Home Bibles ☰ Books କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:37 · ଓଡ଼ିଆ ବାଇବେଲ
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:37 · ଓଡ଼ିଆ ବାଇବେଲ

ବୁଣିଲା ବେଳେ ତୁମ୍ଭମାନେେ ଯାହା ବୁଣ, ବିକଶିତ ହେଲା ପରେ ତାହା ସହେି ଶରୀର ଧାରଣ କରେ ନାହିଁ। ତୁମ୍ଭମାନେେ ଗହମ ହେଉ ବା ଅନ୍ୟ କୌଣସି ଶସ୍ଯ ହେଉ, କବଳେ ବୀଜଟି ବୁଣ।

Cross references

ଲେବୀୟ ପୁସ୍ତକ 11:37

ପୁଣି ବୁଣା ୟିବାକୁ ଥିବା ବିହନ ଉପରେ ଯଦି ସମାନଙ୍କେର ଶବର କିଛି ପଡେ ତବେେ ତାହା ଶୁଚି ରହିବ।

ମାର୍କଲିଖିତ ସୁସମାଚାର 4:27

ବୀଜରୁ ଅଙ୍କୁର ବାହାରି ଦିନରାତି ବଢିବାକୁ ଲାଗେ। ସହେି ଲୋକ ଦିନ ରେ ଚଇେଁଥାଉ କି ରାତି ରେ ଶାଇେଥାଉ, ସେଥି ରେ କିଛି ଯାଏ ଆ ସେ ନାହିଁ। ତଥାପି ଅଙ୍କୁରଟି ଆପଣା ଛାଁଏ ବଢି ଚାଲୁଥାଏ। ସହେ ଲୋକ ଜାଣିପା ରେ ନାହିଁ ଯେ ଅଙ୍କୁରଟି କିପରି ବଢୁଛି।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 2:14

ପରମେଶ୍ବର ହେଉଛନ୍ତି ଧନ୍ଯ। ସେ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ଯମ ରେ ଆମ୍ଭ ବିଜୟ ଅଭିଯାନ ରେ ସର୍ବଦା ମାର୍ଗ ଦର୍ଶନ କରାନ୍ତି। ଆମ୍ଭ ମାଧ୍ଯମ ରେ ସେ ପ୍ରେତ୍ୟକକ ସ୍ଥାନ ରେ ତାହାଙ୍କ ଜ୍ଞାନର ମଧୁର ସୁଗନ୍ଧି ପ୍ରସାର କରନ୍ତି।

Interlinear

Choose Theme