ଲୂକଲିଖିତ ସୁସମାଚାର 1:14 · ଓଡ଼ିଆ ବାଇବେଲ
ତୁମ୍ଭେ ଅତ୍ଯନ୍ତ ଖୁସି ହବେ। ତାହାଙ୍କର ଜନ୍ମ ହତେୁ ବହୁତ ଲୋକ ଖୁସି ହବେେ।
Cross references
ଆଦି ପୁସ୍ତକ 21:6
ଏବଂ ସାରା କହିଲା, ପରମେେଶ୍ବର ମାେ ନିମନ୍ତେ ହସ କଲେ ଏବଂ ଯେ ଏହା ଶୁଣିବ ସେ ମଧ୍ଯ ହସିବ।
ହିତୋପଦେଶ 15:20
ଜ୍ଞାନୀ ପୁତ୍ର ପିତାର ଆହ୍ଲାଦ ଜନ୍ମାଏ, ମାତ୍ର ମୂର୍ଖ ପୁତ୍ର ଆପଣା ମାତାକୁ ତୁଚ୍ଛ କରେ।
ହିତୋପଦେଶ 23:15
ହେ ମାରେ ପୁତ୍ର, ତୁମ୍ଭର ମନ ଜ୍ଞାନୀ ହେଲେ, ମାରେ ବିଶଷେ ରେ ମାରେ ମନ ହୃଷ୍ଟ ହବେ।
ହିତୋପଦେଶ 23:24
ଧାର୍ମିକର ପିତା ଅତିଶଯ ଆନନ୍ଦ କରେ। ପୁଣି ଜ୍ଞାନୀ ସନ୍ତାନର ଜନ୍ମଦାତା ତାହା ହତେୁ ହୃଷ୍ଟ ହୁଏ।
ଯିରିମିୟ 20:15
ମାରେ ପିତାଙ୍କୁ ଯେଉଁ ବ୍ଯକ୍ତି ପୁତ୍ର ହବୋର ସମ୍ବାଦ ଦଇେ ଖୁସି କରାଇଥିଲା, ଏହା ଏକ ବାଳକ ସେ ମଧ୍ଯ ଶାପଗ୍ରସ୍ତ ହେଉ।
ଲୂକଲିଖିତ ସୁସମାଚାର 1:58
ତାହାଙ୍କର ପଡ଼ୋଶୀ ଓ ପରିବାରର ଲୋକେ ଶୁଣିଲେ ଯେ ପ୍ରଭୁ ତାହାଙ୍କ ଉପରେ ଅଶଷେ ଦୟା କରିଛନ୍ତି। ସମାନେେ ଏଲୀଶାବେଥଙ୍କ ପାଇଁ ଆନନ୍ଦିତ ହେଲେ।