ତବେେ ଯାହା କିଛି ଲୁଚି ରହିଛି, ତାହା ସ୍ପଷ୍ଟ ହାଇୟିବେ। ଯା ହେ କିଛି ରହସ୍ଯ ହାଇେ ରହିଛି, ତାହା ପ୍ରକାଶ ପାଇବ।
Cross references
ମୁଁ ମହାସଭାରେ ତୁମ୍ଭର ବିଜଯବାର୍ତ୍ତା ପ୍ରଚାର କରିଅଛି। ହେ ସଦାପ୍ରଭୁ, ତାହା ତୁମ୍ଭେ ଜାଣ, ମୁଁ ଏହି ଶୁଭ ଖବର ପ୍ରଚାରରୁ କବେେ ହେଲେ ବିରତ ରହିବ ନାହିଁ।
ମୁଁ ତୁମ୍ଭମାନଙ୍କୁ ଗୋଟିଏ ଗପ କହିବି। ମୁଁ ତୁମ୍ଭମାନଙ୍କୁ ଅତୀତର ଗପ କହିବି, ୟାହାକି ବୁଝିବା ପାଇଁ କଷ୍ଟକର।
ପରମେଶ୍ବର ପ୍ରେତ୍ୟକକ କର୍ମ, ପୁଣି ଭଲ କି ମନ୍ଦ ପ୍ରେତ୍ୟକକ ଗୁପ୍ତ ବିଷଯ ବିଚାର ରେ ଆଣିବେ।
ତେଣୁ ସହେି ଲୋକମାନଙ୍କୁ ଭୟ କର ନାହିଁ। ଯାହା ଗୁପ୍ତ ରେ ଅଛି ତାହା ଦିନେ ନା ଦିନେ ପ୍ରକାଶ ପାଇବ, ଏବଂ ସବୁ ଗୋପନ କଥା ଜଣା ପଡିବ।
ପ୍ରେତ୍ୟକକ ଗୁପ୍ତ ରହିଥିବା ବିଷୟ ଜ୍ଞାତ ହବେ ଓ ପ୍ରକାଶ୍ଯକୁ ଅଣାୟିବ। ଏପରି କୌଣସି ଗୁପ୍ତ ଜିନିଷ ନାହିଁ, ଯାହା ସ୍ପଷ୍ଟ କରାୟିବ ନାହିଁ, ଜ୍ଞାତ ହବେ ନାହିଁ ଓ ପ୍ରକାଶ୍ଯକୁ ଅଣା ୟିବ ନାହିଁ।
ଲୁଚି ରହିଥିବା ପ୍ରେତ୍ୟକକ ଜିନିଷକୁ ପ୍ରକାଶ କରି ଦିଆୟିବ। ଗୋପନ ରେ ରହିଥିବା ପ୍ରେତ୍ୟକକ ବିଷୟକୁ ପ୍ରକାଶ କରାୟିବ।
ସମାନେେ ପ୍ ରରେିତମାନଙ୍କୁ ଦଣ୍ଡ ଦବୋପାଇଁ ବାଟ ପାଇଲେ ନାହିଁ, କାରଣ ଲୋକେ ଏ ଘଟଣା ପାଇଁ ପରମେଶ୍ବରଙ୍କର ଗୁଣଗାନ କରୁଥିଲେ।
କାରଣ ମୁଁ ତୁମ୍ଭମାନଙ୍କୁ ଆଗ ରେ ପରମେଶ୍ବରଙ୍କର ସମସ୍ତ ଇଚ୍ଛା ବିନା ସଙ୍କୋଚ ରେ ଜଣାଇ ସାରିଛି।
ଅତଏବ, ଠିକ୍ ସମୟ ନ ଆସିବା ପର୍ୟ୍ଯନ୍ତ ଅର୍ଥାତ୍ ପୁନରାଗମନ ପର୍ୟ୍ଯନ୍ତ, କୌଣସି କଥାର ବିଚାର କରିବା ଅନୁଚିତ। ସେ ଅନ୍ଧକାର ରେ ରହିଥିବା ବିଷୟ ଗୁଡ଼ିକୁ ଲୋକମାନଙ୍କ ସମ୍ମୁଖକୁ ଆଣିବେ। ସେ ମଣିଷର ହୃଦୟ ଭିତ ରେ ଥିବା ଗୁପ୍ତ ଉଦ୍ଦେଶ୍ଯ ଗୁଡ଼ିକୁ ପ୍ରକାଶ କରିବେ। ସେତବେେଳେ ପରମେଶ୍ବର ପ୍ରେତ୍ୟକକଙ୍କୁ ଯାହାର ପ୍ରାପ୍ଯ ପ୍ରଶଂସା ତାହା ପ୍ରଦାନ କରିବେ।
ଆମ୍ଭମାନେେ ତୁମ୍ଭମାନଙ୍କୁ ବର୍ତ୍ତମାନ ଯେଉଁ ବିଷୟ ରେ କହିବାକୁ ଯାଉଛୁ, ତାହା ସୃଷ୍ଟିର ଆରମ୍ଭରୁ ଥିଲା।