ଯୀଶୁ କହିଲେ, ପରମେଶ୍ବରଙ୍କ ରାଜ୍ଯ କିଭଳି? ମୁଁ ଏହାକୁ କାହା ସହିତ ତୁଳନା କରି ପାରିବି?
Cross references
ଆଗୋ ସିୟୋନ କନ୍ଯ, ମୁଁ ତୁମ୍ଭ ଆଗ ରେ କି ସାକ୍ଷ୍ଯ ଦବେି? ତୁମ୍ଭକୁ କାହା ସହିତ ମୁଁ ତୁଳନା କରିବି? ଆଗୋ ସିୟୋନ କୁମାରୀ କନ୍ଯ, ମୁଁ ତୁମ୍ଭକୁ ସାନ୍ତ୍ବନା ଦବୋପାଇଁ ତୁମ୍ଭକୁ କାହା ସହିତ ତୁଳନା କରିବି ? କାରଣ ତୁମ୍ଭର ବିନାଶ ସମୁଦ୍ର ପରି ବିସ୍ତୃତ, ତୁମ୍ଭକୁ କିଏ ସୁସ୍ଥ କରିପାରିବା ପାଇଁ ସକ୍ଷମ ହବେ?
ଯୀଶୁ ସମାନଙ୍କେୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ। ସ୍ବର୍ଗରାଜ୍ଯ ଜଣେ ବ୍ଯକ୍ତି ଭଳି ଯେ କି ନିଜ ଜମି ରେ ଭଲ ବୀଜ ବୁଣିଥିଲେ।
ତା'ପରେ ଯୀଶୁ ସହେି ଲୋକମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ: ସ୍ବର୍ଗରାଜ୍ଯ ଗୋଟିଏ ଶାରେିଷ ଦାନା ଭଳି। ଜଣେ ତାକୁ ନଇେ ତା' କ୍ଷତେ ରେ ଲଗାଏ.
ଯୀଶୁ ପୁଣି କହିଲେ, ପରମେଶ୍ବରଙ୍କ ରାଜ୍ଯ, ଜମି ରେ ବୀଜ ବୁଣୁଥିବା ଲୋକଟିଏ ଭଳି।
ସେ ପୁଣି କହିଲେ, ପରମେଶ୍ବରଙ୍କ ରାଜ୍ଯ ସଂପର୍କ ରେ କ'ଣ କହି ମୁଁ ତୁମ୍ଭକୁ ବୁଝାଇବି? ମୁଁ କେଉଁ ଦୃଷ୍ଟାନ୍ତ ମାଧ୍ଯମ ରେ ଏହା ବୁଝାଇବି?
ତବେେ ମୁଁ ପୁଣି ଏହି ୟୁଗର ଲୋକମାନଙ୍କ ବିଷୟ ରେ କ'ଣ କହିବି? ମୁଁ କାହା ସହିତ ସମାନଙ୍କେୁ ତୁଳନା କରିବି? ସମାନେେ କାହା ଭଳି ହବେ?
ଯୀଶୁ ପୁଣି କହିଲେ, ମୁଁ ପରମେଶ୍ବରଙ୍କ ରାଜ୍ଯ କାହା ସହିତ ତୁଳନା କରିପାରିବି?
ଲୋକମାନେ କହିବେ ନାହିଁ ଯେ, ' ହଇେ ଦେଖ, ପରମେଶ୍ବରଙ୍କ ରାଜ୍ଯ ଏଠା ରେ ଅଛି କିମ୍ବା ସଠାେରେ ଅଛି। ନା, ପରମେଶ୍ବରଙ୍କ ରାଜ୍ଯ ତୁମ୍ଭମାନଙ୍କ ନିଜ ଭିତ ରେ ଅଛି।'