Home Bibles ☰ Books ମାର୍କଲିଖିତ ସୁସମାଚାର 4:27 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 4:27 · ଓଡ଼ିଆ ବାଇବେଲ

ବୀଜରୁ ଅଙ୍କୁର ବାହାରି ଦିନରାତି ବଢିବାକୁ ଲାଗେ। ସହେି ଲୋକ ଦିନ ରେ ଚଇେଁଥାଉ କି ରାତି ରେ ଶାଇେଥାଉ, ସେଥି ରେ କିଛି ଯାଏ ଆ ସେ ନାହିଁ। ତଥାପି ଅଙ୍କୁରଟି ଆପଣା ଛାଁଏ ବଢି ଚାଲୁଥାଏ। ସହେ ଲୋକ ଜାଣିପା ରେ ନାହିଁ ଯେ ଅଙ୍କୁରଟି କିପରି ବଢୁଛି।

Cross references

ଉପଦେଶକ 8:17

ସେତବେେଳେ ମୁଁ ପରମେଶ୍ବରଙ୍କର ସକଳ କାର୍ୟ୍ଯ ବିଷଯ ଦେଖିଲି, ମୁଁ ଦେଖିଲି ଯେ, ମନୁଷ୍ଯ ସୂର୍ୟ୍ଯ ତଳେ ଯାହା ଘଟେ ବୁଝିପା ରେ ନାହିଁ। କାରଣ ସେ ଏହା ବୁଝିବା ପାଇଁ ଯେତେ କଠିନ କାର୍ୟ୍ଯ କଲେ ମଧ୍ଯ ସେ ତାହା ବୁଝିବାକୁ ସକ୍ଷମ ହବେେ ନାହିଁ। ଏବଂ ଯଦି ଜଣେ ଜ୍ଞାନୀ ଲୋକ, ସେ ବୁଝିଛି ବୋଲି କ ହେ, ପ୍ରକୃତ ରେ ସେ ବୁଝି ନ ଥାଏ।

ଉପଦେଶକ 11:5

ତୁମ୍ଭେ ବାଯୁର ଗତି ଜାଣିପାରିବ ନାହିଁ। ଏବଂ ତୁମ୍ଭେ ଜାଣିପାରିବ ନାହିଁ ମା ପଟେ ରେ ଶିଶୁଟି କିପରି ବଢ଼େ। ଠିକ୍ ସହେିପରି ପରମେଶ୍ବର କ'ଣ କରନ୍ତି ତୁମ୍ଭେ ଜାଣିପାରିବ ନାହିଁ। ସେ ପ୍ରେତ୍ୟକକ କଥା ଘଟାନ୍ତି।

ଯୋହନଲିଖିତ ସୁସମାଚାର 3:7

ତେଣୁ ଆଶ୍ଚର୍ୟ୍ଯ ହୁଅ ନାହିଁ, କାରଣ ତୁମ୍ଭକୁ କହିଲି ଯେ, 'ତୁମ୍ଭକୁ ନିଶ୍ଚୟ ପୁନର୍ବାର ଜନ୍ମ ହବୋକୁ ପଡିବ।'

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:37

ବୁଣିଲା ବେଳେ ତୁମ୍ଭମାନେେ ଯାହା ବୁଣ, ବିକଶିତ ହେଲା ପରେ ତାହା ସହେି ଶରୀର ଧାରଣ କରେ ନାହିଁ। ତୁମ୍ଭମାନେେ ଗହମ ହେଉ ବା ଅନ୍ୟ କୌଣସି ଶସ୍ଯ ହେଉ, କବଳେ ବୀଜଟି ବୁଣ।

ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 1:3

ଆମ୍ଭେ ସର୍ବଦା ତୁମ୍ଭମାନଙ୍କ ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଜଣାଇଛୁ। ଆମ୍ଭ ପାଇଁ ଏଭଳି କରିବା ଠିକ୍ ବୋଲି ଆମ୍ଭେ ଉଚିତ ମନେ କରୁଛୁ। ତୁମ୍ଭମାନଙ୍କ ବିଶ୍ବାସ ଯେ ହତେୁ ଅଧିକରୁ ଅଧିକ ବୃଦ୍ଧି ପାଇଛି, ଏହା ଠିକ୍ ବୋଲି ପ୍ରମାଣିତ ହେଉଛି।

ପିତରଙ୍କ ଦିତୀୟ ପତ୍ର 3:18

କିନ୍ତୁ ଆମ୍ଭ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ଜ୍ଞାନ ଓ ଅନୁଗ୍ରହ ରେ ବୃଦ୍ଧି ପାଅ। ତାହାଙ୍କର ମହିମା ବର୍ତ୍ତମାନ ଓ ସଦାସର୍ବଦା ରହିଥାଉ। ଆମେନ୍।

Interlinear

Choose Theme