Home Bibles ଦିତୀୟ ଶାମୁୟେଲ 14:4 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 14:4 · ଓଡ଼ିଆ ବାଇବେଲ

ତହକ୍ସ୍ଟଁ ତକୋଯର ସହେି ସ୍ତ୍ରୀ ଜଣକ ରାଜାଙ୍କକ୍ସ୍ଟ କଥା କହିବା ବେଳେ ଭୂମିରେ ମକ୍ସ୍ଟଣ୍ତମାଡି ପ୍ରମାଣ କରି କହିଲା, ମହାରାଜ, ରକ୍ଷା କରନ୍ତକ୍ସ୍ଟ।

Cross references

ପ୍ରଥମ ଶାମୁୟେଲ 20:41

ଯେତବେେଳେ ବାଳକଟି ପଳାଇଗଲା, ଦାଉଦ ଲକ୍ସ୍ଟଚିଥିବା ସ୍ଥାନରକ୍ସ୍ଟ ପର୍ବତର ଅପରପାଶର୍‌ବକକ୍ସ୍ଟ ପଳାଇଲା। ଦାଉଦ ମକ୍ସ୍ଟଣ୍ତ ନକ୍ସ୍ଟଆଇଁ ଯୋନାଥନକକ୍ସ୍ଟ ତିନିଥର ପ୍ରମାଣ କଲା। ଦାଉଦ ଓ ଯୋନାଥନ ପରସ୍ପରକକ୍ସ୍ଟ ଚକ୍ସ୍ଟମ୍ବନ କଲେ। ସମାନେେ ଉଭୟ ମଧ୍ଯ କାନ୍ଦିଲେ। କିନ୍ତୁ ଦାଉଦ ଯୋନାଥନଙ୍କଠାରକ୍ସ୍ଟ ଅଧିକ କାନ୍ଦିଲେ।

ପ୍ରଥମ ଶାମୁୟେଲ 25:23

ଠିକ୍ ସହେି ସମୟରେ ଅବୀଗଲ୍ ପହଞ୍ଚିଗଲା, ଯେତବେେଳେ ଅବୀଗଲ ଦାଉଦଙ୍କକ୍ସ୍ଟ ଦେଖିଲା, ସେ ସଙ୍ଗେ ସଙ୍ଗେ ଗଧ ପିଠିରକ୍ସ୍ଟ ଓହ୍ଲାଇ ପଡି ନତମସ୍ତକ ହାଇେ ଦାଉଦ ସମ୍ମକ୍ସ୍ଟଖ ରେ ସମ୍ମାନ ଜଣାଇଲା।

ଦିତୀୟ ଶାମୁୟେଲ 1:2

ତା'ପରେ ତୃତୀୟ ଦିନ ଶାଉଲଙ୍କର ଛାଉଣୀରକ୍ସ୍ଟ ଜଣେ ସୈନ୍ଯ ସିକ୍ଲଗ୍କକ୍ସ୍ଟ ଆସିଲା। ସେ ଲୋକଟି ଅତ୍ଯନ୍ତ ଦକ୍ସ୍ଟଃଖିତ ଥିଲା। ତା'ର ବସ୍ତ୍ର ଚିରି ୟାଇଥିଲା ଏବଂ ତା' ମକ୍ସ୍ଟଣ୍ତ ରେ ମାଟି ବୋଳି ହାଇେଥିଲା। ଉକ୍ତ ଲୋକ ଜଣକ ଦାଉଦଙ୍କ ପାଖକକ୍ସ୍ଟ ଆସି ଭୂମିଷ୍ଠ ପ୍ରଣାମ କଲା।

ଦିତୀୟ ଶାମୁୟେଲ 14:22

ଯୋୟାବ ମକ୍ସ୍ଟଣ୍ତ ନୂଆଁଇ ରାଜାଙ୍କକ୍ସ୍ଟ ପ୍ରଣାମ କଲା ଓ ରାଜାଙ୍କ ନାମ ରେ ଜଯଗାନ କଲା। ସେ କହିଲା, ହେ ରାଜା! ମୁ ଜାଣେ ଯେ, ଆଜି ଆରଣଙ୍କ ଦୃଷ୍ଟି ରେ ମୁ ଅନକ୍ସ୍ଟଗ୍ରହ ପାଇଛି। ଏହା ଆଜି ମୁ ଜାଣେ କାରଣ ଆପଣଙ୍କର ଦାସର କଥାନକ୍ସ୍ଟସା ରେ କାର୍ୟ୍ଯ କଲେ।

ଦିତୀୟ ରାଜାବଳୀ 6:26

ଥରେ ଇଶ୍ରାୟେଲର ରାଜା ନଗରର ଚତୁପାଶର୍‌ବ ପ୍ରାଚୀର ଉପରେ ଗ୍ଭଲିଲା ବେଳେ ଜଣେ ସ୍ତ୍ରୀଲୋକ ଚିତ୍କାର କରି କହିଲା, ହେ ମାରେ ପ୍ରଭୁ, ମହାରାଜ! ବିନଯ କରୁଛି ମାେତେ ସାହାୟ୍ଯ କରନ୍ତୁ।

ଆୟୁବ ପୁସ୍ତକ 29:12

କାହିଁକି ? କାରଣ ଯେତବେେଳେ କୌଣସି ଗରିବ ଲୋକଟିଏ ସାହାୟ୍ଯ ପାଇଁ ଡ଼ାକୁଥିଲା ମୁଁ ତାକୁ ସାହାୟ୍ଯ କରୁଥିଲି। ମୁଁ ମଧ୍ଯ ସହେି ପିଲାମାନଙ୍କୁ ସାହାୟ୍ଯ କରୁଥିଲି। ଯାହାଙ୍କର ପିତାମାତା ନ ଥିଲେ ଏବଂ ସମାନଙ୍କେର ଯତ୍ନ ନବୋକୁ କହେି ନ ଥିଲେ।

ଲୂକଲିଖିତ ସୁସମାଚାର 18:3

ସହେି ନଗର ରେ ଗୋଟିଏ ସ୍ତ୍ରୀଲୋକ ଥିଲା। ତା'ର ସ୍ବାମୀ ମରି ଯାଇଥିଲା। ସେ ସ୍ତ୍ରୀଲୋକଟି ଏହି ବିଗ୍ଭରପତିଙ୍କ ନିକଟକୁ ବହୁତ ଥର ଆସୁଥିଲା ସେ ବିଚାରପତିଙ୍କୁ କହୁଥିଲା, ' ଗୋଟିଏ ଲୋକ ମାେ ପ୍ରତି ଅନ୍ଯାୟ କରୁଛି। ତୁମ୍ଭେ ମାେତେ ମାେ ନ୍ଯାୟ ଅଧିକାର ଦିଅ।'

Interlinear

Choose Theme