Home Bibles ଲୂକଲିଖିତ ସୁସମାଚାର 7:36 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 7:36 · ଓଡ଼ିଆ ବାଇବେଲ

ଫାରୁଶୀମାନଙ୍କ ମଧ୍ଯରୁ ଜଣେ ଯୀଶୁଙ୍କୁ ନିଜ ସହିତ ଖାଇବା ପାଇଁ ନିମନ୍ତ୍ରଣ କଲେ। ଯୀଶୁ ସହେି ଫାରୁଶୀଙ୍କ ଘରକୁ ଗଲେ ଓ ଖାଇବା ପାଇଁ ବସିଲେ।

Cross references

ମାଥିଉଲିଖିତ ସୁସମାଚାର 26:5

କିନ୍ତୁ ବୌଠକରେ ସମାନେେ କଥାବର୍ତ୍ତା ହେଲେ, ଆମ୍ଭେ ନିସ୍ତାରପର୍ବ ସମୟରେ ଏସବୁ କରିବା ଉଚ଼ିତ ହବେନାହିଁ। କାରଣ ଲୋକମାନେ ଏଥି ରେ ରାଗିଯାଇ ପାରନ୍ତି ଓ ଦଙ୍ଗାହାଙ୍ଗାମା କରିପାରନ୍ତି।

ମାର୍କଲିଖିତ ସୁସମାଚାର 14:3

ଯୀଶୁ ବେଥନିଆ ରେ କୁଷ୍ଠ ରୋଗୀ ଶିମାନଙ୍କେ ଘ ରେ ଖାଇବାକୁ ବସିଥିବା ସମୟରେ ଜଣେ ସ୍ତ୍ରୀ ଲୋକ ତାହାଙ୍କ ପାଖକୁ ଆସିଲା। ସେ ଗୋଟିଏ ଧଳା, ଚିକ୍କଣ ସ୍ପଟିକ ସିଲଖଡି ପାତ୍ର ରେ ବହୁମୁଲ୍ଯ ଅତର ଭର୍ତ୍ତି କରି ଆଣିଥିଲା। ସେ ଅତର ଖାଣ୍ଟି କଟାମାଂସରୁ ତିଆରି ହାଇେଥିଲା। ସ୍ତ୍ରୀ ଲୋକଟି ପାତ୍ରଟି ଖାଲିଦେଇେ ସବୁତକ ଅତର ଯୀଶୁଙ୍କ ମୁଣ୍ଡ ରେ ଢାଳି ଦଲୋ।

ଲୂକଲିଖିତ ସୁସମାଚାର 7:34

ପୁଣି ମନୁଷ୍ଯପୁତ୍ର ଅନ୍ୟମାନଙ୍କ ଭଳି ଖାଇଲେ ଓ ଦ୍ରାକ୍ଷାରସ ପିଇଲେ। ଆଉ ତୁମ୍ଭମାନେେ କହୁଛ, ' ଦେଖ, ଏ ଲୋକ ଜଣେ ପଟେୁ ଓ ଗୋଟିଏ ମଦୁଆ। କର ଆଦାୟକାରୀ ଓ ପାପୀମାନେ ତା'ର ସାଙ୍ଗ ଅଟନ୍ତି।'

ଲୂକଲିଖିତ ସୁସମାଚାର 11:37

ଯୀଶୁ ତାହାଙ୍କ କଥା ଶଷେ କଲାବଳକେୁ ଜଣେ ଫାରୂଶୀ ଯୀଶୁଙ୍କୁ ତାହାଙ୍କ ସାଙ୍ଗ ରେ ଖାଇବା ପାଇଁ ଅନୁରୋଧ କଲେ। ତେଣୁ ଯୀଶୁ ଭିତରକୁ ଗଲେ ଓ ଖାଇବା ପାଇଁ ବସି ପଡିଲେ।

ଲୂକଲିଖିତ ସୁସମାଚାର 14:1

ଗୋଟିଏ ବିଶ୍ରାମବାର ରେ ଯୀଶୁ ଜଣେ ପ୍ରଧାନ ଫାରୂଶୀଙ୍କ ଘରକୁ ତାହାଙ୍କ ସହିତ ଏକାଠି ଖାଇବା ପାଇଁ ଗଲେ। ସଠାେରେ ଥିବା ପ୍ରେତ୍ୟକକ ଲୋକ ଯୀଶୁଙ୍କୁ ସତର୍କତାର ସହିତ ଲକ୍ଷ୍ଯ କରୁଥିଲେ।

ଯୋହନଲିଖିତ ସୁସମାଚାର 11:2

ସହେି ମରିୟମ ପରେ ପ୍ରଭୁ ଯୀଶୁଙ୍କ ପାଦ ରେ ଅତି ମୂଲ୍ଯବାନ ଅତର ଢାଳି ନିଜ କେଶ ରେ ପାଦ ପୋଛି ଦଇେଥିଲେ। ସମାନଙ୍କେର ଭାଇ ଲାଜାର ଅସୁସ୍ଥ ଥିଲେ।

Interlinear

Choose Theme