Home Bibles ☰ Books ଲୂକଲିଖିତ ସୁସମାଚାର 6:7 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 6:7 · ଓଡ଼ିଆ ବାଇବେଲ

ବିଶ୍ରାମବାର ରେ ଯୀଶୁ କାହାରିକୁ ସୁସ୍ଥ କରି ଦେଉଛନ୍ତି କି ନାହିଁ ତାହା ଦେଖିବା ପାଇଁ ସଠାେରେ ଯିହୂଦୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ ଅପେକ୍ଷା କରି ରହିଥିଲେ। ସମାନେେ ଦେଖିବାକୁ ଚାହୁଁଥିଲେ ଯେ ଯୀଶୁ କିଛି ଭୁଲ କାମ କଲେ ସମାନେେ ତାହାଙ୍କୁ ଦୋଷୀ ସାବ୍ଯସ୍ତ କରିପାରିବେ।

Cross references

ଗୀତସଂହିତା 37:32

ଦୁଷ୍ଟ ଲୋକମାନେ ଧାର୍ମିକ ଲୋକମାନଙ୍କୁ ସବୁବେଳେ ମାରିବାକୁ ଜଗି ବସିଥାଆନ୍ତି।

ଗୀତସଂହିତା 38:12

ମାରେ ଶତ୍ରୁମାନେ ମାେ ବିଷଯରେ ଖରାପ କଥା କହନ୍ତି। ସମାନେେ ମିଛ ଓ ଗୁଜବ ସୃଷ୍ଟି କରନ୍ତି। ସମାନେେ ସବୁବେଳେ ମାେ ବିଷଯରେ ଆଲୋଚନା କରନ୍ତି।

ଯିଶାଇୟ 29:21

ସମାନେେ କଥା ରେ ଉତ୍ତମ ଲୋକଙ୍କୁ ଦୋଷୀ କରନ୍ତି। ନଗର ଦ୍ବାର ରେ ଦୋଷୟୁକ୍ତ କରିବାକୁ ଫାନ୍ଦ ବସାନ୍ତି ଓ ଅକାରଣ ରେ ଧାର୍ମିକ ପ୍ରତି ଅନ୍ଯାଯ କରନ୍ତି।

ଯିରିମିୟ 20:10

ମୁଁ ବହୁବାର ଅପବାଦ ଶୁଣିଅଛି। ମାରେ ଚତୁର୍ଦ୍ଦିଗ ରେ ଆଶଙ୍କା ଅଛି। ଏପରିକି ମାରେ ମିତ୍ରମାନେ ମଧ୍ଯ ମାରେ ଦୋଷ ଦେଖନ୍ତି ଓ ଲୋକମାନେ ମାରେ ତ୍ରୁଟିକୁ ଅପେକ୍ଷା କରନ୍ତି। ସମାନେେ ଅଭିଯୋଗ କରି କହନ୍ତି, ଆମ୍ଭମାନେେ ଯିରିମିୟଙ୍କ ବିରୁଦ୍ଧ ରେ ମିଥ୍ଯା ଓ ମନ୍ଦକଥା କହିବା, ତୁମ୍ଭମାନେେ ମଧ୍ଯ ତାହା କହିବ। ତାହା ହେଲେ ଆମ୍ଭମାନେେ ତାକୁ ପରାସ୍ତ କରିବା ଓ ତା' ଉପ ରେ ପ୍ରତିଶାଧେ ନଇେପାରିବା।

ମାଥିଉଲିଖିତ ସୁସମାଚାର 26:59

ଯୀଶୁଙ୍କୁ ଯେପରି ମୃତ୍ଯୁଦଣ୍ଡ ଦଇେ ପାରିବେ, ସେଥିପାଇଁ ପ୍ରଧାନଯାଜକ ଓ ସଂପୂର୍ଣ୍ଣ ଯିହୂଦୀମହାସଭା ଯୀଶୁଙ୍କ ବିହୁଦ୍ଧ ରେ କିଛି ମିଛ ଅଭିଯୋଗ ଖାଜେି ବାହାର କରିବାକୁ ଚେଷ୍ଟା କଲେ।

ମାର୍କଲିଖିତ ସୁସମାଚାର 3:2

ସଠାେରେ କେତକେ ଲୋକ ଜଗି ରହିଥିଲେ ଯେ ଯଦି ଯୀଶୁ ସେ ଲୋକଟିକୁ ବିଶ୍ରାମ ଦିବସ ରେ ସୁସ୍ଥ କରି ଦବେେ, ତବେେ ସମାନେେ ଯୀଶୁଙ୍କ ଦୋଷାରୋପ କରିବାକୁ ସୁଯୋଗ ପାଇବେ।

ଲୂକଲିଖିତ ସୁସମାଚାର 11:53

ଯୀଶୁ ସେ ସ୍ଥାନ ଛାଡି ଚାଲି ଯାଉଥିବା ସମୟରେ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ ଯୀଶୁଙ୍କୁ ଅନକେ କଷ୍ଟ ଦବୋ ଆରମ୍ଭ କରି ଦେଲେ। ସମାନେେ ଯୀଶୁଙ୍କୁ ଅନକେ ବିଷୟ ରେ ପ୍ରଶ୍ନମାନ ପଚାରି ତାହାଙ୍କଠାରୁ ଉତ୍ତର ଚାହୁଁଥିଲେ।

ଲୂକଲିଖିତ ସୁସମାଚାର 13:14

ଯୀଶୁ ବିଶ୍ରାମ ବାର ରେ ସ୍ତ୍ରୀ ଲୋକଟିକୁ ସୁସ୍ଥ କରିଦବୋରୁ ଯିହୂଦୀ ପ୍ରାର୍ଥନାଗୃହର ନେତା ରାଗିଗଲେ। ନେତା ଜଣକ ଲୋକମାନଙ୍କୁ କହିଲେ, ସପ୍ତାହ ରେ କାମ କରିବାକୁ ଛଅ ଦିନ ରହିଛି। ତେଣୁ ତୁମ୍ଭମାନେେ ସୁସ୍ଥ ହବୋ ପାଇଁ ସେ ଭିତରୁ କୌଣସି ଦିନ ଆସ। ବିଶ୍ରାମବାର ରେ କବେେ ହେଲେ ସୁସ୍ଥ ହବୋପାଇଁ ଆସନାହିଁ।

ଲୂକଲିଖିତ ସୁସମାଚାର 14:1

ଗୋଟିଏ ବିଶ୍ରାମବାର ରେ ଯୀଶୁ ଜଣେ ପ୍ରଧାନ ଫାରୂଶୀଙ୍କ ଘରକୁ ତାହାଙ୍କ ସହିତ ଏକାଠି ଖାଇବା ପାଇଁ ଗଲେ। ସଠାେରେ ଥିବା ପ୍ରେତ୍ୟକକ ଲୋକ ଯୀଶୁଙ୍କୁ ସତର୍କତାର ସହିତ ଲକ୍ଷ୍ଯ କରୁଥିଲେ।

ଲୂକଲିଖିତ ସୁସମାଚାର 20:20

ତେଣୁ ଧର୍ମଶାସ୍ତ୍ରୀ ଏବଂ ଯାଜକମାନେ ଯୀଶୁଙ୍କୁ ଫାନ୍ଦ ରେ ପକାଇବା ପାଇଁ ଉପୟୁକ୍ତ ସମୟ ଅପେକ୍ଷା ରେ ରହିଲେ। ସମାନେେ ଯୀଶୁଙ୍କ ପାଖକୁ କେତକେ ଗୁପ୍ତଚର ପଠାଇଲେ। ସମାନେେ ଏହି ଲୋକମାନଙ୍କୁ ଭଲ ଲୋକ ଭଳି ଛଳନା କରିବା ପାଇଁ କହିଥିଲେ। ସମାନେେ ଯୀଶୁଙ୍କ କହୁଥିବା କଥା ରେ କିଛି ଭୁଲ୍ ବିଷୟ ଖାଜେି ବାହାର କରିବାକୁ ଚାହୁଁଥିଲେ। କାରଣ ଯଦି ସମାନେେ ଯୀଶୁଙ୍କର କିଛି ଭୁଲ ଦେଖି ପାରିବେ, ତବେେ ସମାନେେ ଯୀଶୁଙ୍କ ଉପରେ ଅଧିକାର ଓ କ୍ଷମତା ରହିଥିବା ଶାସନକର୍ତ୍ତାଙ୍କ ହାତ ରେ ଯୀଶୁଙ୍କୁ ଦଇେ ଦବେେ।

ଯୋହନଲିଖିତ ସୁସମାଚାର 5:10

ତେଣୁ ଯିହୂଦୀମାନେ ସୁସ୍ଥ ହାଇେଥିବା ଲୋକକୁ କହିଲେ, ଆଜି ବିଶ୍ରାମବାର। ବିଶ୍ରାମବାର ରେ ତୁମ୍ଭେ ବିଛଣା ବୋହି ନଇେ ୟିବା ଆମ୍ଭର ନିୟମ ବିରୁଦ୍ଧ କାର୍ୟ୍ଯ।

ଯୋହନଲିଖିତ ସୁସମାଚାର 9:16

କେତକେ ଫାରୂଶୀମାନେ କହିଲେ, ଏ ଲୋକ ବିଶ୍ରାମବାରର ନିୟମ ମାନୁ ନାହିଁ। ତେଣୁ ସେ ପରମେଶ୍ବରଙ୍କ ପାଖରୁ ଆସି ନାହିଁ।

ଯୋହନଲିଖିତ ସୁସମାଚାର 9:26

ଯିହୂଦୀ ନେତାମାନେ ପଚାରିଲେ, ସେ ତୁମକୁ କ'ଣ କଲା? ସେ ତୁମ ଆଖିକୁ କିପରି ଭଲ କରି ଦଲୋ?

Interlinear

Choose Theme