Home Bibles ମାର୍କଲିଖିତ ସୁସମାଚାର 14:3 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 14:3 · ଓଡ଼ିଆ ବାଇବେଲ

ଯୀଶୁ ବେଥନିଆ ରେ କୁଷ୍ଠ ରୋଗୀ ଶିମାନଙ୍କେ ଘ ରେ ଖାଇବାକୁ ବସିଥିବା ସମୟରେ ଜଣେ ସ୍ତ୍ରୀ ଲୋକ ତାହାଙ୍କ ପାଖକୁ ଆସିଲା। ସେ ଗୋଟିଏ ଧଳା, ଚିକ୍କଣ ସ୍ପଟିକ ସିଲଖଡି ପାତ୍ର ରେ ବହୁମୁଲ୍ଯ ଅତର ଭର୍ତ୍ତି କରି ଆଣିଥିଲା। ସେ ଅତର ଖାଣ୍ଟି କଟାମାଂସରୁ ତିଆରି ହାଇେଥିଲା। ସ୍ତ୍ରୀ ଲୋକଟି ପାତ୍ରଟି ଖାଲିଦେଇେ ସବୁତକ ଅତର ଯୀଶୁଙ୍କ ମୁଣ୍ଡ ରେ ଢାଳି ଦଲୋ।

Cross references

ପରମଗୀତ 4:13

ତୁମ୍ଭର ଚାରାଗଛଗୁଡ଼ିକ ପ୍ରାଙ୍ଗଣ ରେ ବହୁମୂଲ୍ଯ ଡ଼ାଳିମ୍ବ ବୃକ୍ଷ ତୁଲ୍ଯ। ସଠାେ ରେ ହନୋ ଚାରାଗଛ ଅଛି।

ପରମଗୀତ 5:5

ମୁଁ ଆପଣା ପ୍ରିଯତମଙ୍କ ପାଇଁ ଦ୍ବାର ଫିଟାଇବାକୁ ଉଠିଲି, କିଳଣୀର ବେଣ୍ଟ ଉପ ରେ ମାରେ ହସ୍ତରୁ ଗନ୍ଧରସ ଓ ମାେ ଅଙ୍ଗୁଳିରୁ ଦ୍ରବ ଗନ୍ଧରସ କ୍ଷରିଲା।

ମାଥିଉଲିଖିତ ସୁସମାଚାର 21:17

ତା'ପରେ ଯୀଶୁ ସେ ସ୍ଥାନ ଓ ନଗରରୁ ବାହାରକୁ ଚ଼ାଲିଗଲେ। ସେ ବୈଥନୀକୁ ଚ଼ାଲିଗଲେ ଓ ସଠାେରେ ରାତିଟି କଟାଇଲେ।

ମାଥିଉଲିଖିତ ସୁସମାଚାର 25:17

ସହେିଭଳି ଯେଉଁ ଚ଼ାକରଟି ଦୁଇ ତୋଡ଼ା ରୂପା ଟଙ୍କା ପାଇଥିଲା, ସେ ମଧ୍ଯ ଟଙ୍କାକୁ ବ୍ଯବସାୟ ରେ ଲଗାଇ ଆଉ ଦୁଇ ତୋଡ଼ା ରୂପା ଟଙ୍କା ଲାଭ କଲା।

ମାଥିଉଲିଖିତ ସୁସମାଚାର 26:6

ଯୀଶୁ ବେଥନୀଯା ରେ ଥିଲେ। ସେ କୁଷ୍ଠ ରୋଗୀ ଶିମାନରେ ଘ ରେ ରହିଥିଲେ।

ଲୂକଲିଖିତ ସୁସମାଚାର 7:37

ସହେି ସମୟରେ ସହେି ନଗର ରେ ଜଣେ ପାପୀ ସ୍ତ୍ରୀ ଲୋକ ଥିଲା। ସେ ଜାଣିପାରିଲା ଯେ ଯୀଶୁ ଫାରୁଶୀଙ୍କ ଘ ରେ ଖାଉଛନ୍ତି। ତେଣୁ ସହେି ସ୍ତ୍ରୀ ଲୋକଟି ଗୋଟିଏ ସ୍ଫଟିକ ପାତ୍ର ରେ କିଛି ଅତର ଆଣିଲା।

ଯୋହନଲିଖିତ ସୁସମାଚାର 11:2

ସହେି ମରିୟମ ପରେ ପ୍ରଭୁ ଯୀଶୁଙ୍କ ପାଦ ରେ ଅତି ମୂଲ୍ଯବାନ ଅତର ଢାଳି ନିଜ କେଶ ରେ ପାଦ ପୋଛି ଦଇେଥିଲେ। ସମାନଙ୍କେର ଭାଇ ଲାଜାର ଅସୁସ୍ଥ ଥିଲେ।

ଯୋହନଲିଖିତ ସୁସମାଚାର 12:1

ଯୀଶୁ ନିସ୍ତାରପର୍ବ ଉତ୍ସବର ଛଅ ଦିନ ପୂର୍ବରୁ ବେଥନିଆକୁ ଗଲେ। ଲାଜାର ବେଥନିଆ ରେ ରହୁଥିଲେ। (ଯାହାଙ୍କୁ ଯୀଶୁ ମୃତ୍ଯୁରୁ ଉେଠଇ ଥିଲେ))।

Interlinear

Choose Theme