Home Bibles ମାଥିଉଲିଖିତ ସୁସମାଚାର 17:11 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 17:11 · ଓଡ଼ିଆ ବାଇବେଲ

ଯୀଶୁ ଉତ୍ତର ଦେଲେ, ସମାନେେ ଠିକ୍ କହିଛନ୍ତି ଯେ ଏଲିୟ ଆସୁଛନ୍ତି, ସେ ପ୍ରେତ୍ୟକକ ବସ୍ତୁକୁ ଠିକ୍ କ୍ରମ ରେ ରଖିବେ।

Cross references

ମଲାଖୀ 4:6

ସେ ପିତାମାତାଙ୍କୁ ପିଲାମାନଙ୍କ ସହିତ ଓ ପିଲାମାନଙ୍କୁ ସମାନଙ୍କେର ପିତା-ମାତା ସହିତ ପୁନର୍ମିଳନ କରାଇବେ। ଏହା ନିଶ୍ଚିତ ଘଟିବ। ନଚେତ୍ ଆମ୍ଭେ ପରମେଶ୍ବର ଆସିବା ଓ ସମ୍ପୂର୍ଣ୍ଣ ଦେଶକୁ ଧ୍ବଂସ କରିବା।

ଲୂକଲିଖିତ ସୁସମାଚାର 1:16

ଯୋହନ ଅନକେ ଇଶ୍ରାୟେଲ ଲୋକଙ୍କୁ ପ୍ରଭୁଙ୍କ ପାଖକୁ ଫରେି ଆସିବାକୁ ସାହାୟ୍ଯ କରିବେ। ପ୍ରଭୁ ସମାନଙ୍କେର ପରମେଶ୍ବର ଅଟନ୍ତି।

ଲୂକଲିଖିତ ସୁସମାଚାର 3:3

ଯୋହନ ୟର୍ଦ୍ଦନ ନଦୀର ଚାରିପାଖଯାକ ସବୁଅଞ୍ଚଳ ରେ ବୁଲି ବୁଲି ଲୋକମାନଙ୍କ ନିକଟରେ ପ୍ରଚାର କଲେ ଯେ ସମାନେେ ନିଜର ହୃଦୟ ଓ ଜୀବନ ପରିବର୍ତ୍ତନ କରନ୍ତୁ ଓ ବାପ୍ତିଜିତ ହୁଅନ୍ତୁ, ତାହାହେଲେ ସମାନଙ୍କେର ପାପଗୁଡିକୁ କ୍ଷମା କରି ଦିଆୟିବ।

ରେରିତମାନଙ୍କ କାର୍ଯ୍ୟର ବିବରଣ 3:21

ପୁନର୍ବାର ସମସ୍ତ କାର୍ୟ୍ଯ ସୁସମ୍ପନ୍ନ ହବୋ ପର୍ୟ୍ଯନ୍ତ ଯୀଶୁଙ୍କୁ ସ୍ବର୍ଗ ରେ ରହିବାକୁ ପଡ଼ିବ। ଏହି ସମସ୍ତ ବିଷୟ ରେ ପରମେଶ୍ବର ବହୁତ ଆଗରୁ ଭାବବଦୀମାନଙ୍କ ମାଧ୍ଯମ ରେ କହିଛନ୍ତି।

Interlinear

Choose Theme