶ ଦଲୋ ବେଳେ ସବୁବେଳେ ଦୃଷ୍ଟାନ୍ତର ପ୍ରଯୋଗ କରୁଥିଲେ। କିନ୍ତୁ ଯୀଶୁଙ୍କ ସହିତ ତାହାଙ୍କ ଶିଷ୍ଯମାନେ ଏକୁଟିଆ ଥିବା ବେଳେ, ଯୀଶୁ ସମାନଙ୍କେୁ ସବୁଗୁଡିକର ଅର୍ଥ ସ୍ପଷ୍ଟ ଭାବରେ ବୁଝଇେ ଦେଉଥିଲେ।

Cross references

ମାଥିଉଲିଖିତ ସୁସମାଚାର 13:36

ତା'ପରେ ଯୀଶୁ ଲୋକମାନଙ୍କୁ ପଠଇେ ଦଇେ ଘରକୁ ଗଲେ। ତାହାଙ୍କ ପାଖ ରେ ତାହାଙ୍କ ଶିଷ୍ଯମାନେ ପହଞ୍ଚି କହିଲେ, ଆମ୍ଭକୁ କ୍ଷତରେ ବାଳୁଙ୍ଗା ଦୃଷ୍ଟାନ୍ତର ଅର୍ଥ ବୁଝାଇ ଦିଅ।

ମାଥିଉଲିଖିତ ସୁସମାଚାର 15:15

ଏକଥା ଶୁଣି ପିତର କହିଲେ, ଏହି କାହାଣୀର ଅର୍ଥ ଆମ୍ଭକୁ ବୁଝା

ମାର୍କଲିଖିତ ସୁସମାଚାର 4:10

ପରେ ଯେତବେେଳେ ଯୀଶୁ ଏକୁଟିଆ ଥିଲେ, ସେତବେେଳେ ତାହାଙ୍କର ବାର ଜଣ ଯାକ ପ୍ ରରେିତ ଓ ଅନ୍ୟ ଶିଷ୍ଯମାନେ ତାହାଙ୍କୁ ଦୃଷ୍ଟାନ୍ତ ସମ୍ବନ୍ଧ ରେ ପଚାରିଲେ।

ମାର୍କଲିଖିତ ସୁସମାଚାର 7:17

ତା'ପରେ ଯୀଶୁ ଲୋକମାନଙ୍କୁ ଛାଡି ଘର ଭିତରକୁ ଗଲେ। ଶିଷ୍ଯମାନେ ତାହାଙ୍କୁ ଏ ଦୃଷ୍ଟାନ୍ତ କଥା ବିଷୟ ରେ ପଚାରିଲେ।

ଲୂକଲିଖିତ ସୁସମାଚାର 8:9

ତାହାଙ୍କ ଶିଷ୍ଯମାନେ ତାହାଙ୍କୁ ପଚାରିଲେ, ଏହି ଦୃଷ୍ଟାନ୍ତର ଅର୍ଥ କ'ଣ?

ଲୂକଲିଖିତ ସୁସମାଚାର 24:27

ତା'ପରେ ଯୀଶୁ ଶାସ୍ତ୍ରମାନଙ୍କ ରେ ତାହାଙ୍କ ବିଷୟ ରେ ଯାହା ସବୁ ଲଖାେ ଯାଇଥିଲା, ସଗେୁଡିକୁ ଗୋଟି ଗୋଟି କରି ବୁଝାଇବାକୁ ଲାଗିଲେ। ଯୀଶୁ ମାଶାଙ୍କେ ପୁସ୍ତକରୁ ଆରମ୍ଭ କରି ଅନ୍ୟ ଭବିଷ୍ଯଦ୍ବକ୍ତାମାନଙ୍କ ପର୍ୟ୍ଯନ୍ତ ସମସ୍ତେ ତାହାଙ୍କ ବିଷୟ ରେ ଯାହାସବୁ କହିଥିଲେ, ସଗେୁଡିକ ବୁଝାଇ ଦେଲେ।

ଲୂକଲିଖିତ ସୁସମାଚାର 24:44

ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନଙ୍କ ପାଖ ରେ ମୁଁ ଥିବା ବଳରେ କଥା ମନେ ପକାଅ। ମୁଁ କହିଥିଲି ଯେ ମାଶାଙ୍କେ ନିୟମ ରେ, ଭବିଷ୍ଯଦ୍ବକ୍ତାଙ୍କ ପୁସ୍ତକରେ ଓ ଗୀତସଂହିତା ରେ ମାେ ବିଷୟ ରେ ଯାହା ସବୁ ଲଖାେ ଯାଇଛି, ସଗେୁଡିକ ନିଶ୍ଚୟ ଘଟିବ।

ଯୋହନଲିଖିତ ସୁସମାଚାର 16:25

ମୁଁ ତୁମ୍ଭକୁ ସାଙ୍କତେିକ ଭାବରେ ଏ ସମସ୍ତ ବିଷୟ କହିଛି। କିନ୍ତୁ ସମୟ ଆସୁଛି, ଯେତବେେଳେ ମୁଁ ତୁମ୍ଭକୁ ଏସବୁ ଏପରି ଭାବରେ କହିବି ନାହିଁ। ମୁଁ ତୁମ୍ଭକୁ ପରମପିତାଙ୍କ ବିଷୟ ରେ ସରଳ ଭାଷା ରେ କହିବି।

Interlinear

Choose Theme