ତା'ପରେ ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭେ କ'ଣ ହାଣ୍ଡି ତଳେ କି ଖଟ ତଳେ ଦୀପଟିଏ ରଖ କି? ତୁମ୍ଭ ଦୀପ ରୁଖା ଉପରେ ଦୀପ ରଖ।
Cross references
ଉଠ, ଦୀପ୍ତିମତୀ ହୁଅ, କାରଣ ତୁମ୍ଭର ଦୀପ୍ତି ଉପସ୍ଥିତ ଓ ସଦାପ୍ରଭୁଙ୍କ ମହିମା ତୁମ୍ଭ ଉପ ରେ ପ୍ରତିଭାତ ହାଇେଛି।
ଲୋକେ ଦୀପଟିଏ ଜଳଇେ ତାକୁ ହାଣ୍ଡି ରଖନ୍ତି ନାହିଁ। ଲୋକେ ତାକୁ ଦୀପରୂଖା ଉପରେ ରଖନ୍ତି। ତଦ୍ବାରା ଦୀପଟି ଘର ଭିତରର ସବୁ ଲୋକଙ୍କୁ ଆଲୋକ ଦିଏ।
କହେି କବେେ ଦୀପଟିଏ ହାଣ୍ଡିତଳେ ଘୋଡଇେ ରଖିବା ପାଇଁ ବା ଖଟ ତଳେ ଲୁଚଇେ ରଖିବା ପାଇଁ ଜଳଇେ ନ ଥାଏ। ବରଂ ସେ ଦୀପଟି ଗୋଟିଏ ଦୀପରୁଖା ଉପରେ ରେଖ। ତାହା ହେଲେ ଯେଉଁମାନେ ଘର ଭିତରକୁ ଆସିବେ, ସମାନେେ ଦେଖି ପାରିବା ପାଇଁ ୟଥେଷ୍ଟ ଆଲୁଅ ପାଇବେ।
କୌଣସି ଲୋକ ଦୀପଟିଏ ଜଳାଇ ଲୁଚାଇ ରେଖନାହିଁ କିମ୍ବା ହାଣ୍ଡି ତଳେ ରେଖ ନାହିଁ। ବରଂ ତାହା ରୁଖାଟିଏ ଉପରେ ରେଖ, ଯାହା ଫଳ ରେ ଭିତରକୁ ଆସୁଥିବା ଲୋକେ ଆଲୁଅ ଦେଖି ପାରିବେ।
ପ୍ରେତ୍ୟକକ ଲୋକଠା ରେ ଆତ୍ମାର ବିଶଷେ ଗୁଣ ଗୁଡ଼ିକ ଦେଖିବାକୁ ମିଳେ।
ତୁମ୍ଭ ଭିତ ରେ କୌଣସି ୟୌନ-ପାପ, କୌଣସି ପ୍ରକାର ମନ୍ଦ କାମ, ଏବଂ ଲୋଭ ଆଦୌ ନ ରହୁ। କାରଣ ଏଗୁଡ଼ିକ ପରମେଶ୍ବରଙ୍କ ପବିତ୍ର ଲୋକମାନଙ୍କ ନିମନ୍ତେ ଉପୟୁକ୍ତ ନୁହେଁ।
ତବେେ ଯାଇ ତୁମ୍ଭେ ନିର୍ଦ୍ ଦୋଷ ହବେ ଓ ତୁମ୍ଭ ଭିତ ରେ କୌଣସି ଭୁଲ୍ ରହିବ ନାହିଁ। ତୁମ୍ଭେ ପରମେଶ୍ବରଙ୍କ ନିର୍ଦ୍ ଦୋଷ ପୁତ୍ର ହବେ। କିନ୍ତୁ ତୁମ୍ଭମାନେେ ନଷ୍ଟ ହାଇେ ଯାଉଥିବା ମନ୍ଦ ଲୋକଙ୍କ ମଧିଅରେ ରହୁଛ। କିନ୍ତୁ ସମାନଙ୍କେ ଭିତ ରେ ତୁମ୍ଭେ ହି ଅନ୍ଧକାରପୂର୍ଣ୍ଣ ଜଗତ ରେ ଜ୍ଯୋତିଃଭଳି ପ୍ରକାଶିତ ହେଉଛ।