Home Bibles ମାର୍କଲିଖିତ ସୁସମାଚାର 16:7 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 16:7 · ଓଡ଼ିଆ ବାଇବେଲ

ଏବେ ଯାଇ ତାହାଙ୍କ ଶିଷ୍ଯମାନଙ୍କୁ ଏବଂ ପିତରଙ୍କୁ କୁହ ଯେ ତୁମ୍ଭମାନଙ୍କ ପୂର୍ବରୁ ଯୀଶୁ ଗାଲିଲୀକୁ ଯାଉଛନ୍ତି। ସେ ତୁମ୍ଭକୁ ପୂର୍ବରୁ ଯେଉଁ ଭଳି କହିଥିଲେ, ତୁମ୍ଭମାନେେ ତାହାଙ୍କୁ ସହେିଭଳି ସଠାେରେ ଦେଖିବ।

Cross references

ମାଥିଉଲିଖିତ ସୁସମାଚାର 26:32

କିନ୍ତୁ ମୁଁ ପୁଣି ଥରେ ମୃତ୍ଯୁରୁ ପୁନରୁତ୍ଥିତ ହବେି। ତା'ପରେ ମୁଁ ଗାଲିଲୀକୁ ଚ଼ାଲିୟିବି। ତୁମ୍ଭମାନେେ ସଠାେକୁ ୟିବା ପୂର୍ବରୁ ମୁଁ ସଠାେକୁ ଯାଇଥିବି।

ମାଥିଉଲିଖିତ ସୁସମାଚାର 28:7

ଶୀଘ୍ର ଏଠାରୁ ଯାଇ ତାହାଙ୍କ ଶିଷ୍ଯମାନଙ୍କୁ ଜଣାଅ: 'ଯୀଶୁ ମୃତ୍ଯୁରୁ ପୁର୍ନଉଥିତ ହାଇେଛନ୍ତି। ସେ ଗାଲିଲୀ ପ୍ରଦେଶକୁ ଯାଉଛନ୍ତି। ତୁମ୍ଭମାନଙ୍କ ପୂର୍ବରୁ ସେ ସଠାେରେ ଥିବେ। ତୁମ୍ଭମାନେେ ତାହାଙ୍କୁ ସଠାେରେ ଦେଖିବ।' ତା'ପରେ ସ୍ବର୍ଗଦୂତ ଆଉ ଥରେ କହିଲେ, ଏହି ସବୁକଥା ମୁଁ ତୁମ୍ଭକୁ କହିବାକୁ ଆସିଥିଲି।

ମାଥିଉଲିଖିତ ସୁସମାଚାର 28:10

ଯୀଶୁ ସମାନଙ୍କେୁ କହିଲେ, ଭୟ କର ନାହିଁ। ତୁମ୍ଭମାନେେ ଯାଇ ମାେ ଭାଇମାନଙ୍କୁ କୁହ ଯେ, ସମାନେେ ଗାଲିଲୀ ଯାଆନ୍ତୁ। ସମାନେେ ମାେତେ ସହେିଠା ରେ ଦେଖିବେ।

ମାଥିଉଲିଖିତ ସୁସମାଚାର 28:16

ଏଗାର ଜଣ ଶିଷ୍ଯ ଗାଲିଲୀକୁ ଗଲେ। ଯୀଶୁ ସମାନଙ୍କେୁ ଯେଉଁ ପାହାଡ଼ ଉପରକୁ ୟିବାକୁ କହିଥିଲେ, ସମାନେେ ସଠାେକୁ ଗଲେ।

ମାର୍କଲିଖିତ ସୁସମାଚାର 14:28

କିନ୍ତୁ ମୁଁ ମୃତ୍ଯୁ ପରେ ପୁନରୁତ୍ଥିତ ହବେି। ତା'ପରେ ମୁଁ ଗାଲିଲୀକୁ ୟିବି। ତୁମ୍ଭମାନେେ ସଠାେକୁ ୟିବା ପୂର୍ବରୁ ମୁଁ ସଠାେରେ ଥିବି।

ମାର୍କଲିଖିତ ସୁସମାଚାର 14:50

ତା'ପରେ ଯୀଶୁଙ୍କ ଶିଷ୍ଯମାନେ ତାହାଙ୍କୁ ଛାଡି ଦୌଡି ପଳାଇଲେ।

ମାର୍କଲିଖିତ ସୁସମାଚାର 14:66

ସହେି ସମୟରେ ପିତର ମଧ୍ଯ ଅଗଣା ମଧିଅରେ ଥିଲେ। ପିତରଙ୍କ ପାଖକୁ ମହାୟାଜକଙ୍କର ଜଣେ ଚାକରାଣୀ ଆସିଲା।

ଯୋହନଲିଖିତ ସୁସମାଚାର 21:1

ତା'ପରେ ଯୀଶୁ ନିଜକୁ ଶିଷ୍ଯମାନଙ୍କ ଆଗ ରେ ଦଖାଦେେଲେ। ସେ ତିବିରିଆ ହ୍ରଦ ଗାଲୀଲୀ କୂଳ ରେ ସମାନଙ୍କେୁ ଦଖାଦେଇେଥିଲେ। ସେ ଏହିପରି ଭାବରେ ଦର୍ଶନ ଦଇେଥିଲେ:

ରେରିତମାନଙ୍କ କାର୍ଯ୍ୟର ବିବରଣ 13:31

ସେ ତାହାଙ୍କ ସହିତ ଗାଲିଲୀରୁ ୟିରୂଶାଲମକୁ ଆସିଥିବା ଲୋକମାନଙ୍କୁ ବହୁତ ଦିନ ପର୍ୟ୍ଯନ୍ତ ଦର୍ଶନ ଦେଲେ। ସମାନେେ ଲୋକମାନଙ୍କ ଆଗ ରେ ଏବେ ତାହାଙ୍କର ସାକ୍ଷୀ ଅଟନ୍ତି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:5

ସେ କଫୋଙ୍କୁ ଓ ତା'ପରେ ବାରଜଣ ପ୍ ରରେିତଙ୍କୁ ଦଖାେ ଦେଲେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 2:7

କିନ୍ତୁ ଏବେ ତୁମ୍ଭମାନେେ ତାହାକୁ କ୍ଷମା ଦବୋ ଉଚିତ୍ ଓ ତାହାକୁ ସାନ୍ତ୍ବନା ପ୍ରଦାନ କରିବା ଉଚିତ। ଏହା ତାହାକୁ ଉତ୍ସାହିତ କରିବ ଓ ସେ ଅଧିକ ଦୁଃଖ ରେ ଭାଙ୍ଗି ପଡ଼ିବ ନାହିଁ।

Interlinear

Choose Theme