Home Bibles ଲୂକଲିଖିତ ସୁସମାଚାର 7:17 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 7:17 · ଓଡ଼ିଆ ବାଇବେଲ

ଯୀଶୁଙ୍କ ବିଷୟ ରେ ଏହି ଖବର ୟିହୂଦା ଓ ଆଖପାଖ ସମସ୍ତ ଅଞ୍ଚଳ ରେ ପ୍ରଚାରିତ ହାଇଗେଲା।

Cross references

ମାଥିଉଲିଖିତ ସୁସମାଚାର 4:24

ସମଗ୍ର ସୁରିଯା ଦେଶ ରେ ତାହାଙ୍କର ସମାଗ୍ଭର ବ୍ଯାପିଗଲା। ଯେଉଁ ଲୋକମାନେ ବିଭିନ୍ନ ରୋଗ ଓ ଭୟଙ୍କର ପୀଡା ରେ ଭୋଗୁଥିଲେ, ଯାଉଁମାନଙ୍କୁ ଭୂତ କବଳିତ କରିଥିଲା, ଯେଉଁମାନେ ମୃର୍ଚ୍ଛା ରୋଗୀ ଓ ପକ୍ଷଘାତ ରୋଗୀ ଥିଲେ, ସମାନେେ ସମସ୍ତେ ଯୀଶୁଙ୍କ ପାଖକୁ ଆସିବାକୁ ଲାଗିଲେ। ଯୀଶୁ ସମାନଙ୍କେୁ ସୁସ୍ଥ କରି ଦେଲେ।

ମାଥିଉଲିଖିତ ସୁସମାଚାର 9:26

ଏ ଖବର ସହେି ଅଞ୍ଚଳ ସାରା ବ୍ଯାପିଗଲା।

ମାଥିଉଲିଖିତ ସୁସମାଚାର 9:31

କିନ୍ତୁ ଅନ୍ଧ ଦୁ ହେଁ ଓ ଖବର ସେ ଅଞ୍ଚଳ ସାରା ପ୍ରଚାର କରି ଦେଲେ।

ମାର୍କଲିଖିତ ସୁସମାଚାର 1:28

ତେଣୁ ଯୀଶୁଙ୍କ ବିଷୟ ରେ ଗାଲିଲୀ ଅଞ୍ଚଳର ଚାରିଆଡେ ଖୁବ୍ ଶୀଘ୍ର ଖବର ବ୍ଯାପିଗଲା।

ମାର୍କଲିଖିତ ସୁସମାଚାର 6:14

ରାଜା ହରେୋଦ ଯୀଶୁଙ୍କ ବିଷୟ ରେ ଶୁଣିଲେ। କାରଣ ବର୍ତ୍ତମାନ ଯୀଶୁଙ୍କ ଖ୍ଯାତି ଗ୍ଭରିଆଡେ ବ୍ଯାପି ଯାଇଥିଲା। କେତକେ ଲୋକ କହୁଥିଲେ, ଯୀଶୁ ହେଉଛନ୍ତି ବାପ୍ତିଜକ ଯୋହନ। ସେ ମୃତ୍ଯୁରୁ ପୁନରୂତ୍ଥିତ ହାଇେଛନ୍ତି। ସେଥି ଯୋଗୁଁ ସେ ଆଶ୍ଚର୍ୟ୍ଯକାର୍ୟ୍ଯ କରି ପାରୁଛନ୍ତି।

ଲୂକଲିଖିତ ସୁସମାଚାର 7:14

ଯୀଶୁ କୋକଇେ ପାଖକୁ ଯାଇ ତାହା ଛୁଇଁଲେ। କୋକଇେ କାନ୍ଧଇେ ନେଉଥିବା ଲୋକେ ଅଟକିଗଲେ। ଯୀଶୁ ମୃତ ପୁତ୍ରକୁ କହିଲେ, ୟୁବକ, ମୁଁ ତୁମ୍ଭକୁ କହୁଛି ଠିଆ ହୁଅ।

Interlinear

Choose Theme