Home Bibles ଲୂକଲିଖିତ ସୁସମାଚାର 7:18 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 7:18 · ଓଡ଼ିଆ ବାଇବେଲ

ଯୋହନଙ୍କ ଶିଷ୍ଯମାନେ ଯୋହନଙ୍କୁ ଏ ସମସ୍ତ ଖବର ଜଣାଇଲେ। ଯୋହନ ତାହାଙ୍କର ଦୁଇଜଣ ଶିଷ୍ଯଙ୍କୁ ଡକାଇଲେ।

Cross references

ମାଥିଉଲିଖିତ ସୁସମାଚାର 11:2

ପ୍ତିଜକ ଯୋହନ କାରାଗାର ରେ ଥିଲେ। ସେ ଯୀଶୁ ଖ୍ରୀଷ୍ଟଙ୍କ କାର୍ୟ୍ଯକଳାପ ବିଷୟ ରେ ଶୁଣିଲେ। ସେ ନିଜର କେତକେ ଶିଷ୍ଯଙ୍କୁ ଯୀଶୁଙ୍କ ପାଖକୁ ପଠାଇଲେ।

ଯୋହନଲିଖିତ ସୁସମାଚାର 3:26

ତେଣୁ ଶିଷ୍ଯମାନେ ଆସି ଯୋହନଙ୍କୁ କହିଲେ, ହେ ଗୁରୁ, ତୁମ୍ଭ ସହିତ ୟର୍ଦ୍ଦନ ନଦୀର ଆର ପାରି ରେ ଯେଉଁ ଲୋକ ଥିଲେ, ତାହାଙ୍କୁ ମନେ ପକାଅ। ତୁମ୍ଭେ ସହେି ଲୋକ ବିଷୟ ରେ ଲୋକମାନଙ୍କୁ କହିଥିଲ। ସହେି ଲୋକ ବାପ୍ତିସ୍ମ ଦେଉଛନ୍ତି ଓ ଅନକେ ଲୋକ ତାହାଙ୍କ ପାଖକୁ ଯାଉଛନ୍ତି।

Interlinear

Choose Theme