Home Bibles ମାର୍କଲିଖିତ ସୁସମାଚାର 12:44 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 12:44 · ଓଡ଼ିଆ ବାଇବେଲ

କାରଣ ଧନୀ ଲୋକମାନଙ୍କ ପାଖ ରେ ପ୍ରଚୁର ଅଛି। ସମାନେେ ତାହାଙ୍କର ଦରକାର ନଥିବା ବଳକା ଅର୍ଥରୁ ହିଁ ଦାନ ଦଇେଛନ୍ତି। କିନ୍ତୁ ଏହି ବିଧବାଟି ବହୁତ ଗରିବ। ଏହି ଗରିବଟି ନିକଟରେ ଯାହା ଥିଲା, ସେ ସବୁତକ ଦାନ ସ୍ବରୂପ ଦଇେ ଦଇେଛି। ତାର ଚଳିବା ପାଇଁ ସତେିକି ମାତ୍ର ସମ୍ବଳ ଥିଲା।

Cross references

ଦିତୀୟ ବିବରଣ 24:6

କହେି ଚକି ବା ଚକିର ଉପର ପଟ ବନ୍ଧକ ରଖିବ ନାହିଁ, କାରଣ ତାହା କଲେ ମନକ୍ସ୍ଟଷ୍ଯର ପ୍ରାଣ ବନ୍ଧକ ରଖିବା ସହିତ ସମାନ।

ପ୍ରଥମ ବଂଶାବଳୀ 29:2

ପରମେଶ୍ବରଙ୍କ ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ ମାରେ ସାଧ୍ଯମତେ ଯୋଜନା ପାଇଁ ଚେଷ୍ଟା କରିଅଛି। ମୁଁ ସୁବର୍ଣ୍ଣ ରେ ନିର୍ମିତ ହବୋକୁ ଥିବା ସାମଗ୍ରୀଗୁଡ଼ିକ ନିମନ୍ତେ ସୁବର୍ଣ୍ଣ ଦଇେଅଛି। ମୁଁ ରେ ୗପ୍ୟ ରେ ନିର୍ମିତ ହବୋକୁ ଥିବା ସାମଗ୍ରୀଗୁଡ଼ିକ ନିମନ୍ତେ ରେ ୗପ୍ୟ ଦଇେଅଛି। ମୁଁ ପିତ୍ତଳ ରେ ନିର୍ମିତ ହବୋକୁ ଥିବା ସାମଗ୍ରୀଗୁଡ଼ିକ ନିମନ୍ତେ ପିତ୍ତଳ ଦଇେଅଛି। ମୁଁ ଲୌହର ନିର୍ମିତ ହବୋକୁ ଥିବା ସାମଗ୍ରୀଗୁଡ଼ିକ ନିମନ୍ତେ ଲୌହ ଦଇେଅଛି। ମୁଁ କାଠର ନିର୍ମିତ ହବୋକୁ ଥିବା ସାମଗ୍ରୀଗୁଡ଼ିକ ନିମନ୍ତେ କାଠ ଦଇେଅଛି। ମୁଁ ଚିତ୍ରବିଚିତ୍ର ଟାଇଲ୍ ଓ ପ୍ରସ୍ତର ଖାଦେନ କାର୍ୟ୍ଯ ପାଇଁ ଓ ଗୋବଦକମେଣି ଓ ସମସ୍ତ ପ୍ରକାର ବିଭିନ୍ନ ରଙ୍ଗର ବହୁମୂଲ୍ଯ ପ୍ରସ୍ତର ଓ ଶୁଭ୍ର ମାର୍ବଲପ୍ରସ୍ତର ଦଇେଅଛି। ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କାର୍ୟ୍ଯ ନିମନ୍ତେ ମୁଁ ଏହି ପ୍ରକାର ଅନକେ ଅନକେ ସାମଗ୍ରୀ ଦଇେଅଛି।

ଦିତୀୟ ବଂଶାବଳୀ 24:10

ସବୁ ନେତା ଓ ଲୋକମାନେ ଆନନ୍ଦିତ ହେଲେ। ସମାନେେ ସମାନଙ୍କେର ଟଙ୍କା ଆଣି ସହେି ବାକ୍ସ ରେ ପକାଇଲେ। ବାକ୍ସଟି ପୂର୍ଣ୍ଣ ହବୋ ପର୍ୟ୍ଯନ୍ତ ସମାନେେ ଦାନ ଦବୋକୁ ଲାଗିଲେ।

ଦିତୀୟ ବଂଶାବଳୀ 31:5

ଦେଶର ଚତୁର୍ଦ୍ଦିଗର ଲୋକମାନେ ଏହି ଆଦେଶ ଶୁଣିଲେ। ଅତଏବ ଇଶ୍ରାୟେଲର ଲୋକମାନେ ସମାନଙ୍କେର ଅମଳ ହାଇେଥିବା ଖାଦ୍ୟଶସ୍ଯ, ଅଙ୍ଗୁର ରସ, ତୈଳ, ମହୁ, ଓ ସମାନଙ୍କେ କ୍ଷେତ୍ର ରେ ହେଉଥିବା ସମସ୍ତ ଫସଲର ପ୍ରଥମ ଅଂଶ ଦେଲେ। ସମାନେେ ସହେି ସମସ୍ତ ସାମଗ୍ରୀଗୁଡ଼ିକର ଦଶମାଂଶ ଆଣିଲେ, ଯେଉଁଗୁଡ଼ିକ ୟଥେଷ୍ଟ ଭାବରେ ଯୋଗାଇଲେ।

ଦିତୀୟ ବଂଶାବଳୀ 35:7

ଯୋଶିୟ ଇଶ୍ରାୟେଲର ଲୋକମାନଙ୍କୁ 30,000 ମଷେ ଓ ଛାଗ ନିସ୍ତାରପର୍ବ ବଳି ନିମନ୍ତେ ହତ୍ଯା କରିବାକୁ ଦେଲେ। ସେ ଆହୁରି ମଧ୍ଯ ଲୋକମାନଙ୍କୁ 3,000 ପଶୁପଲ ଦେଲେ। ଏହି ସମସ୍ତ ପଶୁ ରାଜା ଯୋଶିୟଙ୍କ ନିଜସ୍ବ ପଶୁପଲର ଥିଲା।

ଏଜ୍ରା 2:68

ସହେି ଦଳଟି ଆସି ୟିରୁଶାଲମର ସଦାପ୍ରଭୁଙ୍କର ମନ୍ଦିର ରେ ଉପସ୍ଥିତ ହେଲେ। ସଦାପ୍ରଭୁଙ୍କର ସହେି ମନ୍ଦିର ସ୍ବସ୍ଥାନ ରେ ସ୍ଥାପନ କରିବା ପାଇଁ ସ୍ବେଚ୍ଛାପୂର୍ବକ ଦାନ କଲେ।

ନିହିମିୟା 7:70

ପରିବାରର ପ୍ରଧାନମାନଙ୍କ ମଧ୍ଯରୁ କହେି କହେି ସହେି କର୍ମ ନିମନ୍ତେ ଦାନ କଲେ। ଶାସନକର୍ତ୍ତା 1,000 ସ୍ବର୍ଣ୍ଣମୁଦ୍ରା, ପଗ୍ଭଶ କୁଣ୍ତ, 530 ଯାଜକିଯ ବସ୍ତ୍ର ଦଲୋ।

ମାର୍କଲିଖିତ ସୁସମାଚାର 14:8

ଏ ସ୍ତ୍ରୀ ଲୋକଟିର ମାେ ପାଇଁ ଯାହା କରି ପାରିବାର ଶକ୍ତି ଥିଲା, ସେ ସତକେ କରିଛି। ସମାଧି ନିମନ୍ତେ ମାେ ଦହକେୁ ପ୍ରସ୍ତୁତ କରିବା ପାଇଁ ସେ ମାେ ଦହେ ରେ ମାରେ ମୃତ୍ଯୁ ପୂର୍ବରୁ ଅତର ଢାଳିଛି।

ଲୂକଲିଖିତ ସୁସମାଚାର 8:43

ସଠାେରେ ଜଣେ ସ୍ତ୍ରୀ ଲୋକ ମଧ୍ଯ ଥିଲା। ତା'ର ବାର ବର୍ଷ ହେଲା ରକ୍ତସ୍ରାବ ହେଉଥିଲା। ସେ ତାର ସମସ୍ତ ଅର୍ଥ ଔଷଧ ରେ ଖର୍ଚ୍ଚ କରି ସାରିଥିଲା। କିନ୍ତୁ କୌଣସି ଡାକ୍ତର ତାକୁ ଭଲ କରିଦବୋ ପାଇଁ ସମର୍ଥ ହାଇେ ନଥିଲେ।

ଲୂକଲିଖିତ ସୁସମାଚାର 15:12

ଦିନେ ସାନ ପୁଅ ତା' ବାପାଙ୍କୁ କହିଲା, 'ବାପା, ତୁମ୍ଭେ ମତେ ତୁମ୍ଭର ସବୁ ସମ୍ପତ୍ତିରୁ ମାେ ଭାଗତକ ଦଇଦେିଅ।' ତେଣୁ ତା' ବାପା ତାହାଙ୍କର ସବୁ ସମ୍ପତ୍ତିକୁ ଦୁଇ ପୁଅଙ୍କ ମଧିଅରେ ବାଣ୍ଟି ଦେଲେ।

ଲୂକଲିଖିତ ସୁସମାଚାର 15:30

କିନ୍ତୁ ତୁମ୍ଭର ଏହି ପୁଅଟି ତୁମ୍ଭର ସବୁତକ ସମ୍ପତ୍ତି ବେଶ୍ଯାମାନଙ୍କ ପାଇଁ ନଷ୍ଟ କରି ଦଇେଛି। ତା' ପରେ ସେ ଘରକୁ ଫରେି ଆସିଲା। ଆଉ ତା' ପାଇଁ ତୁମ୍ଭେ ମାଟୋ ବାଛୁରୀଟିକୁ ମାରିଲ!'

ଲୂକଲିଖିତ ସୁସମାଚାର 21:2

ଯୀଶୁ ଗୋଟିଏ ଗରିବ ବିଧବାକୁ ଦେଖିଲେ। ସହେି ବିଧବା ଲୋକଟି ଦାନବାକ୍ସ ରେ ଦୁଇଟି ତମ୍ବା ପଇସା ପକାଇଲା।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 8:2

ସହେି ବିଶ୍ବାସୀମାନେ ମହାକ୍ଲେଶ ଦୁଃଖ ଦ୍ବାରା ପରୀକ୍ଷିତ ହେଲେ। ଏବଂ ସମାନେେ ଅତି ଗରୀବ। କିନ୍ତୁ ସମାନଙ୍କେ ମହାନନ୍ଦ ହତେୁ ସମାନେେ ପ୍ରଚୁର ଉଦାରତାର ଦାନ ଦଇେଥିଲେ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 4:10

ତୁମ୍ଭମାନେେ ମାେ ବିଷୟ ରେ ଚିନ୍ତିତ ହାଇେଥିବାରୁ ମୁଁ ପ୍ରଭୁଙ୍କଠା ରେ ଆନନ୍ଦିତ। ତୁମ୍ଭମାନେେ ମାେ ବିଷୟ ରେ ଚିନ୍ତା କରୁଥିଲ, କିନ୍ତୁ ତାହା ଦଖାଇବୋ ପାଇଁ ସୁଯୋଗ ପାଇ ନ ଥିଲ।

ଯୋହନଙ୍କ ପ୍ରଥମ ପତ୍ର 3:17

ଯେଉଁ ବିଶ୍ବାସୀ ଜଗତର ସମସ୍ତ ଧନ ରେ ଧନୀ, କିନ୍ତୁ ନିଜ ଭାଇକୁ ଅଭାବ ଅବସ୍ଥା ରେ ଦେଖି ମଧ୍ଯ ତାହାକୁ ସାହାୟ୍ଯ କରେ ନାହିଁ, ତା' ହୃଦୟ ରେ ପରମେଶ୍ବରଙ୍କର ପ୍ ରମେ ନାହିଁ।

Interlinear

Choose Theme