Home Bibles ଲୂକଲିଖିତ ସୁସମାଚାର 19:6 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 19:6 · ଓଡ଼ିଆ ବାଇବେଲ

ତା'ପରେ ଜଖିୟ ଖୁବ୍ ଶୀଘ୍ର ତଳକୁ ଓହ୍ଲାଇ ଆସିଲେ। ଅତ୍ଯନ୍ତ ଖୁସି ରେ ସେ ଯୀଶୁଙ୍କୁ ନିଜ ଘ ରେ ସ୍ବାଗତ କଲେ।

Cross references

ଆଦି ପୁସ୍ତକ 18:6

ଅବ୍ରହାମ ଶିଘ୍ର ତମ୍ବୁ ଭିତରକୁ ପ୍ରବେଶ କରି ସାରାକୁ କହିଲେ, ତିନି ସରେ ଉତ୍ତମ ମଇଦା ନଇେ ଛାଣି ଶିଘ୍ର ରୋଟି ପ୍ରସ୍ତୁତ କର।

ଗୀତସଂହିତା 119:59

ମୁଁ ମାେ ଜୀବନକୁ ଯତ୍ନ ସହକାରେ ଅନୁଶୀଳନ କଲି। ଏବଂ ମୁଁ ତୁମ୍ଭର ନିଯମକୁ ପୁଣି ଫରେିଲି।

ଯିଶାଇୟ 64:5

ଯେଉଁମାନେ ତୁମ୍ଭକୁ ସ୍ମରଣ କରନ୍ତି, ତୁମ୍ଭେ ସହେିମାନଙ୍କୁ ଆଘାତ କରିଛ। ମାତ୍ର ଅତୀତ କାଳ ରେ ଆମ୍ଭେ ପାପ କଲୁ ଏବଂ ତୁମ୍ଭେ ରାଗିଲ। ଅତୀତ କାଳ ରେ ଆମ୍ଭମାନେେ ଦୋଷ କଲୁ।

ଲୂକଲିଖିତ ସୁସମାଚାର 2:16

ତେଣୁ ସମାନେେ ଶୀଘ୍ର ଗଲେ ଓ ମରିୟମ ଏବଂ ୟୋ ସଫଙ୍କେୁ ଖାଜେି ପାଇଲେ। ସହେି ଶିଶୁ ଗୋଟିଏ ଗୋରୁ କୁଣ୍ଡ ରେ ଶାଇେଥିଲେ।

ଲୂକଲିଖିତ ସୁସମାଚାର 5:29

ଲବେୀ ଯୀଶୁଙ୍କ ସମ୍ମାନାର୍ଥେ ନିଜ ଘ ରେ ଗୋଟିଏ ବଡ ଭୋଜି ଦେଲେ। ଅନକେ କର ଆଦାୟକାରୀ ଓ ଅନ୍ୟ କେତକେ ଲୋକ ମଧ୍ଯ ଯୀଶୁଙ୍କ ସହ ଏକତ୍ର ଭୋଜନ କରୁଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:41

ଯେଉଁମାନେ ତାହାଙ୍କର ଏହି କଥା ଗ୍ରହଣ କଲେ ସମାନେେ ବାପ୍ତିଜିତ ହେଲେ। ସଦେିନ ସହେି ବିଶ୍ବାସୀ ଦଳ ସହିତ ଆହୁରି ପ୍ରାୟ ତିନି ହଜାର ଲୋକ ୟୋଗ ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 16:15

ସେ ଓ ତା'ର ଘ ରେ ରହୁଥିବା ସମସ୍ତେ ବାପ୍ତିଜିତ ହବୋପରେ, ସେ ଆମ୍ଭମାନଙ୍କୁ ଅନୁରୋଧ କରି ଡ଼ାକି କହିଲା, ତୁମ୍ଭମାନେେ ଯଦି ମାେତେ ପ୍ରଭୁଙ୍କଠା ରେ ଜଣେ ପ୍ରକୃତ ବିଶ୍ବାସୀ ବୋଲି ଭାବୁଛ, ତବେେ ମାେ ଘ ରେ ଆସି ରୁହ। ଏହିପରି ସେ ଆମ୍ଭମାନଙ୍କୁ ତା'ର ଘରକୁ ୟିବାପାଇଁ ରାଜି କରାଇଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 16:34

ତା'ପରେ ସହେି କାରାଧ୍ଯକ୍ଷ ପାଉଲ ଓ ଶୀଲାଙ୍କୁ ଘରକୁ ଡ଼ାକି ନଇେ ଖାଇବାକୁ ଦେଲେ। ସେ ଓ ତାହାଙ୍କର ପରିବାରର ସମସ୍ତେ ଆନନ୍ଦିତ ହେଲେ।

ଗାଲାତୀୟଙ୍କ ପ୍ରତି ପତ୍ର 1:15

କିନ୍ତୁ ପରମେଶ୍ବର ମାେ ଜନ୍ମ ପୂର୍ବରୁ ମାେତେ ଅନୁଗ୍ରହ କରି ବାଛି ନଇେଥିଲେ। ସେ ସ୍ଥିର କରିଥିଲେ ଯେ, ମୁଁ ଅଣଯିହୂଦୀମାନଙ୍କୁ ତାହାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କର ସୁସମାଚାର କହିବି।

Interlinear

Choose Theme