Home Bibles ମାର୍କଲିଖିତ ସୁସମାଚାର 14:50 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 14:50 · ଓଡ଼ିଆ ବାଇବେଲ

ତା'ପରେ ଯୀଶୁଙ୍କ ଶିଷ୍ଯମାନେ ତାହାଙ୍କୁ ଛାଡି ଦୌଡି ପଳାଇଲେ।

Cross references

ଆୟୁବ ପୁସ୍ତକ 19:13

ସେ ମାରେ ଭାଇମାନଙ୍କୁ ମାଠାରୁେ ବହୁତ ଦୂରକୁ ନଇୟୋଇଛନ୍ତି। ମାରେ ନିଜର ସାଙ୍ଗମାନେ ମାେ ପାଇଁ ଅଚିହ୍ନା ହାଇେଛନ୍ତି।

ଗୀତସଂହିତା 38:11

ମାରେ ରୋଗ ଯୋଗୁଁ ମାରେ ବନ୍ଧୁ ଓ ପଡ଼ୋଶୀମାନେ ମାେତେ ଦଖାେ କରିବାକୁ ଆସନ୍ତି ନାହିଁ। ମାରେ ପରିବାରବର୍ଗ ମାଠାରୁେ ଦୂରଇେ ରହନ୍ତି।

ଗୀତସଂହିତା 88:7

ତୁମ୍ଭ କୋର୍ଧରେ ମୁଁ ବୋଝ ଅନୁଭବ କଲି। ତୁମ୍ଭର ସମସ୍ତ ଢ଼େଉ ମାେତେ ଓଲଟ ପାଲଟ କରି ପକାଏ।

ଗୀତସଂହିତା 88:18

ତୁମ୍ଭେ ମାରେ ପ୍ରିଯ ଲୋକମାନଙ୍କୁ ମାଠାରୁେ ଦୂରଇେ ରଖିଅଛ। ମାେ ପରିଚିତ ଲୋକମାନେ ଅନ୍ଧକାରରେ ରହିଅଛନ୍ତି।

ଯିଶାଇୟ 63:3

ସେ ଉତ୍ତର କରନ୍ତି, ଆମ୍ଭେ ଏକାକୀ ଦ୍ରାକ୍ଷା ମର୍ଦ୍ଦନ କରିଅଛୁ ଓ ଲୋକମାନଙ୍କ ମଧ୍ଯରୁ ଆମ୍ଭ ସଙ୍ଗେ କହେି ନ ଥିଲେ। ଆମ୍ଭେ ନିଜର କୋରଧ ରେ ସମାନଙ୍କେୁ ଦଳନ କଲୁ ଓ ନିଜର କୋପ ରେ ସମାନଙ୍କେୁ ମର୍ଦ୍ଦନ କଲୁ। ଏଣୁ ସମାନଙ୍କେର ପ୍ରାଣ ରକ୍ତର ଛିଟା ରେ ଆମ୍ଭ ବସ୍ତ୍ର ରଞ୍ଜିତ ହେଲା ଓ ଆମ୍ଭେ ସହେି ରକ୍ତ ରଞ୍ଜିତ ବସ୍ତ୍ର ପରିଧାନ କରିଅଛୁ।

ମାର୍କଲିଖିତ ସୁସମାଚାର 14:27

ଯୀଶୁ ଶିଷ୍ଯମାନଙ୍କୁ କହିଲେ, ତୁମ୍ଭମାନେେ ସମସ୍ତେ ତୁମ୍ଭମାନଙ୍କର ବିଶ୍ବାସ ହ ରଇେ ବସିବ। ଏହା ଶାସ୍ତ୍ର ରେ ଲଖାେ ଅଛି:

ଯୋହନଲିଖିତ ସୁସମାଚାର 16:32

ଶୁଣ! ସମୟ ଆସୁଛି ଯେତବେେଳେ ତୁମ୍ଭେ ଛିନ୍ନଭିନ୍ନ ହଇୟିବେ। ତୁମ୍ଭମାନଙ୍କୁ ମଧ୍ଯରୁ ପ୍ରେତ୍ୟକକ ନିଜ ନିଜର ଘର ଭିତରକୁ ଛିନ୍ନଭିନ୍ନ ହାଇେ ଚାଲିୟିବ। ସହେି ସମୟ ଆସି ପହଞ୍ଚିଛି। ତୁମ୍ଭେ ମାେତେ ଏକାକୀ ଛାଡି ଦବେ। ମୁଁ ଏକୁଟିଆ ଥିବି। କିନ୍ତୁ ମୁଁ କଦାପି ଏକୁଟିଆ ନୁହେଁ, କାରଣ ପରମପିତା ସବୁବେଳେ ମାେ ସହିତ ଅଛନ୍ତି।

ଯୋହନଲିଖିତ ସୁସମାଚାର 18:8

ଯୀଶୁ କହିଲେ, ମୁଁ ତ କହିଲି ଯେ ମୁଁ ସହେି ଯୀଶୁ। ଯଦି ତୁମ୍ଭେ ମାେତେ ଖୋଜୁଛ, ତବେେ ଏହି ଅନ୍ୟ ଲୋକମାନଙ୍କୁ ଏଠାରୁ ୟିବାକୁ ଛାଡିଦିଅ।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 4:16

ପ୍ରଥମଥର ନିଜକୁ ରକ୍ଷା କରିବା ପାଇଁ ମୁଁ ଅଦାଲତ ରେ ଠିଆ ହେଲା ବେଳେ କୌଣସି ଲୋକ ମାେତେ ସମର୍ଥନ କରିବାକୁ ଆଗଇେ ଆସି ନ ଥିଲା। ସମସ୍ତେ ମାେତେ ଛାଡ଼ି ଚାଲିଗଲେ। ମୁଁ ପ୍ରାର୍ଥନା କରେ ଯେ, ପ୍ରଭୁ ପରମେଶ୍ବର ସମାନଙ୍କେୁ କ୍ଷମା କରନ୍ତୁ। କିନ୍ତୁ ପ୍ରଭୁ ମାେ ସହିତ ଥିଲେ।

Interlinear

Choose Theme