Home Bibles ଲୂକଲିଖିତ ସୁସମାଚାର 8:43 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 8:43 · ଓଡ଼ିଆ ବାଇବେଲ

ସଠାେରେ ଜଣେ ସ୍ତ୍ରୀ ଲୋକ ମଧ୍ଯ ଥିଲା। ତା'ର ବାର ବର୍ଷ ହେଲା ରକ୍ତସ୍ରାବ ହେଉଥିଲା। ସେ ତାର ସମସ୍ତ ଅର୍ଥ ଔଷଧ ରେ ଖର୍ଚ୍ଚ କରି ସାରିଥିଲା। କିନ୍ତୁ କୌଣସି ଡାକ୍ତର ତାକୁ ଭଲ କରିଦବୋ ପାଇଁ ସମର୍ଥ ହାଇେ ନଥିଲେ।

Cross references

ଲେବୀୟ ପୁସ୍ତକ 15:25

ଆଉ ସ୍ତ୍ରୀର ମାସିକ ଧର୍ମ ସମୟ ଛଡା ଯଦି କୌଣସି ସ୍ତ୍ରୀ ବହୁଦିନ ପର୍ୟ୍ଯନ୍ତ ରକ୍ତସ୍ରାବ ହୁଏ, କିମ୍ବା ସାତ ଦିନ ଅତିବାହିତ ହେଲାପରେ ଯଦି କ୍ତ ସ୍ରାବ ହୁଏ, ତବେେ ରକ୍ତସ୍ରାବ ହେଉଥିବ ପର୍ୟ୍ଯନ୍ତ ସେ ସ୍ତ୍ରୀର ମାସିକ ଧର୍ମ ସମୟ ପରି ଅଶୁଚି ରହିବ।

ଦିତୀୟ ବଂଶାବଳୀ 16:12

ଆସାଙ୍କ ରାଜତ୍ବର ଅଣଚାଳିଶତମ ବର୍ଷ ରେ ତାଙ୍କର ପାଦଦ୍ବଯ ରୋଗଗ୍ରସ୍ତ ହାଇେ ପଡ଼ିଲା। ତାଙ୍କର ରୋଗ ଅତ୍ଯନ୍ତ ଭୟଙ୍କର ହାଇେ ପଡ଼ିଲା, କିନ୍ତୁ ସେ ସଦାପ୍ରଭୁଙ୍କଠାରୁ ସାହାୟ୍ଯ ଲୋଡ଼ିଲେ ନାହିଁ। ଆସା ଡ଼ାକ୍ତରମାନଙ୍କର ସାହାୟ୍ଯ ଲୋଡ଼ିଲେ।

ଆୟୁବ ପୁସ୍ତକ 13:4

କିନ୍ତୁ ତୁମ୍ଭମାନେେ ଏକ କୁହୁକ ବିଦ୍ଯାକାରୀ ଏବଂ ମୂଲ୍ଯହୀନ ବୈଦ୍ଯ ଅଟ।

ଗୀତସଂହିତା 108:12

ହେ ପରମେଶ୍ବର, ଆମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରିବାରେ ଆମ୍ଭକୁ ସାହାୟ୍ଯ କର। ଲୋକମାନେ ଆମ୍ଭକୁ ସାହାୟ୍ଯ କରିପାରିବେ ନାହିଁ।

ଯିଶାଇୟ 2:22

ତୁମ୍ଭମାନେେ ପ୍ରାଣବାଯୁଧାରୀ ମନୁଷ୍ଯ ଉପ ରେ ବିଶ୍ବାସ ରଖିବ ନାହିଁ। ମନୁଷ୍ଯମାତ୍ ରେ ମୃତ୍ଯୁ ସୁନିଶ୍ଚିତ। ଏମାନେ ଯେ ଈଶ୍ବରଙ୍କ ପରି ବଳବାନ୍ ଏହା ତୁମ୍ଭମାନେେ ଚିନ୍ତା କରିବା ଉଚିତ୍ ନୁହେଁ।

ଯିଶାଇୟ 55:1

ହେ ତୃଷାର୍ତ୍ତଗଣ, ତୁମ୍ଭମାନେେ ଜଳ ନିକଟକୁ ଆସ, ପୁଣି ଅର୍ଥଶୂନ୍ଯ ବ୍ଯକ୍ତି ମଧ୍ଯ ଆସୁ। ତୁମ୍ଭମାନେେ ଆସ, କିଣ ଓ ଭୋଜନ କର। ହଁ, ଆସ, ଅର୍ଥ ଓ ବିନା ମୂଲ୍ଯ ରେ ଦ୍ରାକ୍ଷାରସ ଓ ଦୁଗ୍ଧ କିଣ।

ମାଥିଉଲିଖିତ ସୁସମାଚାର 9:20

ସଠାେରେ ଜଣେ ସ୍ତ୍ରୀ ଲୋକ ଥିଲା। ତାର ବାରବର୍ଷ ଧରି ରକ୍ତସ୍ରାବ ହେଉଥିଲା। ସେ ସ୍ତ୍ରୀ ଲୋକଟି ଯୀଶୁଙ୍କ ପଛ ପଟକୁ ଆସି ତାହାଙ୍କ ପିନ୍ଧା ବସ୍ତ୍ରର ଧାରକୁ ଛୁଇଁ ଦଲୋ।

ମାର୍କଲିଖିତ ସୁସମାଚାର 5:25

ସଠାେରେ ଲୋକଙ୍କ ଭିତ ରେ ଜଣେ ସ୍ତ୍ରୀ ଲୋକ ଥିଲା। ବିଗତ ବାରବର୍ଷ ଧରି ତା'ର ରକ୍ତସ୍ରାବ ହେଉଥିଲା।

ମାର୍କଲିଖିତ ସୁସମାଚାର 9:18

ଦୁଷ୍ଟାତ୍ମା ପୁଅକୁ ଆକ୍ରମଣ କରୁଛି। ସେ ଆକ୍ରମଣ କଲା ବେଳେ ପୁଅକୁ ତଳେ କଚାଡି ଦେଉଛି। ପୁଅ ମୁଁହଁରୁ ଫଣେ ବାହାରୁଛି ଓ ସେ ଦାନ୍ତ କଡମଡ କରୁଛି ଓ ଶୁଖିଯାଉଛି, ମୁଁ ଆପଣଙ୍କ ଶିଷ୍ଯମାନଙ୍କୁ ସହେି ଦୁଷ୍ଟାତ୍ମା କୁ ବାହାର କରି ଦବୋକୁ ଅନୁରୋଧ କଲି, କିନ୍ତୁ ସମାନେେ ତାକୁ ବାହାର କରି ପାରିଲେ ନାହିଁ।

ମାର୍କଲିଖିତ ସୁସମାଚାର 9:21

ଯୀଶୁ ପିଲାର ବାପାକୁ ପଚାରିଲେ, କେତେ ଦିନ ହେଲା ପିଲାର ଏମିତି ହେଉଛି?

ଲୂକଲିଖିତ ସୁସମାଚାର 8:27

ଯୀଶୁ ଡଙ୍ଗାରୁ ବାହାରକୁ ବାହାରିବା ସମୟରେ ଜଣେ ଲୋକ ନଗରରୁ ଯୀଶୁଙ୍କ ପାଖକୁ ଆସିଲା। ଏହି ଲୋକଟି ଦହେ ରେ ଭୂତଟିଏ ପ୍ରବେଶ କରିଥିଲା। ଅନକେ ଦିନ ଧରି ସେ ଲୁଗା ପିନ୍ଧୁ ନଥିଲା କି ଘ ରେ ମଧ୍ଯ ରହୁନଥିଲା। ସେ କବର ସ୍ଥାନ ରେ ରହୁଥିଲା।

ଲୂକଲିଖିତ ସୁସମାଚାର 13:11

ସଠାେରେ ଏପରି ଗୋଟିଏ ସ୍ତ୍ରୀ ଲୋକ ଥିଲା, ଯାହା ଦହେ ରେ ଗୋଟିଏ ଭୂତ ପ୍ରବେଶ କିର ରହିଥିଲା। ଭୂତ ସ୍ତ୍ରୀ ଲୋକଟିକୁ ଅଠର ବର୍ଷ ଧରି ପଙ୍ଗୁ କରି ପକାଇଥିଲା। ସେ କୁଜ୍ଜା ହାଇେ ନଇଁ ଯାଉଥିଲା। ସେ ଜମା ସିଧା ଠିଆ ହାଇେ ପାରୁନଥିଲା।

ଲୂକଲିଖିତ ସୁସମାଚାର 13:16

ଏହି ଯେଉଁ ସ୍ତ୍ରୀ ଲୋକଟିକୁ ମୁଁ ସୁସ୍ଥ କରିଦଲେି ସେ ଆମ୍ଭର ଜଣେ ଯିହୂଦୀ ଭଉଣୀ ଶୟତାନ ତାକୁ ଅଠର ବର୍ଷ ହେଲା ବାନ୍ଧି ରଖିଥିଲା, ବିଶ୍ରାମବାର ରେ ସେଥିରୁ ସେ ମୁକ୍ତ ହବୋ କ'ଣ ଉଚିତ ନୁହେଁ?

ଯୋହନଲିଖିତ ସୁସମାଚାର 5:5

ସଠାେରେ ଜଣେ ଲୋକ ପଡିରହି ଥିଲା, ସେ ବିଗତ 38 ବର୍ଷଧରି ଲୋଗଗ୍ରସ୍ତ ଥିଲା।

ଯୋହନଲିଖିତ ସୁସମାଚାର 9:1

ଯୀଶୁ ଯାଉଥିବା ବେଳେ ଜଣେ ଅନ୍ଧକୁ ଦେଖିଲେ। ସେ ଲୋକଟି ଜନ୍ମରୁ ଅନ୍ଧ ଥିଲା।

ଯୋହନଲିଖିତ ସୁସମାଚାର 9:21

କିନ୍ତୁ ଆମ୍ଭେ ଜାଣିନୁ, ସେ ଏବେ କିପରି ଦେଖି ପାରୁଛି? ତାକୁ କିଏ ତାର ଦୃଷ୍ଟିଶକ୍ତି ଦଲୋ। ତାହା ଆମ୍ଭେ ଜାଣିନାହୁଁ। ତାକୁ ପଚାର। ନିଜ କଥା ନିଜେ କହିବା ପାଇଁ ତାର ବୟସ ହେଲାଣି।

ରେରିତମାନଙ୍କ କାର୍ଯ୍ୟର ବିବରଣ 3:2

ସମାନେେ ଉପାସନା ମନ୍ଦିର ପରିସର ମଧିଅରେ ଯାଉଥିବା ସମୟରେ ଜଣେ ଲୋକ ସଠାେରେ ଥିଲା। ସେ ଜନ୍ମରୁ ପଙ୍ଗୁ ହାଇେଥିବାରୁ ଚାଲିପାରୁ ନଥିଲେ। ସମାନେେ ତାହାକୁ ସବୁଦିନ ମନ୍ଦିରରୁ 'ସୁନ୍ଦର ଫାଟକ' ପାଖ ରେ ବ ସଇେ ଦେଉଥିଲେ। ସେ ମନ୍ଦିରକୁ ଯାଉଥିବା ଲୋକମାନଙ୍କଠାରୁ ପଇସା ମାଗୁଥିଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 4:22

ଏହି ଅସାଧାରଣ କାର୍ୟ୍ଯ ପରମେଶ୍ବରଙ୍କର ଗୋଟିଏ ପ୍ରମାଣ ଥିଲା। ସୁସ୍ଥ ହାଇେଥିବା ଲୋକଟିର ବୟସ ଚ଼ଳିଶ ବର୍ଷରୁ ଅଧିକ ଥିଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 14:8

ଲୁସ୍ତ୍ରା ରେ ଗୋଟିଏ େଛାଟା ଥିଲା। ସେ ଲୋକଟି ଜନ୍ମରୁ େଛାଟା ଥିଲା। ସେ କବେେ ଚାଲି ପାରୁନଥିଲା।

Interlinear

Choose Theme