ଲୂକଲିଖିତ ସୁସମାଚାର 21:32 · ଓଡ଼ିଆ ବାଇବେଲ
ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି, ଏହି ସବୁ ରେ ଲୋକେ ବଞ୍ଚିଥିବା ସମୟ ଭିତ ରେ ଏସବୁ ଘଟଣା ଘଟିବ।
Cross references
ମାଥିଉଲିଖିତ ସୁସମାଚାର 16:28
ମୁଁ ତୁମ୍ଭକୁ ସତ୍ଯ କହୁଛି। ଏଠା ରେ କେତକେ ଲୋକ ଠିଆ ହାଇେଛନ୍ତି, ଯେଉଁମାନେ ସମାନଙ୍କେ ମୃତ୍ଯୁ ପୂର୍ବରୁ ମନୁଷ୍ଯ ପୁତ୍ରଙ୍କୁ ତାହାଙ୍କ ରାଜ୍ଯ ସହିତ ଆସୁଥିବାର ଦେଖିବେ।
ମାଥିଉଲିଖିତ ସୁସମାଚାର 23:36
ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି ଯେ, ବର୍ତ୍ତମାନ ତୁମ୍ଭ ସହ ଜୀବିତ ଥିବା ଲୋକମାନଙ୍କ ପାଇଁ ଏହି ସମସ୍ତ କଥା ଘଟିବ।
ମାଥିଉଲିଖିତ ସୁସମାଚାର 24:34
ମୁଁ ତୁମ୍ଭକୁ ସତ୍ଯ କହୁଛି। ବର୍ତ୍ତମାନର ଲୋକେ ବଞ୍ଚିଥିବା ସମୟରେ ହିଁ ଏସବୁ ଘଟଣା ଘଟିବ।
ମାର୍କଲିଖିତ ସୁସମାଚାର 13:30
ମୁଁ ତୁମ୍ଭକୁ ସତ୍ଯ କହୁଛି। ଏହି ପିଢୀର ଲୋକେ ବଞ୍ଚିଥିବା ସମୟରେ ହିଁ ଏସବୁ ଘଟଣା ଘଟିବ।
ଲୂକଲିଖିତ ସୁସମାଚାର 11:50
ଏଣୁ ସୃଷ୍ଟି ଆରମ୍ଭରୁ ଯେତବେେଳେ ଭବିଷ୍ଯଦ୍ବକ୍ତାଙ୍କ ରକ୍ତପାତ ହାଇେଛି, ସେଥିପାଇଁ ଏହି ସମୟର ବଞ୍ଚିଥିବା ଲୋକମାନଙ୍କୁ ଦଣ୍ଡ ଭୋଗିବାକୁ ପଡିବ।