Home Bibles ମଲାଖୀ 4:3 · ଓଡ଼ିଆ ବାଇବେଲ
ମଲାଖୀ 4:3 · ଓଡ଼ିଆ ବାଇବେଲ

ତା'ପ ରେ ତୁମ୍ଭମାନେେ ସହେି ଦୁଷ୍ଟାଗ୍ଭରୀଙ୍କ ଉପ ରେ ବିଚରଣ କରିବ। ସମାନେେ ତୁମ୍ଭ ପାଦତଳେ ଭସ୍ମ ସଦୃଶ ହବେେ। ଏହିସବୁ ସହେିଦିନ ଘଟିବ ଯେଉଁଦିନ ଆମ୍ଭେ ସୃଷ୍ଟି କରିଛୁ। ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କହିଥିଲେ।

Cross references

ଆଦି ପୁସ୍ତକ 3:15

ମୁଁ ତୁମ୍ଭଙ୍କୁ ନାରୀର ଶତୃ କରିବି।

ଯିହୋଶୂୟ 10:24

ସମାନେେ ସହେି ରାଜାଗଣଙ୍କକ୍ସ୍ଟ ଯିହାଶୂେୟ ନିକଟକକ୍ସ୍ଟ ଆଣିଲେ ଏବଂ ଯିହାଶୂେୟ ତାଙ୍କର ସମସ୍ତ ଇଶ୍ରାୟେଲ ଲୋକମାନଙ୍କୁ ସଠାେକକ୍ସ୍ଟ ପଠାଇଲେ। ଯିହାଶୂେୟ ତାଙ୍କର ସୈନ୍ଯ ବାହିନୀର ସମସ୍ତ ସନୋପତିମାନଙ୍କୁ କହିଲେ, ଯେଉଁମାନେ ତାଙ୍କ ସହିତ ଆସିଲେ, ପାଖକକ୍ସ୍ଟ ଆସ ଏବଂ ଏ ରାଜାମାନଙ୍କ ବକରେେ ପାଦ ଦିଅ। ତହିଁରେ ସମାନେେ ନିକଟକକ୍ସ୍ଟ ଆସି ସମାନଙ୍କେ ବକରେେ ପାଦ ଦେଲେ।

ଦିତୀୟ ଶାମୁୟେଲ 22:43

ମୁ ପୃଥିବୀର ଧୂଳି ପରି ସମାନଙ୍କେୁ ଦଳିଲି, ମୁ ସଡକରେ କାଦକ୍ସ୍ଟଅ ପରି ସମାନଙ୍କେୁ ଦଳିଲି। ସମାନଙ୍କେୁ ଛତରାଇ ଦଲେି,

ଆୟୁବ ପୁସ୍ତକ 40:12

ହଁ ଆୟୁବ, ସହେି ଗର୍ବୀ ଲୋକମାନଙ୍କୁ ଦେଖ ଏବଂ ସମାନଙ୍କେୁ ନମ୍ର କର। ଦୁଷ୍ଟମାନଙ୍କୁ ସମାନେେ ଛିଡ଼ା ହାଇେଥିବା ସ୍ଥାନ ରେ ହିଁ ଦଳି ଦିଅ।

ଗୀତସଂହିତା 91:13

ତୁମ୍ଭେ ସିଂହ ଏବଂ ସର୍ପ ଉପରେ ମାଡ଼ି ଚାଲି ୟିବ। ତୁମ୍ଭେ ୟୁବା ସିଂହ ଓ କାଳସର୍ପକୁ ପାଦତଳେ ଦଳି ଦବେ।

ଗୀତସଂହିତା 147:6

ସଦାପ୍ରଭୁ ନମ୍ର ଲୋକମାନଙ୍କ ସପକ୍ଷରେ ଥାଆନ୍ତି। ଏବଂ ସେ ଦୁଷ୍ଟମାନଙ୍କୁ ବିଚଳିତ କରନ୍ତି।

ଯିଶାଇୟ 25:10

ଏହି ପର୍ବତ ଉପ ରେ ସଦାପ୍ରଭୁଙ୍କର ହସ୍ତ ଅଧିଷ୍ଠିତ ହବେ। ମାତ୍ର ଖାତକୁଣ୍ଡ ରେ କୁଟା ଦଳିତ ହେଲାପରି ମାୟୋବ ନିଜ ସ୍ଥାନ ରେ ଦଳିତ ହବେ।

ଯିଶାଇୟ 26:6

ତା'ପ ରେ ଦରିଦ୍ର ଓ ନମ୍ର ଲୋକମାନେ ସହେି ଧ୍ବଂସ ସ୍ଥାନ ଉପ ରେ ବିଚରଣ କରିବେ।

ଯିଶାଇୟ 63:3

ସେ ଉତ୍ତର କରନ୍ତି, ଆମ୍ଭେ ଏକାକୀ ଦ୍ରାକ୍ଷା ମର୍ଦ୍ଦନ କରିଅଛୁ ଓ ଲୋକମାନଙ୍କ ମଧ୍ଯରୁ ଆମ୍ଭ ସଙ୍ଗେ କହେି ନ ଥିଲେ। ଆମ୍ଭେ ନିଜର କୋରଧ ରେ ସମାନଙ୍କେୁ ଦଳନ କଲୁ ଓ ନିଜର କୋପ ରେ ସମାନଙ୍କେୁ ମର୍ଦ୍ଦନ କଲୁ। ଏଣୁ ସମାନଙ୍କେର ପ୍ରାଣ ରକ୍ତର ଛିଟା ରେ ଆମ୍ଭ ବସ୍ତ୍ର ରଞ୍ଜିତ ହେଲା ଓ ଆମ୍ଭେ ସହେି ରକ୍ତ ରଞ୍ଜିତ ବସ୍ତ୍ର ପରିଧାନ କରିଅଛୁ।

ଯିହିଜିକଲ 28:18

ତୁମ୍ଭେ ନିଜର ଅଧର୍ମର ବାହୁଲ୍ଯ ରେ, ନିଜ ବାଣିଜ୍ଯ ବିଷଯକ ଅନ୍ଯାଯ ଦ୍ବାରା ନିଜର ପବିତ୍ର ସ୍ଥାନସବୁ ଅପବିତ୍ର କରିଅଛ। ଏଣୁ ମୁଁ ତୁମ୍ଭ ମଧ୍ଯରୁ ଅଗ୍ନି ବାହାର କଲି ଓ ତାହା ତୁମ୍ଭକୁ ଗ୍ରାସ କଲା। ପୁଣି ମୁଁ ସମସ୍ତଙ୍କୁ ଦଖାଇବୋ ପାଇଁ ତୁମ୍ଭକୁ ଧୂଳି ରେ ପରିଣତ କରିଛି।

ଦାନିଏଲ 7:18

ମାତ୍ର ପରମେଶ୍ବରଙ୍କ ପବିତ୍ର ଲୋକମାନେ ରାଜ୍ଯ ପ୍ରାପ୍ତ ହବେେ ଓ ଅନନ୍ତକାଳ ପର୍ୟ୍ଯନ୍ତ ରାଜ୍ଯ ଭୋଗ କରିବେ।'

ଦାନିଏଲ 7:27

ଆଉ ରାଜତ୍ବ, କତ୍ତୃର୍ତ୍ବ ଓ ରାଜ୍ଯ ସମୂହର ମହିମା ସର୍ବୋପରିସ୍ଥ ପରମେଶ୍ବରଙ୍କର ପବିତ୍ର ଲୋକମାନଙ୍କୁ ଦତ୍ତ ହବେ। ତାଙ୍କର ରାଜ୍ଯ ଅନନ୍ତ କାଳ ପାଇଁ ସ୍ଥାଯୀ ହବେ ଓ ଅନ୍ୟ ସମସ୍ତ ଶାସକ ଗୋଷ୍ଠୀ ତାଙ୍କର ସବୋ କରିବେ ଓ ତାଙ୍କର ଆଜ୍ଞାବହ ହବେେ।'

ମୀଖା 5:8

ବହୁ ଗୋଷ୍ଠୀ ମଧିଅରେ ବିକ୍ଷିପ୍ତ ହାଇେଥିବା ଯାକୁବର ଅବଶିଷ୍ଟାଂଶ ଜଙ୍ଗଲର ପ୍ରାଣୀମାନଙ୍କ ମଧିଅରେ ସିଂହ ସଦୃଶ ବସବାସ କରିବେ। ଆଉ ମଧ୍ଯ ସମାନେେ ମଷେ ପଲ ରେ ୟୁବା ସିଂହ ସଦୃଶ ଲୋକମାନଙ୍କୁ ଦଳି ପକାଇବେ। ସିଂହ ଜଙ୍ଗଲ ମଧିଅରେ ନିଜ ଇଚ୍ଛା ଅନୁସାରେ ଗତି କରେ ଓ ଯେଉଁ ପ୍ରାଣୀକୁ ଆକ୍ରମଣ କରେ, ତାକୁ କହେି ରକ୍ଷା କରି ପାରିବେ ନାହିଁ।

ମୀଖା 7:10

ମାରେ ଶତୃ କହୁଥିଲେ, ତୁମ୍ଭର ସଦାପ୍ରଭୁ ପରମେଶ୍ବର କେଉଁଠା ରେ ଅଛନ୍ତି? ମାତ୍ର ଯେତବେେଳେ ସେ ଏହା ଦେଖିବ ସେ ଲଜ୍ଜିତ ହବେ। ସେତବେେଳେ ମୁଁ ଶତୃକୁ ଉପହାସ କରିବି। ଲୋକମାନେ ପଥର କାଦୁଅ ପରି ତାକୁ ଦଳିବେ।

ଯିଖରିୟ 10:5

ସମାନେେ ବୀରପରି ତାଙ୍କର ପାଦତଳେ କାଦୁଅ ରାସ୍ତାକୁ ଦଳି ଦବେେ। ସମାନେେ ୟୁଦ୍ଧ କରି ଶତୃପକ୍ଷର ଅଶ୍ବାରୋହୀମାନଙ୍କୁ ମଧ୍ଯ ପରାସ୍ତ କରିବେ। କାରଣ ସଦାପ୍ରଭୁ ତାଙ୍କ ସହବର୍ତ୍ତୀ ଅଟନ୍ତି।

ମଲାଖୀ 3:17

ସଦାପ୍ରଭୁ କହିଲେ, ସମାନେେ ଆମ୍ଭର ନିଜ ଲୋକ, ଯେଉଁ ଦିନ ମୁଁ କାର୍ୟ୍ଯ କରିବାକୁ ସ୍ଥିର କରିଥାଏ ନ୍ଯାଯ ଦବୋ ପାଇଁ। ମୁଁ ମାେ ଅନ୍ବଷେଣକାରୀମାନଙ୍କୁ ସ୍ନହେ କରିବି ଯେପରି ଜଣେ ବାପା ତା'ର ଆଜ୍ଞାଧିନ ପୁତ୍ରକୁ ସ୍ନହେ କରେ।

ରୋମୀୟଙ୍କ ପ୍ରତି ପତ୍ର 16:20

ଶାନ୍ତିର ସୋର୍ତ ପରମେଶ୍ବର ଶୀଘ୍ର ଶୟତାନକୁ ହରାଇବେ ଓ ତା' ଉପରେ ତୁମ୍ଭମାନଙ୍କୁ ଶକ୍ତି ପ୍ରଦାନ କରିବେ। ଆମ୍ଭର ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ସହିତ ରହୁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:15

ସପ୍ତମ ଦୂତ ତାହାଙ୍କ ତୂରୀ ବଜାଇଲେ। ସ୍ବର୍ଗ ରେ ଉଚ୍ଚ ସ୍ବରମାନ ଶୁଣାଗଲା। ସମାନେେ କହିଲେ,

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 14:20

ନଗର ବାହା ରେ ଦ୍ରାକ୍ଷା ଫଳ ସବୁ ସହେି ଦ୍ରାକ୍ଷାପଷୋ କୁଣ୍ଡ ରେ ଚିପୁଡ଼ା ହେଲା। ସହେି ଦ୍ରାକ୍ଷାକୁଣ୍ଡରୁ ରକ୍ତ ବୋହିଲା। ଏହା ଘୋଡ଼ାମାନଙ୍କ ଲଗାମ ପର୍ୟ୍ଯନ୍ତ ଉପରକୁ ଉଠି 300 କି ଲୋମିଟର ପର୍ୟ୍ଯନ୍ତ ରକ୍ତ ଷୋର୍ତ ହାଇେ ବହିବା ରେ ଲାଗିଲା।

Interlinear

Choose Theme