Home Bibles ମାର୍କଲିଖିତ ସୁସମାଚାର 13:30 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 13:30 · ଓଡ଼ିଆ ବାଇବେଲ

ମୁଁ ତୁମ୍ଭକୁ ସତ୍ଯ କହୁଛି। ଏହି ପିଢୀର ଲୋକେ ବଞ୍ଚିଥିବା ସମୟରେ ହିଁ ଏସବୁ ଘଟଣା ଘଟିବ।

Cross references

ମାଥିଉଲିଖିତ ସୁସମାଚାର 16:28

ମୁଁ ତୁମ୍ଭକୁ ସତ୍ଯ କହୁଛି। ଏଠା ରେ କେତକେ ଲୋକ ଠିଆ ହାଇେଛନ୍ତି, ଯେଉଁମାନେ ସମାନଙ୍କେ ମୃତ୍ଯୁ ପୂର୍ବରୁ ମନୁଷ୍ଯ ପୁତ୍ରଙ୍କୁ ତାହାଙ୍କ ରାଜ୍ଯ ସହିତ ଆସୁଥିବାର ଦେଖିବେ।

ମାଥିଉଲିଖିତ ସୁସମାଚାର 23:36

ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି ଯେ, ବର୍ତ୍ତମାନ ତୁମ୍ଭ ସହ ଜୀବିତ ଥିବା ଲୋକମାନଙ୍କ ପାଇଁ ଏହି ସମସ୍ତ କଥା ଘଟିବ।

ମାଥିଉଲିଖିତ ସୁସମାଚାର 24:34

ମୁଁ ତୁମ୍ଭକୁ ସତ୍ଯ କହୁଛି। ବର୍ତ୍ତମାନର ଲୋକେ ବଞ୍ଚିଥିବା ସମୟରେ ହିଁ ଏସବୁ ଘଟଣା ଘଟିବ।

ମାର୍କଲିଖିତ ସୁସମାଚାର 9:1

ତା'ପରେ ଯୀଶୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି, ଏଠା ରେ ଯେଉଁମାନେ ଠିଆ ହାଇେଛ, ତୁମ୍ଭମାନଙ୍କ ମଧ୍ଯରୁ କେତେ ଜଣ ନିଜ ମୃତ୍ଯୁ ପୂର୍ବରୁ ପରମେଶ୍ବରଙ୍କ ରାଜ୍ଯ ଏଠାକୁ ଆସିବାର ଦେଖିବ। ପରମେଶ୍ବରଙ୍କ ରାଜ୍ଯ ତା'ର କ୍ଷମତା ନଇେ ଆସିବ।

ଲୂକଲିଖିତ ସୁସମାଚାର 21:32

ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି, ଏହି ସବୁ ରେ ଲୋକେ ବଞ୍ଚିଥିବା ସମୟ ଭିତ ରେ ଏସବୁ ଘଟଣା ଘଟିବ।

Interlinear

Choose Theme