ଗୋଟିଏ ବିଶ୍ରାମବାର ରେ ଯୀଶୁ ଜଣେ ପ୍ରଧାନ ଫାରୂଶୀଙ୍କ ଘରକୁ ତାହାଙ୍କ ସହିତ ଏକାଠି ଖାଇବା ପାଇଁ ଗଲେ। ସଠାେରେ ଥିବା ପ୍ରେତ୍ୟକକ ଲୋକ ଯୀଶୁଙ୍କୁ ସତର୍କତାର ସହିତ ଲକ୍ଷ୍ଯ କରୁଥିଲେ।
Cross references
ଦୁଷ୍ଟ ଲୋକମାନେ ଧାର୍ମିକ ଲୋକମାନଙ୍କୁ ସବୁବେଳେ ମାରିବାକୁ ଜଗି ବସିଥାଆନ୍ତି।
ଲୋକମାନେ ମାେ ନିକଟକୁ ଦଖାେ କରିବାକୁ ଆସନ୍ତି, କିନ୍ତୁ ସମାନେେ କିଛି କହନ୍ତି ନାହିଁ। ସମାନେେ କ'ଣ ସବୁ ପ୍ରକୃତରେ ଭାବନ୍ତି। ସମାନେେ ମାେ ନିକଟକୁ କିଛି ଖବର ଆଶାରେ ଆସନ୍ତି, ତା'ପରେ ସମାନେେ ଏଠାରୁ ଚାଲିୟାଇ ନାନା ଗୁଜବ ପ୍ରଚାର କରନ୍ତି।
ମାରେ ପ୍ରଭାବଶାଳୀ ପଦବୀ ସଂପନ୍ନ ବ୍ଯକ୍ତିମାନେ ମାେତେ ତଳକୁ ଆଣିବା ପାଇଁ ଯୋଜନା କରନ୍ତି। ସମାନେେ ମାେ ବିଷଯରେ ମିଥ୍ଯା କଥା କହି ଆନନ୍ଦିତ ହୁଅନ୍ତି। ସମାନେେ ସର୍ବସାଧାରଣରେ ମାରେ ବିଷଯରେ ଭଲ କହନ୍ତି, କିନ୍ତୁ ଅନ୍ତରରେ ଅଭିଶାପ ଦିଅନ୍ତି।
ସମାନେେ ଭୁଲ୍ କରିବା ପାଇଁ ପରସ୍ପରକୁ ଉତ୍ସାହିତ କରନ୍ତି। ସମାନେେ ଏହା କହି ଫାନ୍ଦ ବସାଇବା ବିଷଯରେ କଥାବାର୍ତ୍ତା ହୁଅନ୍ତି, କହେି ଏଠାରେ ସଗେୁଡ଼ିକୁ ଦେଖି ପାରିବେ ନାହିଁ।
ସେ ହେଉଛି ଏହିପରି ଲୋକ ଯେ କି ସର୍ବଦା ମୂଲ୍ଯ କଥା ଚିନ୍ତା କରେ। ସେ ଏପରି ତୁମ୍ଭକୁ କହିପା ରେ, ଖାଅ ପିଅ କିନ୍ତୁ ତାହା ତା'ର ଅନ୍ତରର କଥା ନୁହେଁ।
ନିଷ୍ଠୁର ଲୋକ ଦଣ୍ଡ ଭୋଗିବେ। ନିନ୍ଦୁକମାନେ ଶାନ୍ତ ହାଇେଛନ୍ତି ଓ ଅଧର୍ମକାର୍ୟ୍ଯ କରୁଥିବା ବ୍ଯକ୍ତି ଧ୍ବଂସ ହାଇେଛନ୍ତି।
ମୁଁ ବହୁବାର ଅପବାଦ ଶୁଣିଅଛି। ମାରେ ଚତୁର୍ଦ୍ଦିଗ ରେ ଆଶଙ୍କା ଅଛି। ଏପରିକି ମାରେ ମିତ୍ରମାନେ ମଧ୍ଯ ମାରେ ଦୋଷ ଦେଖନ୍ତି ଓ ଲୋକମାନେ ମାରେ ତ୍ରୁଟିକୁ ଅପେକ୍ଷା କରନ୍ତି। ସମାନେେ ଅଭିଯୋଗ କରି କହନ୍ତି, ଆମ୍ଭମାନେେ ଯିରିମିୟଙ୍କ ବିରୁଦ୍ଧ ରେ ମିଥ୍ଯା ଓ ମନ୍ଦକଥା କହିବା, ତୁମ୍ଭମାନେେ ମଧ୍ଯ ତାହା କହିବ। ତାହା ହେଲେ ଆମ୍ଭମାନେେ ତାକୁ ପରାସ୍ତ କରିବା ଓ ତା' ଉପ ରେ ପ୍ରତିଶାଧେ ନଇେପାରିବା।
ସଠାେରେ କେତକେ ଲୋକ ଜଗି ରହିଥିଲେ ଯେ ଯଦି ଯୀଶୁ ସେ ଲୋକଟିକୁ ବିଶ୍ରାମ ଦିବସ ରେ ସୁସ୍ଥ କରି ଦବେେ, ତବେେ ସମାନେେ ଯୀଶୁଙ୍କ ଦୋଷାରୋପ କରିବାକୁ ସୁଯୋଗ ପାଇବେ।
ବିଶ୍ରାମବାର ରେ ଯୀଶୁ କାହାରିକୁ ସୁସ୍ଥ କରି ଦେଉଛନ୍ତି କି ନାହିଁ ତାହା ଦେଖିବା ପାଇଁ ସଠାେରେ ଯିହୂଦୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ ଅପେକ୍ଷା କରି ରହିଥିଲେ। ସମାନେେ ଦେଖିବାକୁ ଚାହୁଁଥିଲେ ଯେ ଯୀଶୁ କିଛି ଭୁଲ କାମ କଲେ ସମାନେେ ତାହାଙ୍କୁ ଦୋଷୀ ସାବ୍ଯସ୍ତ କରିପାରିବେ।
ପୁଣି ମନୁଷ୍ଯପୁତ୍ର ଅନ୍ୟମାନଙ୍କ ଭଳି ଖାଇଲେ ଓ ଦ୍ରାକ୍ଷାରସ ପିଇଲେ। ଆଉ ତୁମ୍ଭମାନେେ କହୁଛ, ' ଦେଖ, ଏ ଲୋକ ଜଣେ ପଟେୁ ଓ ଗୋଟିଏ ମଦୁଆ। କର ଆଦାୟକାରୀ ଓ ପାପୀମାନେ ତା'ର ସାଙ୍ଗ ଅଟନ୍ତି।'
ଯୀଶୁ ତାହାଙ୍କ କଥା ଶଷେ କଲାବଳକେୁ ଜଣେ ଫାରୂଶୀ ଯୀଶୁଙ୍କୁ ତାହାଙ୍କ ସାଙ୍ଗ ରେ ଖାଇବା ପାଇଁ ଅନୁରୋଧ କଲେ। ତେଣୁ ଯୀଶୁ ଭିତରକୁ ଗଲେ ଓ ଖାଇବା ପାଇଁ ବସି ପଡିଲେ।
ଯୀଶୁ ସେ ସ୍ଥାନ ଛାଡି ଚାଲି ଯାଉଥିବା ସମୟରେ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ ଯୀଶୁଙ୍କୁ ଅନକେ କଷ୍ଟ ଦବୋ ଆରମ୍ଭ କରି ଦେଲେ। ସମାନେେ ଯୀଶୁଙ୍କୁ ଅନକେ ବିଷୟ ରେ ପ୍ରଶ୍ନମାନ ପଚାରି ତାହାଙ୍କଠାରୁ ଉତ୍ତର ଚାହୁଁଥିଲେ।
ତେଣୁ ଧର୍ମଶାସ୍ତ୍ରୀ ଏବଂ ଯାଜକମାନେ ଯୀଶୁଙ୍କୁ ଫାନ୍ଦ ରେ ପକାଇବା ପାଇଁ ଉପୟୁକ୍ତ ସମୟ ଅପେକ୍ଷା ରେ ରହିଲେ। ସମାନେେ ଯୀଶୁଙ୍କ ପାଖକୁ କେତକେ ଗୁପ୍ତଚର ପଠାଇଲେ। ସମାନେେ ଏହି ଲୋକମାନଙ୍କୁ ଭଲ ଲୋକ ଭଳି ଛଳନା କରିବା ପାଇଁ କହିଥିଲେ। ସମାନେେ ଯୀଶୁଙ୍କ କହୁଥିବା କଥା ରେ କିଛି ଭୁଲ୍ ବିଷୟ ଖାଜେି ବାହାର କରିବାକୁ ଚାହୁଁଥିଲେ। କାରଣ ଯଦି ସମାନେେ ଯୀଶୁଙ୍କର କିଛି ଭୁଲ ଦେଖି ପାରିବେ, ତବେେ ସମାନେେ ଯୀଶୁଙ୍କ ଉପରେ ଅଧିକାର ଓ କ୍ଷମତା ରହିଥିବା ଶାସନକର୍ତ୍ତାଙ୍କ ହାତ ରେ ଯୀଶୁଙ୍କୁ ଦଇେ ଦବେେ।