Home Bibles ☰ Books କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 9:5 · ଓଡ଼ିଆ ବାଇବେଲ
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 9:5 · ଓଡ଼ିଆ ବାଇବେଲ

ଜଣେ ବିଶ୍ବାସିନୀ ପତ୍ନୀକୁ ଯାତ୍ରା ବେଳେ ସଙ୍ଗ ରେ ନଇେ ୟିବା ପାଇଁ କଣ ଆମ୍ଭର ଅଧିକାର ନାହିଁ? ? ଅନ୍ୟ ପ୍ ରରେିତମାନେ, ପ୍ରଭୁଙ୍କର ଭାଇମାନେ ଓ କଫୋତ ଏପରି କରୁଛନ୍ତି।

Cross references

ପରମଗୀତ 4:9

ହେ ମାରେ ଭଉଣୀ, ହେ ମାରେ କନ୍ଯା, ତୁମ୍ଭେ ମାରେ ହୃଦଯକୁ ତୁମ୍ଭର ଚକ୍ଷୁର ଗୋଟିଏ ଚାହାଣି ରେ ଏବଂ ଗୋଟିଏ ଅଳଙ୍କାର ହାର ରେ ଚୋରି କରିଅଛି।

ପରମଗୀତ 4:12

ମାରେ ଭଗିନୀ, ମାରେ ପ୍ରିୟେ, ଏକ ରୁଦ୍ଧ ଉଦ୍ୟାନ, ଏକ ରୁଦ୍ଧ ନିର୍ଝର, ଏକ ରୁଦ୍ଧ ଝରଣା।

ପରମଗୀତ 5:1

ହେ ମାରେ ଭଗିନୀ, ମାହେର ପ୍ରିୟେ, ମୁଁ ଆପଣା ଉଦ୍ୟାନକୁ ଆସିଅଛି। ମୁଁ ଆପଣା ଗନ୍ଧରସ ଓ ସୁଗନ୍ଧି ଦ୍ରବ୍ଯ ସଂଗ୍ରହ କରିଅଛି। ମୁଁ ମହୁ ଫଣୋରୁ ମାରେ ମହୁ ଭୋଜନ କରିଅଛି। ମୁଁ ଆପଣା ଦ୍ରାକ୍ଷାରସ ଓ ଦୁଗ୍ଧପାନ କରିଅଛି। ଆସ ପରସ୍ପର ସହିତ ଆମାଦେ କରିବା। ଆସ ପ୍ ରମେ ରେ ମତ୍ତ ହାଇଯେିବା।

ମାଥିଉଲିଖିତ ସୁସମାଚାର 8:14

ଯୀଶୁ ପିତରଙ୍କ ଘ ରେ ପହନ୍ଚିଲେ। ସେ ଦେଖିଲେ ଯେ ପିତରଙ୍କ ଶାଶୁ ଭୀଷଣ ଜ୍ବର ରେ ପୀଡିତ ହାଇେ ବିଛଣା ରେ ପଡିଛନ୍ତି।

ମାଥିଉଲିଖିତ ସୁସମାଚାର 12:46

ଯୀଶୁ ଯେତବେେଳେ ଏହି ସବୁ କଥା ସଠାେରେ ଜମା ରୋଇଥିବା ଲୋକମାନଙ୍କୁ କହୁଥିଲେ, ସେତବେେଳେ ତାହାଙ୍କ ମାଆ ଏବଂ ଭାଇ ଆସି ବାହା ରେ ଠିଆ ହେଲେ। ସମାନେେ ଯୀଶୁଙ୍କ ସାଙ୍ଗ ରେ କଥାବାର୍ତ୍ତା କରିବା ପାଇଁ ଗ୍ଭହୁଁଥିଲେ।

ମାଥିଉଲିଖିତ ସୁସମାଚାର 13:55

ଏ ତ ସହେି ବଢଇରେ ପୁଅ। ତାହାଙ୍କର ମାଆଙ୍କ ନାମ ତ ମରିୟମ, ଯାକୁବ, ଯୋଷଫେ, ଶିମାନେ ଓ ୟିହୂଦା ତ ଏହାର ଭାଇ।

ମାର୍କଲିଖିତ ସୁସମାଚାର 1:30

ଶିମାନଙ୍କେ ଶାଶୁ ଜ୍ବର ରେ ପୀଡିତ ହାଇେ ବିଛଣା ରେ ପଡି ଥିଲେ। ତେଣୁ ସଠାେରେ ଥିବା ଲୋକମାନେ ଯୀଶୁଙ୍କୁ ତାହାଙ୍କ ବିଷୟ ରେ କହିଲେ।

ମାର୍କଲିଖିତ ସୁସମାଚାର 6:3

ଏ କ'ଣ ସହେି ବଢଇେ ନୁହଁନ୍ତି? ଏ କ'ଣ ମରିୟମଙ୍କ ପୁଅ, ଆଉ ଯାକୁବ, ୟୋସି, ୟିହୂଦା ଓ ଶିମାନଙ୍କେ ଭାଇ ନୁହଁନ୍ତି? ତାହାଙ୍କର ଭଉଣୀମାନେ କ'ଣ ଏଠା ରେ ଆମ୍ଭ ସହିତ ନାହାଁନ୍ତି? ତେଣୁ ଯୀଶୁଙ୍କୁ ସ୍ବୀକାର କରିବା ରେ ଏହି ଲୋକମାନେ ବାଧା ପାଇଲେ।

ଲୂକଲିଖିତ ସୁସମାଚାର 6:15

ମାଥିଉ ଥୋମା, ଆଲଫିଙ୍କ ପୁତ୍ର ଯାକୁବ, ଶିମାନେ ଯାହାଙ୍କୁ ଉଦ୍ ଯୋଗୀ ବୋଲି କୁହନ୍ତି।

ଲୂକଲିଖିତ ସୁସମାଚାର 8:20

କହେି ଜଣେ ଯୀଶୁଙ୍କୁ କହିଲା, ତୁମ୍ଭର ମା ଓ ଭାଇମାନେ ବାହା ରେ ଠିଆ ହାଇେଛନ୍ତି। ସମାନେେ ତୁମ୍ଭକୁ ଦେଖିବାକୁ ଚାହୁଁଛନ୍ତି।

ଯୋହନଲିଖିତ ସୁସମାଚାର 1:42

ତା'ପରେ ଆନ୍ଦ୍ରିୟ ଶିମାନଙ୍କେୁ ଯୀଶୁଙ୍କ ପାଖକୁ ଆଣିଲେ। ଯୀଶୁ ତାହାଙ୍କୁ ଚାହିଁ କହିଲେ, ତୁମ୍ଭେ ଯୋହନଙ୍କ ପୁତ୍ର ଶିମାନେ। ତୁମ୍ଭକୁ କଫୋ ନାମ ରେ ଡକା ହବେ। (କଫୋ ଅର୍ଥାତ୍ ପିତର।)

ଯୋହନଲିଖିତ ସୁସମାଚାର 2:12

ତା'ପରେ ଯୀଶୁ କଫର୍ନାହୂମ ସହରକୁ ଗଲେ। ତାଙ୍କ ସହିତ ତାଙ୍କର ମାଆ, ତାଙ୍କର ଭାଇମାନେ ଓ ତାଙ୍କର ଶିଷ୍ଯମାନେ ଗଲେ। ସମାନେେ ସମସ୍ତେ କଫର୍ନାହୂମ ରେ କିଛି ଦିନ ରହିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 1:14

ପ୍ ରରେିତମାନେ ସମସ୍ତେ ଏକାଠି ଥିଲେ ଓ ଗୋଟିଏ ଉଦ୍ଦେଶ୍ଯ ରେ ଏକମନ ହାଇେ ନିରନ୍ତର ପ୍ରାର୍ଥନା କରୁଥିଲେ। ସମାନଙ୍କେ ସହିତ କେତେ ଜଣ ସ୍ତ୍ରୀଲୋକ, ଯୀଶୁଙ୍କ ମାତା ମରିୟମ ଓ ଯୀଶୁଙ୍କର ଭାଇମାନେ ମଧ୍ଯ ଥିଲେ।

Interlinear

Choose Theme