Cross references
ସମଗ୍ର ସୁରିଯା ଦେଶ ରେ ତାହାଙ୍କର ସମାଗ୍ଭର ବ୍ଯାପିଗଲା। ଯେଉଁ ଲୋକମାନେ ବିଭିନ୍ନ ରୋଗ ଓ ଭୟଙ୍କର ପୀଡା ରେ ଭୋଗୁଥିଲେ, ଯାଉଁମାନଙ୍କୁ ଭୂତ କବଳିତ କରିଥିଲା, ଯେଉଁମାନେ ମୃର୍ଚ୍ଛା ରୋଗୀ ଓ ପକ୍ଷଘାତ ରୋଗୀ ଥିଲେ, ସମାନେେ ସମସ୍ତେ ଯୀଶୁଙ୍କ ପାଖକୁ ଆସିବାକୁ ଲାଗିଲେ। ଯୀଶୁ ସମାନଙ୍କେୁ ସୁସ୍ଥ କରି ଦେଲେ।
ସହେି ସମୟରେ ଯୀଶୁଙ୍କ ବିଷୟ ରେ ଲୋକେ ଯାହା କଥାବାର୍ତ୍ତା ହେଉଥିଲେ, ତାହା ଗାଲିଲୀର ଶାସକ ହରେୋଦ ଶୁଣିଲେ।
ଲୋକଟି ସହେି ସ୍ଥାନ ଛାଡି ଚାଲିଗଲା ଓ ଯାହାକୁ ଦେଖିଲା ତାହାକୁ କହିଲା ଯେ, ଯୀଶୁ ତାହାକୁ ସୁସ୍ଥ କରି ଦଇେଛନ୍ତି। ତେଣୁ ଯୀଶୁଙ୍କ ବିଷୟ ରେ ଖବର ଗ୍ଭରିଆଡେ ବ୍ଯାପିବାକୁ ଲାଗିଲା। ଫଳ ରେ ଲୋକେ କାଳେ ଦେଖି ପକାଇବେ, ତେଣୁ ଯୀଶୁ କୌଣସି ନଗର ଭିତରକୁ ଆଉ ଯାଇ ପାରିଲେ ନାହିଁ। ସେ ଲୋକେ ରହୁ ନଥିବା ନିଛାଟିଆ ଜାଗାମାନଙ୍କ ରେ ରହିବାକୁ ଲାଗିଲେ। କିନ୍ତୁ ସମସ୍ତ ନଗରରୁ ଲୋକମାନେ ଯୀଶୁ ରହୁଥିବା ସ୍ଥାନକୁ ଆସିବାକୁ ଲାଗିଲେ।
ରାଜା ହରେୋଦ ଯୀଶୁଙ୍କ ବିଷୟ ରେ ଶୁଣିଲେ। କାରଣ ବର୍ତ୍ତମାନ ଯୀଶୁଙ୍କ ଖ୍ଯାତି ଗ୍ଭରିଆଡେ ବ୍ଯାପି ଯାଇଥିଲା। କେତକେ ଲୋକ କହୁଥିଲେ, ଯୀଶୁ ହେଉଛନ୍ତି ବାପ୍ତିଜକ ଯୋହନ। ସେ ମୃତ୍ଯୁରୁ ପୁନରୂତ୍ଥିତ ହାଇେଛନ୍ତି। ସେଥି ଯୋଗୁଁ ସେ ଆଶ୍ଚର୍ୟ୍ଯକାର୍ୟ୍ଯ କରି ପାରୁଛନ୍ତି।
ଯୀଶୁଙ୍କ ବିଷୟ ରେ ଏହି ଖବର ୟିହୂଦା ଓ ଆଖପାଖ ସମସ୍ତ ଅଞ୍ଚଳ ରେ ପ୍ରଚାରିତ ହାଇଗେଲା।
ରାଜା ଆଗ୍ରିପ୍ପା ଏସବୁ କଥା ଜାଣନ୍ତି। ତାହାଙ୍କୁ ଏହା ସ୍ପଷ୍ଟ ଭାବରେ କହି ପାରିବି, କାରଣ ମୁଁ ଜାଣେ ଯେ, ତାହାଙ୍କ ଦୃଷ୍ଟିରୁ ଏ ସମସ୍ତ ବିଷୟ ବାଦ୍ ଯାଇନାହିଁ, ଯେ ହତେୁ ଏହିସବୁ କୌଣସି ଗୁପ୍ତ ସ୍ଥାନ ରେ କରାଯାଇ ନାହିଁ।