Home Bibles ଲୂକଲିଖିତ ସୁସମାଚାର 8:48 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 8:48 · ଓଡ଼ିଆ ବାଇବେଲ

ଯୀଶୁ ସ୍ତ୍ରୀ ଲୋକଟିକୁ କହିଲେ, ହେ ଝିଅ, ତୁମ୍ଭେ ବିଶ୍ବାସ କଲ ସେଥିପାଇଁ ସୁସ୍ଥ ହାଇଗେଲ। ଏଥର ଶାନ୍ତି ରେ ଯାଅ।

Cross references

ଯାତ୍ରା ପୁସ୍ତକ 4:18

ଏହାପରେ ମାଶାେ ତାଙ୍କର ଶ୍ବଶୁର ୟିଥ୍ରୋଙ୍କ ନିକଟକୁ ଫରେିଗଲେ। ମାଶାେ ୟିଥ୍ରୋଙ୍କୁ କହିଲେ, ଦୟାକରି ମାେତେ ମିଶରକୁ ୟିବାକୁ ଦିଅ। ମୁଁ ମାରେ ଲୋକମାନଙ୍କୁ ଦେଖିବା ପାଇଁ ଚାହୁଁଛି ଏବଂ ଜାଣିବା ପାଇଁ ଚାହୁଁଛି, ସମାନେେ ବର୍ତ୍ତମାନ କିପରି ଅଛନ୍ତି। ସମାନେେ ଆଜି ପର୍ୟ୍ଯନ୍ତ ଜୀବିତ ଅଛନ୍ତି କି ନାହିଁ?

ପ୍ରଥମ ଶାମୁୟେଲ 1:17

ତହିଁରେ ଏଲି ଉତ୍ତର ଦେଲେ, ଶାନ୍ତି ରେ ୟାଅ, ଯାହା ତୁମ୍ଭେ ପରମେଶ୍ବରଙ୍କଠା ରେ ମାଗିଲ, ଇଶ୍ରାୟେଲର ପରମେଶ୍ବର ତୁମ୍ଭର ମନସ୍କାମନା ପକ୍ସ୍ଟରଣ କରନ୍ତକ୍ସ୍ଟ।

ଦିତୀୟ ରାଜାବଳୀ 5:19

ତା'ପରେ ଇଲୀଶାୟ ନାମାନ୍କୁ କହିଲେ, ଶାନ୍ତି ରେ ୟାଅ।

ମାଥିଉଲିଖିତ ସୁସମାଚାର 8:13

ତା'ପରେ ଯୀଶୁ ସନୋପତିଙ୍କୁ କହିଲେ, ତୁମ୍ଭର ବିଶ୍ବାସ ଲାଗି, ତୁମ୍ଭ ପାଇଁ ତାହା ଘଟୁ। ଠିକ୍ ସହେି ସମୟରେ ତାହାଙ୍କର ଦାସ ସୁସ୍ଥ ହାଇଗେଲା।

ମାଥିଉଲିଖିତ ସୁସମାଚାର 9:2

କେତକେ ଲୋକ ଜଣେ ପକ୍ଷାଘାତ ରୋଗୀକୁ ଯୀଶୁଙ୍କ ପାଖକୁ ଆଣିଲେ। ସେ ରୋଗୀଟି ଶୟେ ରେ ଶାଇେଥିଲା। ଯୀଶୁ ସହେି ଲୋକମାନଙ୍କର ଗଭୀର ବିଶ୍ବାସ ଥିବାର ଦେଖିଲେ। ସେ ପକ୍ଷାଘାତ ରୋଗୀକୁ କହିଲେ, ହେ ୟୁବକ! ସାହସ ରଖ। ତୁମ୍ଭର ସବୁ ପାପ କ୍ଷମା କରାଗଲା।

ମାଥିଉଲିଖିତ ସୁସମାଚାର 9:22

ଯୀଶୁ ବୁଲିପଡି ତାହାକୁ ଚାହିଁଲେ। ଯୀଶୁ କହିଲେ, ଝିଅ, ସାହାସ ଧର। ତୁମ୍ଭର ବିଶ୍ବାସ ତୁମ୍ଭକୁ ସୁସ୍ଥ କରି ଦଇେଛି। ସଙ୍ଗେସଙ୍ଗେ ସେ ସ୍ତ୍ରୀ ଲୋକଟି ସୁସ୍ଥ ହାଇଗେଲା।

ମାଥିଉଲିଖିତ ସୁସମାଚାର 12:20

ନଇଁ ପଡ଼ିଥିବା ଛେଚ଼ାନଳର କାଣ୍ଡଟି ସେ ଭାଙ୍ଗିବେ ନାହିଁ କି ଲିଭି ଆସୁଥିବା ଦୀପଟିକୁ ସେ ଲିଭଇବେେ ନାହିଁ। ନ୍ଯାୟର ବିଜୟ ନ ହବୋ ପର୍ୟ୍ଯନ୍ତ ସେ ଅଟଳ ରହିବେ।

ମାର୍କଲିଖିତ ସୁସମାଚାର 5:34

ଯୀଶୁ ତାକୁ କହିଲେ, ଆଗୋ ନାରୀ; ତୁମ୍ଭର ବିଶ୍ବାସ ତୁମ୍ଭକୁ ସୁସ୍ଥ କରି ଦଇେଛି। ଶାନ୍ତି ରେ ଯାଅ ଏବଂ ତୁମ୍ଭ ରୋଗରୁ ମୁକ୍ତ ହୁଅ।

ଲୂକଲିଖିତ ସୁସମାଚାର 7:50

ଯୀଶୁ ସ୍ତ୍ରୀ ଲୋକଟିକୁ କହିଲେ, ତୁମ୍ଭେ ବିଶ୍ବାସ କରିଥିବାରୁ ତୁମ୍ଭେ ପାପରୁ ରକ୍ଷା ପାଇଅଛ। ଶାନ୍ତି ରେ ଯାଅ।

ଲୂକଲିଖିତ ସୁସମାଚାର 17:19

ତା'ପରେ ଯୀଶୁ ତାହାକୁ କହିଲେ, ଠିଆ ହୁଅ। ତୁମ୍ଭେ ଏବେ ଯାଅ। ତୁମ୍ଭର ବିଶ୍ବାସ କରିଥିବା ହତେୁ ତୁମ୍ଭେ ଭଲ ହାଇଗେଲ।

ଲୂକଲିଖିତ ସୁସମାଚାର 18:42

ଯୀଶୁ ତାହାକୁ କହିଲେ, ତୁମ୍ଭେ ଦୃଷ୍ଟି ଶକ୍ତି ଲାଭ କର। ତୁମ୍ଭର ବିଶ୍ବାସ ହିଁ ତୁମ୍ଭକୁ ଉଦ୍ଧାର କଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 14:9

ସେ ବସି ପାଉଲଙ୍କ କଥା ଶୁଣୁଥିଲା। ପାଉଲ ତାକୁ ସିଧାସଳଖ ଅନାଇ ଦେଖିଲେ ଯେ ସେ ସୁସ୍ଥ ହାଇପୋରିବ ବୋଲି ତା'ର ବିଶ୍ବାସ ଅଛି।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 6:18

ମୁଁ ତୁମ୍ଭମାନଙ୍କର ପିତା ହବେି ଓ ତୁମ୍ଭମାନେେ ମାେ ପୁଅ ଓ ଝିଅ ହବେ ସର୍ବଶକ୍ତିମାନ ପ୍ରଭୁ ଏହା କୁହନ୍ତି। ଦ୍ବିତୀୟ ଶାମୁଯଲେ 7:14, 7:8

ଏବ୍ରୀ 4:2

କାରଣ ସମାନଙ୍କେ ନିକଟରେ ଯେପରି, ଆମ୍ଭମାନଙ୍କ ନିକଟରେ ସପରେି ସୁସମାଚାର କୁହାୟାଇଅଛି, କିନ୍ତୁ ସମାନେେ ଶୁଣି ମଧ୍ଯ ତାହାକୁ ବିଶ୍ବାସପୂର୍ବକ ନିଜସ୍ବ ନ କରିବାରୁ ସମାନଙ୍କେ ପକ୍ଷ ରେ ସୁସମାଚାର ଲାଭଜନକ ହେଲା ନାହିଁ।

Interlinear

Choose Theme