ଲୂକଲିଖିତ ସୁସମାଚାର 7:49 · ଓଡ଼ିଆ ବାଇବେଲ
ଯେଉଁମାନେ ଯୀଶୁଙ୍କ ସହିତ ଭୋଜନ କରୁଥିଲେ, ସମାନେେ ମନେ ମନେ ଭାବିବାକୁ ଲାଗିଲେ, ଏ ଲୋକ ନିଜକୁ କ'ଣ ଭାବୁଛି? ସେ କିପରି ପାପଗୁଡିକୁ କ୍ଷମା କରିପାରିବ?
Cross references
ମାଥିଉଲିଖିତ ସୁସମାଚାର 9:3
କେତକେ ଯିହୂଦୀ ଧର୍ମଶାସ୍ତ୍ରୀ ଏହା ଶୁଣିଲେ। ସମାନେେ ନିଜ ନିଜ ଭିତ ରେ କୁହାକୁହି ହେଲେ, ଏ ଲୋକଟି ଏମିତି କଥା କହୁଛି, ସତେ ଯେପରି ସେ ନିଜେ ପରମେଶ୍ବର। ଏହାଦ୍ବାରା ସେ ପରମେଶ୍ବରଙ୍କ ନିନ୍ଦା କରୁଛି।
ମାର୍କଲିଖିତ ସୁସମାଚାର 2:7
ଏ' ଲୋକଟି ଏଭଳି କଥାବାର୍ତ୍ତା କାହିଁକି କରୁଛି? ସେ ପରମେଶ୍ବରଙ୍କ ବିରୁଦ୍ଧ ରେ ନିନ୍ଦା କରୁଅଛି। ପରମେଶ୍ବରଙ୍କ ବ୍ଯତୀତ ପାପ ଗୁଡିକୁ ଅନ୍ୟ କିଏ କ୍ଷମା କରି ପାରିବ?
ଲୂକଲିଖିତ ସୁସମାଚାର 5:20
ସହେି ଲୋକମାନଙ୍କର ବିଶ୍ବାସ ଦେଖି ଯୀଶୁ ସହେି ରୋଗୀଟିକୁ କହିଲେ, ବନ୍ଧୁ! ତୁମ୍ଭର ପାପ କ୍ଷମା କରିଦିଆଗଲା।