Home Bibles ମାର୍କଲିଖିତ ସୁସମାଚାର 14:2 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 14:2 · ଓଡ଼ିଆ ବାଇବେଲ

ସମାନେେ କହିଲେ, ଆମ୍ଭେ କିନ୍ତୁ ପର୍ବ ସମୟରେ ଯୀଶୁଙ୍କୁ ବନ୍ଦୀ କରି ପାରିବା ନାହିଁ। ତା' କଲେ ଲୋକମାନେ ରାଗିଯାଇ ଦଙ୍ଗା ହାଙ୍ଗାମା କରି ପାରନ୍ତି।

Cross references

ହିତୋପଦେଶ 19:21

ମନୁଷ୍ଯର ମନ ରେ ନାନାପ୍ରକାର ଯୋଜନା ଥାଏ। ମାତ୍ର ସଦାପ୍ରଭୁଙ୍କର ଇଚ୍ଛା ପ୍ରକାଶ ହବେ।

ହିତୋପଦେଶ 21:30

ସଦାପ୍ରଭୁଙ୍କ ବିରୁଦ୍ଧ ରେ କୌଣସି ଜ୍ଞାନ କି ବୁଦ୍ଧି କି ମନ୍ତ୍ରଣା ନାହିଁ।

ଯିରିମିୟଙ୍କ ବିଳାପ 3:27

ୟୌବନ କାଳରୁ ସଦାପ୍ରଭୁଙ୍କର ୟୁଆଳି ବହନ କରିବା ଉତ୍ତମ ଅଟେ।

ମାଥିଉଲିଖିତ ସୁସମାଚାର 26:5

କିନ୍ତୁ ବୌଠକରେ ସମାନେେ କଥାବର୍ତ୍ତା ହେଲେ, ଆମ୍ଭେ ନିସ୍ତାରପର୍ବ ସମୟରେ ଏସବୁ କରିବା ଉଚ଼ିତ ହବେନାହିଁ। କାରଣ ଲୋକମାନେ ଏଥି ରେ ରାଗିଯାଇ ପାରନ୍ତି ଓ ଦଙ୍ଗାହାଙ୍ଗାମା କରିପାରନ୍ତି।

ମାର୍କଲିଖିତ ସୁସମାଚାର 11:18

ପ୍ରଧାନଯାଜକ ଓ ଧର୍ମଯାଜକମାନେ ଏ କଥା ଶୁଣିଲେ। ସମାନେେ ଯୀଶୁଙ୍କୁ ମାରିବା ପାଇଁ ବାଟ ଖାଜେିଲେ। କିନ୍ତୁ ସଠାେରେ ଜମା ହାଇେଥିବା ସବୁ ଲୋକେ ଯୀଶୁଙ୍କ ଉପଦେଶ ଶୁଣି ବିସ୍ମିତ ହାଇଯୋଇଥିବାରୁ ଧର୍ମଯାଜକମାନେ ଯୀଶୁଙ୍କୁ ଡରି ଗଲେ।

ମାର୍କଲିଖିତ ସୁସମାଚାର 11:32

କିନ୍ତୁ ଯଦି ଆମ୍ଭମାନେେ କହିବା, ' ଯୋହନଙ୍କ ବାପ୍ତିସ୍ମ ମନୁଷ୍ଯଠାରୁ ଆସିଥିଲା, ତବେେ ଲୋକମାନେ ଆମ୍ଭ ଉପରେ ରାଗିଯିବେ। ସମାନେେ ଲୋକମାନଙ୍କୁ ଖୁବ୍ ଡରୁଥିଲେ। କାରଣ ସବୁ ଲୋକ ବିଶ୍ବାସ କରୁଥିଲେ ଯେ, ଯୋହନ ପ୍ରକୃତ ରେ ଜଣେ ଭବିଷ୍ଯଦ୍ବକ୍ତା।

ଲୂକଲିଖିତ ସୁସମାଚାର 20:6

କିନ୍ତୁ ଆମ୍ଭେ ଯଦି କହିବା, ' ଯୋହନଙ୍କ ବାପ୍ତିସ୍ମ ମଣିଷଠାରୁ ଆସିଥିଲା,' ତବେେ ସବୁ ଲୋକ ଆମ୍ଭ ଉପରକୁ ଟକୋପଥର ଫିଙ୍ଗି ଆମ୍ଭକୁ ଜୀବନ ରେ ମାରି ଦବେେ। କାରଣ ସମାନେେ ଯୋହନଙ୍କୁ ଭବିଷ୍ଯଦ୍ବକ୍ତା ରୂପେ ବିଶ୍ବାସ କରନ୍ତି।

ଯୋହନଲିଖିତ ସୁସମାଚାର 7:40

ଯୀଶୁଙ୍କ ଏହି କଥା ଲୋକମାନେ ଶୁଣିଲେ। କେତକେ ଲୋକ କହିଲେ, ଏହି ଲୋକ ପ୍ରକୃତ ରେ ସହେି ଭବିଷ୍ଯଦ୍ବକ୍ତା।

ଯୋହନଲିଖିତ ସୁସମାଚାର 12:19

ତେଣୁ ଫାରୂଶୀମାନେ ପରସ୍ପର ମଧିଅରେ କଥାବାର୍ତ୍ତା ହେଲେ, ଦେଖ, ଆମ୍ଭର ଯୋଜନା କାମ କରୁନାହିଁ। ସାରା ଜଗତ ତାହାଙ୍କର ଅନୁଗରଣ କରିଲଣେି।

Interlinear

Choose Theme