Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 25:26 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 25:26 · ଓଡ଼ିଆ ବାଇବେଲ

କିନ୍ତୁ ମୁଁ ପ୍ରକୃତ ରେ ଜାଣି ପାରୁନାହିଁ, ସମ୍ରାଟଙ୍କୁ ତା' ବିଷୟ ରେ କଣ ଲେଖିବି? ତେଣୁ ମୁଁ ତାକୁ ଆପଣମାନଙ୍କ ପାଖକୁ ଓ ହେ ରାଜା ଆଗ୍ରିପ୍ପା ବିଶଷେ କରି ଆପଣଙ୍କ ପାଖକୁ ଆଣିଛି। ମାରେ ଆଶା, ଆପଣ ତାକୁ ପ୍ରଶ୍ନ ପଚ଼ାରି ପାରିବେ, ଓ କାଇସରଙ୍କୁ ଲେଖିବା ପାଇଁ ମାେତେ କିଛି କହିବେ।

Cross references

ରେରିତମାନଙ୍କ କାର୍ଯ୍ୟର ବିବରଣ 26:2

ହେ ରାଜା ଆଗ୍ରିପ୍ପା, ମୁଁ ନିଜକୁ ଭାଗ୍ଯବାନ ମନେ କରୁଛି, କାରଣ ମୁଁ ଆଜି ଆପଣଙ୍କ ସମ୍ମୁଖ ରେ ୟିହୁଦୀମାନଙ୍କ ଦ୍ବାରା ଅଭିଯୋଗ ବିରୁଦ୍ଧ ରେ ମାେ ପକ୍ଷ ରେ ଉତ୍ତର ଦବୋ ପାଇଁ ସମର୍ଥ ହାଇପୋରିଛି।

Interlinear

Choose Theme