Home Bibles ମାର୍କଲିଖିତ ସୁସମାଚାର 10:37 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 10:37 · ଓଡ଼ିଆ ବାଇବେଲ

ସମାନେେ କହିଲେ, ଆପଣଙ୍କ ରାଜ୍ଯ ରେ ଆପଣ ମହିମା ପ୍ରାପ୍ତ ହବୋ ବେଳେ ଆମ୍ଭ ଭିତରୁ ଜଣେ ତୁମ୍ଭର ଡାହାଣ ପଟେ ଓ ଆଉ ଜଣେ ବାମ ପଟେ ବସିବା ପାଇଁ ଆମ୍ଭକୁ ଅଧିକାର ପ୍ରଦାନ କରନ୍ତୁ।

Cross references

ପ୍ରଥମ ରାଜାବଳୀ 22:19

ପୁଣି ମୀଖାଯ କହିଲେ, ତୁମ୍ଭେ ସଦାପ୍ରଭୁଙ୍କ ବାକ୍ଯ ଶୁଣ, ମୁଁ ଦେଖିଲି ସଦାପ୍ରଭୁ ତାଙ୍କ ସିଂହାସନ ରେ ଉପବିଷ୍ଟ ଓ ତାଙ୍କର ଦକ୍ଷିଣ ଓ ବାମ ହସ୍ତ ରେ ତାହାଙ୍କ ନିକଟରେ ସ୍ବର୍ଗୀଯ ଦୂତମାନେ ଉଭା ହାଇେଛନ୍ତି।

ଗୀତସଂହିତା 45:9

ତୁମ୍ଭ ବିବାହରେ ୟୋଗ ଦଇେଥିବା ସ୍ତ୍ରୀ ଲୋକମାନେ ରାଜକୁମାରୀ ଅଟନ୍ତି। ରାଜକୁମାରୀମାନେ ତୁମ୍ଭର ବଧୂ, ତୁମ୍ଭର ଦକ୍ଷିଣ ପାଶର୍‌ବରେ ଶୁଦ୍ଧ ସୁବର୍ଣ୍ଣ ମୁକୁଟ ଓ ପୋଷାକ ପିନ୍ଧି ଛିଡ଼ା ହାଇେଛନ୍ତି।

ଗୀତସଂହିତା 110:1

ସଦାପ୍ରଭୁ ମାରେ ପ୍ରଭୁଙ୍କୁ କହିଲେ, ମାେ ସହିତ ମାରେ ଦକ୍ଷିଣ ପାଖରେ ବସ। ଆମ୍ଭେ ତୁମ୍ଭ ଶତ୍ରୁଗଣଙ୍କୁ ତୁମ୍ଭର ପାଦପୀଠ କରିବା ପର୍ୟ୍ଯନ୍ତ।

ମାଥିଉଲିଖିତ ସୁସମାଚାର 19:28

ଯୀଶୁ ଶିଷ୍ଯମାନଙ୍କୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି। ନୂତନ ଜଗତ ସୃଷ୍ଟି ହେଲେ ମନୁଷ୍ଯ ପୁତ୍ର ତାହାଙ୍କର ମହାନ ସିଂହାସନ ପାଖ ରେ ବସିବ ଓ ତୁମ୍ଭମାନେେ ମଧ୍ଯ ଯେଉଁମାନେ ମାେତେ ଅନୁସରଣ କରୁଛ, ସିଂହାସନ ପାଖ ରେ ବସିବ। ତୁମ୍ଭମାନେେ ବାରଟି ସିଂହାସନ ଉପରେ ବସିବ ଏବଂ ଇଶ୍ରାୟେଲର ବାରଟି ବଂଶର ଲୋକମାନଙ୍କର ବିଚ଼ାର କରିବ।

ମାଥିଉଲିଖିତ ସୁସମାଚାର 25:31

ମନୁଷ୍ଯପୁତ୍ର ପୁଣି ଥରେ ଆସିବେ। ସେ ତାହାଙ୍କର ମହିମା ସହିତ ଆସିବେ। ତାହାଙ୍କ ସହିତ ସମସ୍ତ ସ୍ବର୍ଗଦୂତ ମାନେ ଆସିବେ। ସେ ରାଜା ହବେେ ଏବଂ ତାହାଙ୍କର ମହାନ ସିଂହାସନ ଉପରେ ବସିବେ।

ମାର୍କଲିଖିତ ସୁସମାଚାର 8:38

ଏହି ୟୁଗର ଲୋକେ ବର୍ତ୍ତମାନ ପାପ ଓ ବ୍ଯଭିଗ୍ଭରର ଖରାପ ସମୟରେ ବାସ କରୁଛନ୍ତି। ଯଦି କହେି ଲୋକ ମାେ ନାମ ଓ ମାେ ଉପଦେଶ ୟୋଗୁ ଲଜ୍ଜା ବୋଧ କରେ ତବେେ ମନୁଷ୍ଯ ପୁତ୍ର ଯେତବେେଳେ ସ୍ବର୍ଗ ଦୂତମାନଙ୍କ ସହିତ ନିଜ ପରମ-ପିତାଙ୍କ ମହିମା ସହିତ ଆସିବେ, ସେତବେେଳେ ସେ ମଧ୍ଯ ସହେି ଲୋକ ୟୋଗୁ ଲଜ୍ଜା ବୋଧ କରିବେ।

ମାର୍କଲିଖିତ ସୁସମାଚାର 16:19

ପ୍ରଭୁ ଯୀଶୁ ଏହିସବୁ କଥା ପ୍ ରରେିତମାନଙ୍କୁ କହିସାରିବା ପରେ ତାହାଙ୍କୁ ସ୍ବର୍ଗକୁ ନିଆଗଲା। ସେ ପରମେଶ୍ବରଙ୍କ ଡାହାଣ ପଟେ ବସିଲେ।

ଲୂକଲିଖିତ ସୁସମାଚାର 24:26

ଭବିଷ୍ଯଦ୍ବକ୍ତାମାନେ କହିଥିଲେ ଯେ, ଯୀଶୁ ତାହାଙ୍କ ମହିମା ରେ ପ୍ରବେଶ କରିବା ପୂର୍ବରୁ ଏଭଳି ଯାତନା ଭୋଗ କରିବେ।

ପିତରଙ୍କ ପ୍ରଥମ ପତ୍ 1:11

ଖ୍ରୀଷ୍ଟଙ୍କ ଆତ୍ମା ସହେି ଭବିଷୃଦ୍ ବକ୍ତାମାନଙ୍କ ଅନ୍ତର ରେ ଥିଲା। ଖ୍ରୀଷ୍ଟଙ୍କୁ କିପରି କଷ୍ଟ ଭୋଗିବାକୁ ହବେ ଓ ତା'ପରେ କିପରି ମହିମା ପ୍ରକାଶିତ ହବେ, ସହେି ବିଷୟ ରେ 'ଆତ୍ମା' କଥା କହୁଥିଲେ। ସହେି ଆତ୍ମା ଯାହା ଦଖାେଉଥିଲେ, ସହେି ଭବିଷ୍ଯଦ୍ ବକ୍ତାମାନେ ତାହା ଶିଖିବାକୁ ଚେଷ୍ଟା କଲେ। ସମାନେେ ଜାଣିବାକୁ ଚେଷ୍ଟା କଲେ ଯେ କେତବେେଳେ ଏହିସବୁ ଘଟଣାମାନ ଘଟିବ ଏବଂ ସେତବେେଳେ ଜଗତର ଅବସ୍ଥା କିପରି ହାଇେଥିବ।

Interlinear

Choose Theme