Home Bibles ମାର୍କଲିଖିତ ସୁସମାଚାର 2:18 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 2:18 · ଓଡ଼ିଆ ବାଇବେଲ

ଯୋହନଙ୍କ ଶିଷ୍ଯ ଓ ଫାରୂଶୀମାନେ ଉପବାସ କରୁଥଲେ। କେତକେ ଲୋକ ଯୀଶୁଙ୍କ ପାଖକୁ ଆସି କହିଲେ, ଯୋହନଙ୍କ ଶିଷ୍ଯମାନେ ଉପବାସ କରୁଛନ୍ତି, କିନ୍ତୁ ତୁମ୍ଭର ଶିଷ୍ଯମାନେ କାହିଁକି ଉପବାସ କରୁ ନାହାଁନ୍ତି?

Cross references

ମାଥିଉଲିଖିତ ସୁସମାଚାର 6:16

ତୁମ୍ଭେ ଉପବାସ କଲାବାଳେ ଦୁଃଖିତ ଥିବା ଭଳି ମୁହଁ କରନାହିଁ। କପଟୀମାନେ ସହେିପରି କରିଥାନ୍ତି। ତୁମ୍ଭେ କପଟୀଙ୍କ ପରି ହୁଅନାହିଁ। କପଟୀମାନେ ମୁହଁ ଶୁଖାଇ ଲୋକଙ୍କୁ ଦେଖଇବୋକୁ ଚାହାନ୍ତି ଯେ, ସମାନେେ ଉପବାସ କରୁଛନ୍ତି। ମୁଁ ତୁମ୍ଭକୁ ସତ୍ଯ କହୁଛି ଯେ ସମାନଙ୍କେୁ ଏଥିପାଇଁ ପ୍ରତିଫଳ ମିଳିସାରିଛି।

ମାଥିଉଲିଖିତ ସୁସମାଚାର 6:18

ତା' ହେଲେ ତୁମ୍ଭେ ଉପବାସ କରୁଛ ବୋଲି ଲୋକେ ଜାଣି ପାରିବେ ନାହିଁ। ତୁମ୍ଭର ପରମପିତାଙ୍କୁ ତୁମ୍ଭେ ସିନା ଦେଖି ପାରୁନାହଁ, ମାତ୍ର ସେ ତୁମ୍ଭକୁ ଉପବାସ କରୁଥିବାର ଦେଖିବେ। କାରଣ ଗୋପନ ରେ କରାଯାଇଥିବା କାମଗୁଡିକୁ ପରମପିତା ଦେଖନ୍ତି। ସେ ତୁମ୍ଭକୁ ତାର ପ୍ରତିଫଳ ଦବେେ।

ମାଥିଉଲିଖିତ ସୁସମାଚାର 9:14

ଯୋହନଙ୍କ ଶିଷ୍ଯମାନେ ଯୀଶୁଙ୍କ ପାଖକୁ ଆସିଲେ। ସମାନେେ ଯୀଶୁଙ୍କୁ ପଚାରିଲେ, ଆମ୍ଭେ ଓ ଫାରୂଶୀମାନେ ଅଧିକାଂଶ ସମୟରେ ଉପବାସ କରୁଛୁ। କିନ୍ତୁ ଆପଣଙ୍କ ଶିଷ୍ଯମାନେ ଉପବାସ କରନ୍ତି ନାହିଁ କାହିଁକି?

ମାଥିଉଲିଖିତ ସୁସମାଚାର 23:5

କବେଳେ ଅନ୍ୟ ଲୋକଙ୍କୁ ଦେଖଇେ ହବୋ ପାଇଁ ଯାହା କିଛି ଭଲ କାମ, ତାହା ସମାନେେ କରନ୍ତି। ନିଜକୁ ଧାର୍ମିକ ଦେଖଇେ ହବୋ ପାଇଁ ପ୍ରକୃତ ରେ ସମାନେେ ବଡ଼ବଡ଼ କବଚ଼ ପିନ୍ଧିଥାନ୍ତି ଓ ନିଜର ସ୍ବତନ୍ତ୍ର ପ୍ରାର୍ଥନା ପୋଷାକକୁ ବହୁତ ଲମ୍ବା କରିଥାନ୍ତି।

ଲୂକଲିଖିତ ସୁସମାଚାର 5:33

ସମାନେେ ଯୀଶୁଙ୍କୁ କହିଲେ, ଯୋହନଙ୍କ ଶିଷ୍ଯମାନେ ଅଧିକାଂଶ ଥର ଉପବାସ ଓ ପ୍ରାର୍ଥନା କରନ୍ତି। ଫାରୂଶୀମାନଙ୍କ ଶିଷ୍ଯମାନେ ସହେିପରି କରନ୍ତି। କିନ୍ତୁ ତୁମ୍ଭର ଶିଷ୍ଯମାନେ ସବୁବେଳେ ଖିଆପିଆ କରୁଛନ୍ତି।

ଲୂକଲିଖିତ ସୁସମାଚାର 18:12

ମୁଁ ଜଣେ ଭଲ ଲୋକ। ମୁଁ ସପ୍ତାହ ରେ ଦୁଇ ଥର ଉପବାସ କରେ। ମୁଁ ମାରେସମସ୍ତ ରୋଜଗାରର ଦଶ ଭାଗରୁ ଏକ ଭାଗ ଦାନ କରେ।'

ରୋମୀୟଙ୍କ ପ୍ରତି ପତ୍ର 10:3

ସମାନେେ ଜାଣି ନଥିଲେ ଯେ, ପରମେଶ୍ବର କିପରି ତାହାଙ୍କ ସହିତ ଲୋକମାନଙ୍କୁ ଧାର୍ମିକ କହନ୍ତି। ସମାନେେ ଧାର୍ମିକ ହବୋ ପାଇଁ ନିଜର ଉପାୟ ଦ୍ବାରା ଚେଷ୍ଟା କଲେ। ଅତଏବ ସମାନେେ ଧାର୍ମିକତା ବୋଲି ଗଣିତ ପରମେଶ୍ବରଙ୍କ ମାର୍ଗର ଅନୁ ସରଣ କଲେ ନାହିଁ।

Interlinear

Choose Theme