Home Bibles ମାର୍କଲିଖିତ ସୁସମାଚାର 10:35 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 10:35 · ଓଡ଼ିଆ ବାଇବେଲ

ଜବଦେିଙ୍କ ପୁତ୍ର ଯାକୁବ ଓ ଯୋହନ ଯୀଶୁଙ୍କ ପାଖକୁ ଆସି କହିଲେ, ହେ ଗୁରୁ, ତୁମ୍ଭେ ଆମ୍ଭ ପାଇଁ କିଛି କର ବୋଲି ଆମ୍ଭେ ଚାହୁଁଛୁ।

Cross references

ଦିତୀୟ ଶାମୁୟେଲ 14:4

ତହକ୍ସ୍ଟଁ ତକୋଯର ସହେି ସ୍ତ୍ରୀ ଜଣକ ରାଜାଙ୍କକ୍ସ୍ଟ କଥା କହିବା ବେଳେ ଭୂମିରେ ମକ୍ସ୍ଟଣ୍ତମାଡି ପ୍ରମାଣ କରି କହିଲା, ମହାରାଜ, ରକ୍ଷା କରନ୍ତକ୍ସ୍ଟ।

ପ୍ରଥମ ରାଜାବଳୀ 2:16

ଏଣୁ ବର୍ତ୍ତମାନ ମୁଁ ତୁମ୍ଭକୁ ଗୋଟିଏ ନିବଦନେ କରୁଅଛି। ମାେତେ ନାସ୍ତି କରିବ ନାହିଁ।

ପ୍ରଥମ ରାଜାବଳୀ 2:20

ବତ୍ଶବୋ କହିଲେ, ତୁମ୍ଭ ନିକଟରେ ମାରେ ଏକ େଛାଟ ନିବଦନେ ଅଛି, ମାେତେ ନାସ୍ତି କରିବ ନାହିଁ।

ମାଥିଉଲିଖିତ ସୁସମାଚାର 20:20

ତା'ପରେ ଜବଦେୀଙ୍କ ସ୍ତ୍ରୀ ଯୀଶୁଙ୍କ ନିକଟକୁ ଆସିଲେ। ତାହାଙ୍କର ପୁଅମାନେ ତାହାଙ୍କ ସହିତ ଥିଲେ। ସମାନଙ୍କେର ମାଆ ଯୀଶୁଙ୍କୁ ପ୍ରଣାମ କଲେ। ସେ ସମାନଙ୍କେ ପାଇଁ ଯୀଶୁଙ୍କୁ କିଛି ଅନୁରୋଧ କଲେ।

ମାର୍କଲିଖିତ ସୁସମାଚାର 1:19

ଯୀଶୁ ଗାଲିଲୀ ହ୍ରଦ କୂଳ ରେ ଚାଲିବାକୁ ଲାଗିଲେ। କିଛି ବାଟ ଗଲା ପରେ, ଜବଦେୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କୁ ଦେଖିଲେ। ସେ ଦୁଇ ଭାଇ ନେ ୗକା ରେ ବସି ମାଛ ଧରିବା ପାଇଁ ଜାଲ ସଜାଡୁଥିଲେ।

ମାର୍କଲିଖିତ ସୁସମାଚାର 5:37

ତା'ପରେ ସେ ସମସ୍ତଙ୍କୁ ଛାଡି କବଳେ ପିତର, ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କୁ ସାଙ୍ଗ ରେ ନେଲେ।

ମାର୍କଲିଖିତ ସୁସମାଚାର 9:2

ଛଅ ଦିନ ପରେ, ଯୀଶୁ ପିତର, ଯାକୁବ ଓ ଯୋହନଙ୍କୁ ନିଜ ସାଙ୍ଗ ରେ ନଇେ ଗୋଟିଏ ଉଚ୍ଚ ପର୍ବତ ଉପରକୁ ଗଲେ। ସଠାେରେ କବଳେ ସହେିମାନେ ଥିଲେ। ସଠାେରେ ଶିଷ୍ଯମାନେ ଯୀଶୁଙ୍କୁ ଦେଖୁଥିବା ସମୟରେ ଯୀଶୁଙ୍କ ସ୍ବରୂପ ପରିବର୍ତ୍ତନ ହାଇେ ଗଲା।

ମାର୍କଲିଖିତ ସୁସମାଚାର 14:33

ସେ ପିତର, ଯାକୁବ ଓ ଯୋହନଙ୍କୁ ତାହାଙ୍କ ସହିତ ଆସିବାକୁ କହିଲେ। ତା'ପରେ ଯୀଶୁ ଅତ୍ଯଧିକ ବିଚଳିତ ଓ ଦୁଃଖ ରେ ପୂର୍ଣ୍ଣ ହବୋକୁ ଲାଗିଲେ,

Interlinear

Choose Theme