Home Bibles ଆଦି ପୁସ୍ତକ 29:22 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 29:22 · ଓଡ଼ିଆ ବାଇବେଲ

ତେଣୁ ଲାବନ ସଠାେକାର ସମସ୍ତ ଲୋକମାନଙ୍କୁ ଏକ ଭୋଜି ଦେଲେ।

Cross references

ବିଚାରକର୍ତାମାନଙ୍କ ବିବରଣ 14:10

ଶାମ୍ଶୋନଙ୍କର ପିତା ସହେି ପଲେଷ୍ଟୀୟ ସ୍ତ୍ରୀ ଲୋକଟିକକ୍ସ୍ଟ ଦେଖିବାକକ୍ସ୍ଟ ଗଲେ। ଏପରି ପ୍ରଥା ଥିଲା ଯେ ଯେଉଁଥିପାଇଁ ସମାନେେ ସଠାେରେ ଏକ ଭୋଜି ଦେଲେ।

ରୂତର ବିବରଣ 4:10

ମୁ ମଧ୍ଯ ମାୟୋବ ଦେଶୀଯ ମୃତ ମହଲୋନର ବିଧବା ସ୍ତ୍ରୀ ଋତକକ୍ସ୍ଟ ମାରେ ସ୍ତ୍ରୀ ରୂପେ ଗ୍ରହଣ କଲି। ଯାହାଫଳ ରେ ମୃତ ବ୍ଯକ୍ତିର ଜମିଜମା ସବୁ ତା'ର ପରିବାର ରେ ରହିବ। ଏହି ପ୍ରକାର ରେ ମୃତ ଲୋକର ନାମ ପୁରାପୁରି ଭୂଲି ହବେନାହିଁ। ଆପଣମାନେ ସମସ୍ତେ ଆଜି ଏହାର ସାକ୍ଷୀ।

ଏଷ୍ଟର ବିବରଣ 2:18

ଏହାପରେ ରାଜା ଓ ଆପଣା ସମସ୍ତ ଅଧିପତି ଓ ଦାସମାନଙ୍କ ପାଇଁ ଏଷ୍ଟର ଭୋଜି ବୋଲି ମହା ଭୋଜି ପ୍ରସ୍ତୁତ କଲା ଓ ସବୁ ପ୍ରଦେଶର ଛୁଟି କଲା ଓ ରାଜାର ବଦାନ୍ଯତାନୁସା ରେ ଦାନ କଲା।

ମାଥିଉଲିଖିତ ସୁସମାଚାର 22:2

ଯୀଶୁ କହିଲେ, ସ୍ବର୍ଗରାଜ୍ଯ ହେଉଛି ନିଜ ପୁଅର ବିବାହ ଭୋଜି ପ୍ରସ୍ତୁତ କରିଥିବା ଜଣେ ରାଜାଭଳି।

ମାଥିଉଲିଖିତ ସୁସମାଚାର 25:1

ସେ ସମୟରେ ସ୍ବର୍ଗରାଜ୍ଯ, ବର ଖାଜେିବାକୁ ବାହାରିଥିବା ଦଶଜଣ କୁମାରୀ ଝିଅଙ୍କ ଭଳି ହବେ। ଏହି ଝିଅମାନେ ବର ସହିତ ସକ୍ଷାତ କରିବାକୁ ବାହାରିଥିଲେ। ସମାନେେ ତାହାଙ୍କ ସହିତ ଦୀପ ଆଣି ଥିଲେ,

ଯୋହନଲିଖିତ ସୁସମାଚାର 2:1

ଦୁଇ ଦିନ ପରେ ଗାଲିଲୀର କାନ୍ନା ସହର ରେ ଗୋଟିଏ ବିବାହ ହେଲା। ଯୀଶୁଙ୍କ ମାଆ ସଠାେରେ ଥିଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:9

ତା'ପରେ ଦୂତ ମାେତେ କହିଲେ, ଏହା ଲେଖ : ମଷେଶାବକଙ୍କ ବିବାହ ଭୋଜିକୁ ନିମନ୍ତ୍ରିତ ବ୍ଯକ୍ତିମାନେ ଧନ୍ଯ ! ସେ ଦୂତ ପୁଣି କହିଲେ, ପରମେଶ୍ବରଙ୍କର ବାକ୍ଯ ସତ୍ଯ ଅଟେ।

Interlinear

Choose Theme