ଫଲେିକ୍ସ୍ ଶତ ସନୋପତିଙ୍କ ଜିମା ରେ ପାଉଲଙ୍କୁ ରଖିବା ପାଇଁ ଆଦେଶ ଦେଲେ। ସେ ତାହାଙ୍କୁ ନଜରବନ୍ଦୀ ରେ ରଖି କିଛି ସ୍ବାଧୀନତା ଦବୋ ପାଇଁ ମଧ୍ଯ ଆଜ୍ଞା ଦେଲେ। ପାଉଲଙ୍କ ବନ୍ଧୁମାନେ ଯଦି ତାହାଙ୍କ ନିକଟକୁ କୌଣସି ଆବଶ୍ଯକୀୟ ଜିନିଷ ନଇେ ଆସନ୍ତି, ତବେେ ସମାନଙ୍କେୁ ବାଧା ନଦବୋ ନିମନ୍ତେ ମଧ୍ଯ ସେ ସହେି ଶତ ସନୋପତିଙ୍କୁ ଆଦେଶ ଦେଲେ।
Cross references
ଯଦି ମଣିଷର ରୀତି କଥାଧାରା ସଦାପ୍ରଭୁଙ୍କୁ ତୁଷ୍ଟି କରେ, ସେ ତା'ର ଶତ୍ରୁମାନଙ୍କୁ ତାଙ୍କ ସହିତ ଶାନ୍ତି ରେ ରହିବା ପାଇଁ ବାଧ୍ଯ କରନ୍ତି।
ଆମ୍ଭେ ତହିଁ ଆରଦିନ କାଇସରୀଆ ନଗର ରେ ପହଞ୍ଚିଲୁ। ତା'ପରେ ଆମ୍ଭେ ସୁସମାଚ଼ାର ପ୍ରଚ଼ାରକ ଫିଲିପ୍ପଙ୍କ ଘ ରେ ପ୍ରବେଶ କଲୁ। ସେ ସାତ ଜଣ ବିଶଷେ ସବେକମାନଙ୍କ ମଧ୍ଯରୁ ଜଣେ ଥିଲେ। ଆମ୍ଭମାନେେ ତାହାଙ୍କ ସହିତ ରହିଲୁ।
ପାଉଲଙ୍କର ଭଣଜା ଏ ଷଡ଼ୟନ୍ତ୍ର ବିଷୟ ରେ ଶୁଣିଲେ। ସେ ସନୋମାନଙ୍କ ସୈନ୍ଯନିବାସକୁ ଯାଇ ପାଉଲଙ୍କୁ ଏ ବିଷୟ ରେ କହିଲେ।
ରାଜ୍ଯପାଳ କହିଲେ, ତୁମ୍ଭର ଅଭିଯୋଗକାରୀମାନେ ଏଠା ରେ ପହଞ୍ଚିବା ପରେ, ମୁଁ ତୁମ୍ଭ ବିଷୟ ରେ ଶୁଣିବି। ସେ ପାଉଲଙ୍କୁ ହରେୋଦଙ୍କର ପ୍ରାସାଦ ରେ ରଖିବା ପାଇଁ ଆଦେଶ ଦେଲେ।
କିନ୍ତୁ ଫଲେୀକ୍ସ୍ ପାଉଲଙ୍କ ସହିତ କଥା ହବୋର ଆଉ ଗୋଟିଏ କାରଣ ଥିଲା। ସେ ଆଶା କରିଥିଲେ ଯେ ପାଉଲ ତାହାଙ୍କୁ ଟଙ୍କା ଲାଞ୍ଚ ଦବେେ। ତେଣୁ ସେ ପାଉଲଙ୍କୁ ଅନକେଥର ଡ଼କାଇ କଥା ହେଉଥିଲେ।
ତହିଁ ଆରଦିନ ଆମ୍ଭେ ସୀଦୋନ ରେ ପହଞ୍ଚିଲୁ। ୟୁଲିଅ ପାଉଲଙ୍କ ପ୍ରତି ଦୟା ଦେଖଇେ ତାହାଙ୍କୁ ତାହାଙ୍କର ବନ୍ଧୁମାନଙ୍କ ସହିତ ସାକ୍ଷାତ କରିବା ପାଇଁ ଅନୁମତି ଦେଲେ। ପାଉଲଙ୍କ ବନ୍ଧୁମାନେ ତାହାଙ୍କର ଆବଶ୍ଯକତା ପୂର୍ଣ୍ଣ କଲେ।
ତା'ପରେ ଆମ୍ଭେ ରୋମ ଗଲୁ, ପାଉଲଙ୍କୁ ରୋମ ରେ ଏକାକୀ ରହିବା ପାଇଁ ଅନୁମତି ମିଳିଲା। କିନ୍ତୁ ତାହାଙ୍କ ପାଖ ରେ ଜଣେ ସୈନିକ ସବୁବେଳେ ଜଗି ରହିଲା।
ଯେତେ ଲୋକ ପାଉଲଙ୍କୁ ଦେଖିବା ପାଇଁ ଆସୁଥିଲେ, ସେ ସମସ୍ତଙ୍କୁ ସେ ସ୍ବାଗତ କଲେ ଓ ପାଉଲ ମୁକ୍ତ ଭାବରେ, ବିନା ବାଧା ରେ ପୁଣି ଅତି ସାହାସର ସହିତ ପରମେଶ୍ବରଙ୍କ ରାଜ୍ଯ ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଷୟ ରେ ପ୍ରଚ଼ାର କଲେ। ପୁଣି ସହେି ଶିକ୍ଷା ଦବୋରୁ କହେି ହେଲେ ତାହାଙ୍କୁ ଅଟକାଇବା ପାଇଁ ଚେ଼ଷ୍ଟା କଲେ ନାହିଁ।