କିନ୍ତୁ ଯେଉଁ ଲୋକ ମାରେଉପଦେଶ ଶୁଣେ, କିନ୍ତୁ ତାହା ମାନେ ନାହିଁ, ସେ ଲୋକ ମୁଳଦୁଆ ନପକାଇ କବଳେ ବାଲି ଉପରେ ଘର ତୋଳୁଥିବା ଲୋକଟିଏ ପରି। ଯେତବେେଳେ ବଢି ଆ ସେ, ଘରଟି ଅତି ସହଜ ରେ ପଡିଯାଏ ଏବଂ ସଂପୂର୍ଣ୍ଣ ରୂପେ ନଷ୍ଟ ହାଇଯୋଏ।
Cross references
ସହେି ଜଣେ ୟିଏ ନିର୍ଦ୍ଦୋଶ ଭାବରେ ଜୀବନ ୟାପନ କରେ, ସେ ନଜକୁ ରକ୍ଷା କରେ। କିନ୍ତୁ ଜଣେ ୟିଏ ତା'ର ନଜ ପଥକୁ ବିପଥରେ ନିଏ ସେ ଅକସ୍ମାତ ପଡ଼ିୟିବ।
ତୁମ୍ଭେ ସଦାପ୍ରଭୁଙ୍କ ନାମ ରେ ଆମ୍ଭମାନଙ୍କୁ ଯେଉଁ କଥା କହିଅଛ, ତୁମ୍ଭର ସହେି କଥା ଆମ୍ଭମାନେେ ଶୁଣିବୁ ନାହିଁ।
ଏବଂ ସମାନେେ ମାେ ଲୋକପରି ତୁମ୍ଭ ନିକଟକୁ ଆସନ୍ତି। ମାେ ଲୋକପରି ସମାନେେ ତୁମ୍ଭ ସମ୍ମୁଖ ରେ ବସନ୍ତି ଓ ତୁମ୍ଭ କଥା ଶୁଣନ୍ତି। କିନ୍ତୁ ସମାନେେ ମାେ କଥା ମାନନ୍ତି ନାହିଁ। କାରଣ ସମାନେେ କବଳେ ତାହା କରନ୍ତି, ଯାହା ସମାନେେ କରିବାକୁ ଚାହାଁନ୍ତି। ଏବଂ ସମାନଙ୍କେ ହୃଦଯ ଅସାଧୁ ଲାଭ ପାଇଁ ଲୋଭି ଅଟେ।
ଆମ୍ଭେ ତୁମ୍ଭର ସହେି ଗଣିକା କନ୍ଯାମାନଙ୍କୁ କି ୟୌନ ଭୋଗୀ ପାପିଣୀ ବୋହୂମାନଙ୍କୁ ଦୋଷ ଦଇେ ପାରୁନାହୁଁ। ଲୋକମାନେ ୟାଇ ଗଣିକାମାନଙ୍କ ସହିତ ଶଯନ କରନ୍ତି। ସମାନେେ ସହେି ମନ୍ଦିରର ଗଣିକାମାନଙ୍କ ସହିତ ମନ୍ଦିର ରେ ବଳିଦାନ ଉତ୍ସର୍ଗ କରନ୍ତି। ତେଣୁ ସେ ନିର୍ବୋଧମାନେ ନିଜେ ନିଜକୁ ନଷ୍ଟ କରୁଛନ୍ତି।
ଯେତବେେଳେ ଗୋଟିଏ ଭୂତ କୌଣସି ଲୋକଦହରେୁ ବାହାରି ଗ୍ଭଲି ଆ ସେ, ସେତବେେଳେ ସେ ପଥଭ୍ରଷ୍ଟ ହାଇେ ବିଶ୍ରାମ ନବୋପାଇଁ ଶୁଖିଲା ଜାଗାଟିଏ ଖୋଚି ବୁଲେ। କିନ୍ତୁ ସଭେଳି ଜାଗାଟିଏ ତାକୁ ମିଳନୋହିଁ।
ପଥୁରିଆ ଜାଗା ରେ ବୁଣାଯାଇଥିବା ବୀଜର ଅର୍ଥ କ'ଣ? ବୀଜଟି ଠିକ୍ ସହେି ଲୋକପରି, ଯେ ସୁସମାଚାର ଶୁଣେ ଏବଂ ଆନନ୍ଦର ସହିତ ତାହା ସଙ୍ଗେ ସଙ୍ଗେ ଗ୍ରହଣ କରିନିଏ।
ପୁଅ କହିଲା, 'ମୁଁ ୟିବି ନାହିଁ।' କିନ୍ତୁ ପରେ ସେ ନିଜର ମନ ବଦଳାଇ ଗଲା।
ତେଣୁ ସମାନେେ ଯାହାସବୁ କହୁଛନ୍ତି, ତାହା ତୁମ୍ଭେ ମାନିବା ଉଚ଼ିତ। ତୁମ୍ଭକୁ ସମାନେେ ଯାହାସବୁ କରିବାକୁ କହୁଛନ୍ତି, ତୁମ୍ଭେ ତାହା କରିବା ଉଚ଼ିତ। କିନ୍ତୁ ସମାନେେ ଯାହାସବୁ କରୁଛନ୍ତି, ତୁମ୍ଭେ ତାହା କରନାହିଁ। କାରଣ ସମାନେେ ଯାହାସବୁ କହନ୍ତି, ନିଜେ ତାକୁ କାର୍ୟ୍ଯ ରେ କବେେ କରନ୍ତି ନାହିଁ।
ସେତବେେଳେ ଅନକେ ବିଶ୍ବସୀ ଲୋକ ବିଶ୍ବାସ ହ ରଇେ ବସିବେ। ସମାନେେ ପରସ୍ପରର ବିରୋଧୀ ହବେ ଓ ପରସ୍ପରକୁ ଘୃଣା କରିବେ।
କିନ୍ତୁ ତାହାର ଚରେ ତାହାଙ୍କ ହୃଦୟର ଗଭୀରତା ରେ ପ୍ରବେଶ କରି ପା ରେ ନାହିଁ। କବଳେ କିଛି କ୍ଷଣ ପାଇଁ ସମାନେେ ବାକ୍ଯକୁ ଧରି ରଖନ୍ତି। ପରେ ଯେତବେେଳେ ବାକ୍ଯ ୟୋଗୁ ବିପଦ ଆ ସେ ବା ସମାନେେ ନିର୍ୟ୍ଯାତିତ ହୁଅନ୍ତି, ସେତବେେଳେ ସମାନେେ ତୁରନ୍ତ ବିଶ୍ବାସ ପରିତ୍ଯାଗ କରନ୍ତି।
ତୁମ୍ଭମାନେେ ମାେତେ କାହିଁକି 'ପ୍ରଭୁ', ପ୍ରଭୁ ବୋଲି ଡାକୁଛ? କିନ୍ତୁ ମୁଁ ଯାହା କହୁଛି, ତୁମ୍ଭମାନେେ ତ ତାହା କରୁ ନାହଁ?
ଜଣେ କୃଷକ ବୀଜ ବୁଣିବାକୁ ବାହାରିଲା। ସେ ବୀଜ ବୁଣିଲା ବେଳେ କିଛି ବୀଜ ରାସ୍ତା କଡ ରେ ଯାଇ ପଡିଲା। ଏହି ବୀଜଗୁଡିକ ଲୋକଙ୍କ ପାଦ ରେ ଚକଟି ହାଇଗେଲା ଓ ଚଢଇମାନେେ ସଗେୁଡିକୁ ଖାଇଗଲେ।
ମୁଁ ତୁମ୍ଭମାନଙ୍କୁ କହୁଛି ଯେ ବିଚାର ହବୋ ଦିନ ସହେି ନଗରର ଲୋକମନଙ୍କର ଦଶା ସଦୋମର ଲୋକମାନଙ୍କ ଦଶା ଅପେକ୍ଷା ଅଧିକ ଖରାପ ହବେ।
ଯେତବେେଳେ କୌଣସି ଭୂତ କୌଣସି ମଣିଷ ଦହରେୁ ବାହାରି ଆ ସେ, ସେତବେେଳେ ସହେି ଆତ୍ମା ବିଶ୍ରାମ ସ୍ଥାନ ଖାଜେି ଖାଜେି ଶୁଖିଲା ଜାଗାସବୁ ରେ ବୁଲେ। କିନ୍ତୁ ସେ ବିଶ୍ରାମ ନବେକେୁ ଜାଗା ଟିକିଏ ନ ପାଇଲେ କୁ ହେ, 'ମୁଁ ଯେଉଁଠାରୁ ଆସିଛି, ପୁଣି ସହେି ଘରକୁ ଫରେିୟିବି।'
ଯେଉଁ ସବେକ ଆଗରୁ ଜାଣିଥାଏ ଯେ, ମାଲିକଙ୍କ ଇଚ୍ଛା କ'ଣ କିନ୍ତୁ ସେଥିପାଇଁ ଆଦୌ ତତ୍ପର ହୁଏନାହିଁ, କିମ୍ବା ମାଲିକଙ୍କ ଇଚ୍ଛା ଅନୁସାରେ କାମ କରନେି, ସହେିଭଳି ସବେକକୁ ଭୀଷଣ ଦଣ୍ଡ ଦିଆୟିବ।
ସହେି ବ୍ଯକ୍ତିଙ୍କୁ ସେ ରାଜ୍ଯର ନାଗରିକମାନେ ଘୃଣା କରୁଥିଲେ। ତେଣୁ ସମାନେେ ତାହାଙ୍କ ପଛ ରେ ଦଳେ ଲୋକଙ୍କୁ ସଠାେକୁ ପଠାଇଲେ। ସଠାେକୁ ଯାଇ ଏହି ଦଳର ଲୋକମାନେ କହିଲେ, 'ଆମ୍ଭେ ଚାହୁଁନା ଯେ, ସହେି ବ୍ଯକ୍ତି ଆମ୍ଭମାନଙ୍କର ରାଜା ହୁଅନ୍ତୁ।'
ବର୍ତ୍ତମାନ ମାରେଶତୃମାନେ କାହାଁନ୍ତି? ମୁଁ ସମାନଙ୍କେର ରାଜା ନହୁଏ ବୋଲି ଯେଉଁମାନେ ଚାହୁଁଥିଲେ। ସମାନେେ କାହାଁନ୍ତି? ମାେ ଶତୃମାନଙ୍କୁ ଏଠାକୁ ଆଣ। ସମାନଙ୍କେୁ ମାେ ଆଖି ଆଗ ରେ ମାରିଦିଅ।'
ମାଠାେ ରେ ଥିବା ଯେଉଁ ଶାଖା ରେ ଫଳ ଫଳେ ନାହିଁ, ସେ ତାକୁ କାଟିଦିଅନ୍ତି। ଯେଉଁ ଶାଖା ରେ ଫଳ ଫଳି ଥାଏ, ସେ ସଗେୁଡିକ ଆହୁରି ଅଧିକ ଫଳ ପ୍ରଦାନ କରିବା ପାଇଁ ଅଗ କଟାକଟି କରି ପରିଷ୍କାର କରନ୍ତି।
ମୁଁ ଜାଣେ, ମାେ ଗଲାପରେ ଜଙ୍ଗଲୀ ଗଧିଆ ତୁମ୍ଭମାନଙ୍କ ମଧ୍ଯକୁ ଆସିବେ। ସମାନେେ ଏହି ମଷେ ପଲକୁ ନଷ୍ଟ କରିବାପାଇଁ ଚେ଼ଷ୍ଟା କରିବେ।
ମୁଁ ସମାନଙ୍କେୁ ଖ୍ରୀଷ୍ଟଙ୍କ ବିରୁଦ୍ଧ ରେ କହିବା ପାଇଁ ବାଧ୍ଯ କରିଥିଲି। ମୁଁ ସମାନଙ୍କେ ବିରୁଦ୍ଧ ରେ ଏତେ ଭୀଷଣ ଭାବରେ ରାଗି ଯାଇଥିଲି ଯେ ସମାନଙ୍କେୁ ଅତ୍ଯାଚ଼ାର କରିବା ପାଇଁ ବିଦେଶୀ ନଗରଗୁଡ଼ିକୁ ମଧ୍ଯ ଯାଇଥିଲି।
ତୁମ୍ଭମାନଙ୍କ ବିଶ୍ବାସ ବିଷୟ ରେ ଜାଣି ପାରିବା ଉଦ୍ଦେଶ୍ଯ ରେ ମୁଁ ତୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇଥିଲି। ଅଧିକ ଅପେକ୍ଷା କରିବାକୁ ର୍ଧୈୟ୍ଯ ନ ଥିବାରୁ, ମୁଁ ତାହାଙ୍କୁ ପଠାଇଥିଲି। ମାରେ ଭୟ ଥିଲା ଯେ, କାଳେ ପ୍ରଲୋଭନକାରୀ ଶୟତାନ ତୁମ୍ଭମାନଙ୍କୁ ପ୍ରଲୋଭନ ଦ୍ବାରା ପରାଜିତ କରିଥିବ। ତା' ହେଲେ ଆମ୍ଭର କଠାେର ପରିଶ୍ରମ ବ୍ଯର୍ଥ ହାଇଯେିବ।
ସତ୍ଯକୁ ଜାଣିଲା ପରେ ମଧ୍ଯ ଯଦି ଆମ୍ଭେ ପାପକାମ କରି ଚାଲିବା ପାଇଁ ଇଚ୍ଛା କରିବା, ତା' ହେଲେ ସିଦ୍ଧାନ୍ତ ନେଉ, ପାପ ହରଣ କରିବା ପାଇଁ ଆଉ କୌଣସି ବଳିଦାନ ନାହିଁ।
ପରମେଶ୍ବରଙ୍କ ଶିକ୍ଷାଗୁଡ଼ିକ ପାଳନ କର, କବଳେ ଯେ ଶୁଣିବ ତାହା ନୁହେଁ, କିନ୍ତୁ କାର୍ୟ୍ଯ ରେ ଦଖାଇବୋ ଦରକାର। କବଳେ ବସି ରହି ଶୁଣିବା ଦ୍ବାରା ତୁମ୍ଭେ ପ୍ରକୃତ ରେ ନିଜକୁ ଠକୁଛ।
ବିଶ୍ବାସ ବିଷୟ ରେ ମଧ୍ଯ ଠିକ୍ ସହେି କଥା ଅଟେ। ଯଦି ବିଶ୍ବାସ କିଛି କାର୍ୟ୍ଯ ଉତ୍ପନ୍ନ ନ କରେ, ତବେେ ସେ ବିଶ୍ବାସ ମୃତ ଅଟେ।
ଯେ ହତେୁ ଏହି ଆଶୀର୍ବାଦଗୁଡ଼ିକ ତୁମ୍ଭଠା ରେ ଅଛି, ତେଣୁ ତୁମ୍ଭେ ନିଜ ଜୀବନ ରେ ଏଗୁଡ଼ିକ ଅଧିକ ପାଇବା ପାଇଁ ପାରୁପର୍ୟ୍ଯନ୍ତ ପରିଶ୍ରମ କରିବା ଉଚିତ। ନିଜ ବିଶ୍ବାସ ରେ ଉତ୍ତମ ଗୁଣ, ନିଜ ଉତ୍ତମଗୁଣ ରେ ଜ୍ଞାନ,
ସହେି ଲୋକମାନଙ୍କୁ ସଂସାରର ମନ୍ଦ ବିଷୟରୁ ମୁକ୍ତ କରାଯାଇଥିଲା। ଆମ୍ଭର ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଦ୍ବାରା ସମାନେେ ମୁକ୍ତି ପାଇଥିଲେ। କିନ୍ତୁ ଯଦି ସମାନେେ ପୁନର୍ବାର ମନ୍ଦ ବିଷୟଗୁଡ଼ିକ ପ୍ରତି ଆକର୍ଷିତ ହାଇେ ତାହାର ବନ୍ଧନ ରେ ବାନ୍ଧି ହାଇଯେିବେ, ତବେେ ସମାନଙ୍କେ ପୂର୍ବ ଅବସ୍ଥାଠାରୁ ବର୍ତ୍ତମାନର ଅବସ୍ଥା ଆହୁରି ଅଧିକ ଖରାପ ହବେ।
ଆମ୍ଭେ ଯଦି ପରମେଶ୍ବରଙ୍କର ଆଜ୍ଞା ପାଳନ କରୁ, ତବେେ ଆମ୍ଭମାନେେ ସୁନିଶ୍ଚିତ ଯେ, ଆମ୍ଭେ ପ୍ରକୃତ ରେ ତାହାଙ୍କୁ ଜାଣିଛୁ।
ଏହି ଖ୍ରୀଷ୍ଟଙ୍କ ଶତ୍ରୁମାନେ ଆମ୍ଭ ଦଳ ରେ ଥିଲେ, ମାତ୍ର ଆମ୍ଭକୁ ଛାଡ଼ି ଚାଲିଗଲେ। ସମାନେେ ପ୍ରକୃତ ରେ ଆମ୍ଭ ନିଜର ନ ଥିଲେ। ଯଦି ସମାନେେ ଆମ୍ଭ ନିଜର ହାଇେଥାନ୍ତେ, ତବେେ ସମାନେେ ଆମ୍ଭ ସହିତ ରହିଥାନ୍ତେ। ସମାନେେ ଆମ୍ଭକୁ ଛାଡ଼ି ଚାଲିଗଲେ ତେଣୁ, ଏହା ସ୍ପଷ୍ଟ ରୂପେ ପ୍ରକାଶ ପାଇଲା ଯେ, ସମାନେେ ପ୍ରକୃତ ରେ ଆମ୍ଭର ନୁହଁନ୍ତି।