ସହେି ସ୍ତ୍ରୀଲୋକମାନେ ଭୟ ପାଇ ଯାଇଥିଲେ ଏବଂ ବିସ୍ମୟ ରେ ଅଭିଭୁତ ହାଇେ ଯାଉଥିଲେ। ସମାନେେ କବରରୁ ବାହାରି ଦୌଡି ପଳାଇଲେ, କିନ୍ତୁ ଭୟଭୀତ ହାଇେ ଯାଇଥିବାରୁ ଏସବୁ ଘଟଣା କାହାରିକୁ କହିଲେ ନାହିଁ।
Cross references
ଏହାପରେ ଇଲୀଶାୟ ଗି ହଜେୀକୁ କହିଲେ, ୟିବାକୁ ପ୍ରସ୍ତୁତ ହୁଅ। ମାରେ ୟଷ୍ଟିଟିକୁ ସଙ୍ଗ ରେ ନିଅ। ଗଲା ବେଳେ କୌଣସି ସ୍ଥାନ ରେ ଟିକିଏ ହେଲେ ଅଟକିବ ନାହିଁ। ଏପରିକି କାହାରିକୁ ଦେଖିଲେ ନମସ୍କାର କରନାହିଁ ଓ କହେି ନମସ୍କାର କଲେ ତାକୁ ଉତ୍ତର କରନାହିଁ। ମାରେ ୟଷ୍ଟି ନଇେ ସହେି ବାଳକର ମୁଖ ଉପରେ ରଖି ଦିଅ।
ତେଣୁ ସହେି ସ୍ତ୍ରୀଲୋକମାନେ ତତ୍କ୍ଷଣାତ୍ କବର ସ୍ଥାନ ଛାଡ଼ି ଚାଲିଗଲେ। ସମାନେେ ଡ଼ରି ଯାଇଥିଲେ, କିନ୍ତୁ ବହୁତ ଖୁସି ମଧ୍ଯ ଥିଲେ। ଯାହାସବୁ ଘଟିଗଲା, ସେ ସବୁ ଯୀଶୁଙ୍କ ଶିଷ୍ଯମାନଙ୍କୁ ଜଣାଇବା ପାଇଁ ସମାନେେ ଦୌଡ଼ି ଦୌଡ଼ି ଗଲେ।
ସମାନେେ କବର ଭିତରକୁ ଗଲେ। ସଠାେରେ ସମାନେେ ଧଳା ପୋଷାକ ପିନ୍ଧିଥିବା ଜଣେ ୟୁବକକୁ ଦେଖିଲେ। ସେ ସମାଧିର ଡାହାଣ ପଟେ ବସି ରହିଥିଲା। ସମାନେେ ଡରିଗଲେ।
ସାଙ୍ଗ ରେ ଟଙ୍କା, ଥଳି, ୟୋତା କିଛି ହେଲେ ନିଅନାହିଁ। ରାସ୍ତା ରେ କାହାରି ସହିତ କଥାବାର୍ତ୍ତା ହବୋ ପାଇଁ ଅଟକି ୟିବ ନାହିଁ।
ସହେି ସ୍ତ୍ରୀଲୋକମାନେ ସମାଧି ସ୍ଥାନ ଛାଡି ଏଗାର ଜଣ ପ୍ ରରେିତ ଓ ସମସ୍ତ ଅନ୍ୟ ଶିଷ୍ଯମାନଙ୍କ ପାଖ ରେ ଯାଇ ପହନ୍ଚିଲେ। ସମାଧି ଭିତ ରେ ଯାହା ଘଟିଥିଲା, ସତକେ ଗୋଟି ଗୋଟି କରି ସମାନଙ୍କେୁ କହିଲେ।
କିନ୍ତୁ ଆଜି ଆମ୍ଭ ଦଳର କେତଜେଣ ସ୍ତ୍ରୀଲୋକ ଆମ୍ଭକୁ ଗୋଟିଏ ଆଶ୍ଚର୍ୟ୍ଯ ଜନକ କଥା କହିଲେ। ଯେଉଁ କବର ରେ ଯୀଶୁଙ୍କ ଶରୀରକୁ ରଖା ଯାଇଥିଲା, ସହେି ସ୍ଥାନକୁ ସମାନେେ ଆଜି ଅତି ଭୋରରୁ ଯାଇଥିଲେ।
ଏଥି ରେ ଶିଷ୍ଯମାନେ ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ ଡରିଗଲେ। ସମାନେେ ଭାବିଲେ ଯେ, ସମାନେେ ଗୋଟିଏ ଭୂତ ଦେଖୁଛନ୍ତି।