Home Bibles ଯୋହନଲିଖିତ ସୁସମାଚାର 9:26 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 9:26 · ଓଡ଼ିଆ ବାଇବେଲ

ଯିହୂଦୀ ନେତାମାନେ ପଚାରିଲେ, ସେ ତୁମକୁ କ'ଣ କଲା? ସେ ତୁମ ଆଖିକୁ କିପରି ଭଲ କରି ଦଲୋ?

Cross references

ହିତୋପଦେଶ 26:5

ମୂର୍ଖକୁ ତା'ର ଅଜ୍ଞାନତାନୁସା ରେ ଉତ୍ତର ଦିଅ। ନୋହିଲେ ସେ ଆପଣା ଦୃଷ୍ଟି ରେ ଆପଣାକୁ ଜ୍ଞାନୀ ବୋଧ କରିବ।

ଯିରିମିୟ 36:17

ପୁଣି ସମାନେେ ବାରୂକକୁ ପଚାରିଲେ, ତୁମ୍ଭେ ଏହି ପୁସ୍ତକରେ ଯାହା ଲେଖିଛ କେଉଁଠାରୁ ତାହା ଶୁଣିଲ ? ତୁମ୍ଭେ କ'ଣ ଯିରିମିୟଙ୍କଠାରୁ ଏହା ଶୁଣି ଲେଖିଅଛ ?

ଲୂକଲିଖିତ ସୁସମାଚାର 6:7

ବିଶ୍ରାମବାର ରେ ଯୀଶୁ କାହାରିକୁ ସୁସ୍ଥ କରି ଦେଉଛନ୍ତି କି ନାହିଁ ତାହା ଦେଖିବା ପାଇଁ ସଠାେରେ ଯିହୂଦୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ ଅପେକ୍ଷା କରି ରହିଥିଲେ। ସମାନେେ ଦେଖିବାକୁ ଚାହୁଁଥିଲେ ଯେ ଯୀଶୁ କିଛି ଭୁଲ କାମ କଲେ ସମାନେେ ତାହାଙ୍କୁ ଦୋଷୀ ସାବ୍ଯସ୍ତ କରିପାରିବେ।

ଯୋହନଲିଖିତ ସୁସମାଚାର 9:10

ଲୋକମାନେ ତାକୁ ପଚାରିଲେ, କ'ଣ ହେଲା? ତୁମ୍ଭେ କିପରି ଦୃଷ୍ଟି ଶକ୍ତି ପାଇଲ?

ଯୋହନଲିଖିତ ସୁସମାଚାର 9:15

ତେଣୁ ଫାରୂଶୀମାନେ ମଧ୍ଯ ସେ ଲୋକକୁ ପଚାରିଲେ. ତୁମ୍ଭେ କିପରି ଦୃଷ୍ଟିଶକ୍ତି ପାଇଲ?

Interlinear

Choose Theme