ଯୀଶୁ ଗାଲିଲୀ ଫରେିୟିବା ପରେ ଲୋକମାନେ ତାହାଙ୍କୁ ସ୍ବାଗତ କଲେ। ସମସ୍ତେ ତାହାଙ୍କୁ ଅପେକ୍ଷା କରି ରହିଥିଲେ।
Cross references
ଯେକହେି ମାରେ କଥା ଶୁଣେ, ସେ ଖୁସି ହବେ। ସେ ମାେ ଦ୍ବାର ନିକଟକୁ ସବୁଦିନ ଶୀଘ୍ର ଆ ସେ ଏବଂ ମାରେ ଦ୍ବାର ବାହା ରେ ଅପେକ୍ଷା କରେ।
ଯୀଶୁ ନେ ୗକା ରେ ବସି ହ୍ରଦର ଆର ପଟେ ଥିବା ନିଜ ନଗରକୁ ଫରେିଗଲେ।
ଯୀଶୁ ନେ ୗକା ରେ ବସି ହ୍ରଦର ଅପର ପାଶର୍ବକୁ ଫରେିଗଲେ। ପୁଣି ହ୍ରଦ କୂଳ ରେ ତାହାଙ୍କ ଚାରି ପଟେ ବହୁତ ଲୋକ ଜମିଗଲେ।
ହରେୋଦ ଯୋହନଙ୍କୁ ମାରିବାକୁ ଭୟ କରୁଥିଲେ। ସେ ଜାଣି ଥିଲେ ଯେ ସମସ୍ତ ଲୋକ ଯୋହନଙ୍କୁ ଜଣେ ଭଲ ଓ ପବିତ୍ର ଲୋକ ଭାବୁଥିଲେ। ତେଣୁ ହରେୋଦ ଯୋହନଙ୍କୁ ରକ୍ଷା କରୁଥିଲେ। ଯୋହନଙ୍କ ଉପଦେଶ ଶୁଣିବାକୁ ହରେୋଦ ଖୁବ୍ ଭଲ ପାଉଥିଲେ। ତଥାପି ଯୋହନଙ୍କ ଉପଦେଶ େ ହରୋଦଙ୍କୁ ସବୁବେଳେ ବିଚଳିତ କରୁଥିଲା।
ଦାଉଦ ନିଜେ ଖ୍ରୀଷ୍ଟଙ୍କୁ 'ପ୍ରଭୁ' ବୋଲି କହିଥିଲେ। ତବେେ ଖ୍ରୀଷ୍ଟ କିଭଳି ଦାଉଦଙ୍କ ପୁତ୍ର ହାଇେ ପାରିବେ? ଜମା ହାଇେଥିବା ଲୋକମାନେ ଯୀଶୁଙ୍କ ଉପଦେଶ ଖୁସି ମନ ରେ ଶୁଣୁଥିଲେ।
ଯୀଶୁ ଗିନସରତେ ହ୍ରଦ କୂଳ ରେ ଠିଆ ହାଇେଥିଲେ। ତାହାଙ୍କ ଚାରିପଟେ ଘରେିଯାଇ ଠିଆ ହବୋକୁ ଲୋକମାନେ ଠଲୋପଲୋ ହେଉଥିଲେ। ସମାନେେ ତାହାଙ୍କ ଠାରୁ ପରମେଶ୍ବରଙ୍କ ଉପଦେଶ ବାଣୀ ଶୁଣିବାକୁ ଚାହୁଁଥିଲେ।
ତା'ପରେ ଜଖିୟ ଖୁବ୍ ଶୀଘ୍ର ତଳକୁ ଓହ୍ଲାଇ ଆସିଲେ। ଅତ୍ଯନ୍ତ ଖୁସି ରେ ସେ ଯୀଶୁଙ୍କୁ ନିଜ ଘ ରେ ସ୍ବାଗତ କଲେ।
ଯୀଶୁ ୟିରୂଶାଲମର ପାଖ ହାଇେ ଆସୁଥିଲେ, ସେ ଜୀତପର୍ବତର ପାଦ ଦେଶ ନିକଟରେ ପହନ୍ଚିଲେ। ଯୀଶୁଙ୍କର ସମୁଦାୟ ଶିଷ୍ଯଦଳ ଖୁସି ଥିଲେ। ସମାନେେ ଉଚ୍ଚସ୍ବର ରେ ପରମେଶ୍ବରଙ୍କ ପ୍ରଶଂସା ଗାନ କରିବାକୁ ଲାଗିଲେ। ସମାନେେ ଯେଉଁ ସବୁ ଶକ୍ତିର କାର୍ୟ୍ଯମାନ ଦେଖୁଥିଲେ, ସେଥିପାଇଁ ପରମେଶ୍ବରଙ୍କ ସ୍ତୁତିଗାନ କଲେ। ସମାନେେ କହିଲେ,
କିନ୍ତୁ ସବୁ ଲୋକ ଯୀଶୁଙ୍କ ଉପଦେଶ ମନଧ୍ଯାନ ଦଇେ ଶୁଣୁଥିଲେ। ସମାନେେ ଯୀଶୁଙ୍କ କଥାପ୍ରତି ପ୍ରବଳ ଆଗ୍ରହ ପ୍ରକାଶ କରୁଥିଲେ। ତେଣୁ ପ୍ରଧାନ ଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ କ'ଣ କରିବେ ବୋଲି କିଛି ସ୍ଥିର କରିପାରୁ ନଥିଲେ।
ଯୋହନ ଗୋଟିଏ ପ୍ରଦୀପ ପରି ଜଳି ଆଲୋକ ଦଇେଥିଲେ। ଏବଂ ତୁମ୍ଭମାନେେ ସହେି ଆଲୋକ କିଛି କ୍ଷଣ ପାଇଁ ଉପ ଭୋଗ କରି ଖୁସି ହେଲ।
ତେଣୁ ମୁଁ ଆପଣଙ୍କୁ ସଙ୍ଗେ ସଙ୍ଗେ ଡ଼କଇେ ପଠାଇଲି। ଆପଣ ଏଠାକୁ ଆସି ଭଲ କରିଛନ୍ତି। ପ୍ରଭୁ ଆପଣଙ୍କୁ ଯାହା କହିବା ପାଇଁ ଆଦେଶ ଦଇେଛନ୍ତି, ତାହା ଶୁଣିବା ପାଇଁ ଆମ୍ଭେ ସମସ୍ତେ ଏଠା ରେ ପ୍ରଭୁଙ୍କ ସମ୍ମୁଖ ରେ ଅପେକ୍ଷା କରି ରହିଛୁ।