Home Bibles ମାର୍କଲିଖିତ ସୁସମାଚାର 10:36 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 10:36 · ଓଡ଼ିଆ ବାଇବେଲ

ଯୀଶୁ ପଚାରିଲେ, ତୁମ୍ଭମାନେେ ମାେ ଦ୍ବାରା ତୁମ୍ଭ ପାଇଁ କ'ଣ ପାଇବାକୁ ଚାହୁଁଛ?

Cross references

ପ୍ରଥମ ରାଜାବଳୀ 3:5

ଶଲୋମନ ଗିବିଯୋନ ରେ ଥିଲା ବେଳେ, ସଦାପ୍ରଭୁ ରାତ୍ରି ରେ ସ୍ବପ୍ନ ରେ ତାଙ୍କୁ ଦର୍ଶନ ଦେଲେ। ପରମେଶ୍ବର ସ୍ବପ୍ନ ରେ କହିଲେ, ତୁମ୍ଭେ ଯାହା ଇଚ୍ଛା କରୁଛ ମାଗ, ଆମ୍ଭେ ତାହା ଦବୋ।

ମାର୍କଲିଖିତ ସୁସମାଚାର 10:51

ଯୀଶୁ ଅନ୍ଧ ଲୋକଟିକୁ ପଚାରିଲେ, ମୁଁ ତୁମ୍ଭ ପାଇଁ କ'ଣ କରିବି ବୋଲି ତୁମ୍ଭେ ଚାହୁଁଛ? ଅନ୍ଧଟି ଉତ୍ତର ଦଲୋ, ଗୁରୁ, ମୁଁ ଦେଖିବାକୁ ଚାହୁଁଛି।

ଯୋହନଲିଖିତ ସୁସମାଚାର 15:7

ମାଠାେ ରେ ରୁହ ଓ ମାରେଉପଦେଶ ପାଳନ କର। ଯଦି ତୁମ୍ଭେ ଏହା କର, ତବେେ ଯାହା ଇଚ୍ଛା କର ତାହା ମାଗ ଆଉ ତାହା ତୁମ୍ଭକୁ ଦିଆୟିବ।

Interlinear

Choose Theme