ବିଶ୍ବାସ ବିଷୟ ରେ ମଧ୍ଯ ଠିକ୍ ସହେି କଥା ଅଟେ। ଯଦି ବିଶ୍ବାସ କିଛି କାର୍ୟ୍ଯ ଉତ୍ପନ୍ନ ନ କରେ, ତବେେ ସେ ବିଶ୍ବାସ ମୃତ ଅଟେ।
Cross references
ଯଦି ମୁଁ ମାରେ ସମସ୍ତ ସମ୍ପତ୍ତି ଦରିଦ୍ରକୁ ଖୁଆଇବା ପାଇଁ ଦାନ କରି ଦଇପୋ ରେ, ବା ନିଜ ଶରୀରକୁ ଦଗ୍ଧ ହବୋ ପାଇଁ ସମର୍ପଣ କରି ଦଇପୋ ରେ, ମାତ୍ର ମାହେର ପ୍ ରମେ ନ ଥାଏ, ତବେେ ମୁଁ କିଛି ପାଇବି ନାହିଁ।
ଅତଏବ ବିଶ୍ବାସ, ଭରସା ଓ ପ୍ ରମେ ସ୍ଥାଯୀ ଅଟେ। ଉକ୍ତ ତିନୋଟି ମଧ୍ଯରୁ ପ୍ ରମେ ହେଉଛି ସର୍ବୋତ୍କୃଷ୍ଟ।
ଆମ୍ଭମାନଙ୍କର ପରମପିତା ପରମେଶ୍ବରଙ୍କୁ ଆମ୍ଭ ପ୍ରାର୍ଥନା ରେ ନିବଦନେ କଲା ବେଳେ ତୁମ୍ଭମାନେେ ତୁମ୍ଭମାନଙ୍କର ବିଶ୍ବାସ ହତେୁ ଯାହା କରିଛ, ସେଥିପାଇଁ ତାଙ୍କୁ ଧନ୍ଯବାଦ ଦେଉ। ତୁମ୍ଭମାନେେ ତୁମ୍ଭମାନଙ୍କର ପ୍ ରମେ ହତେୁ ଯେଉଁ କାର୍ୟ୍ଯ କରିଛ, ସେଥିପାଇଁ ତାହାଙ୍କୁ ଧନ୍ଯବାଦ ଦେଉ। ଏବଂ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠା ରେ ତୁମ୍ଭମାନଙ୍କ ଭରସା ହତେୁ ତୁମ୍ଭମାନେେ ଦୃଢ଼ ହାଇେ ରହିଛ ବୋଲି ଆମ୍ଭେ ତାଙ୍କୁ ସର୍ବଦା ଧନ୍ଯବାଦ ଅର୍ପଣ କରୁଛୁ।
ଏହି ପ୍ ରମେ ପାଇବା ଲାଗି ଲୋକଙ୍କର ପବିତ୍ର ହୃଦୟ ଥିବା ଆବଶ୍ଯକ ଓ ସମାନେେ ଯାହା ଠିକ୍ ବୋଲି ଜାଣନ୍ତି ତାହା ନିଶ୍ଚୟ କରିବା ଦରକାର ଏବଂ ସମାନଙ୍କେ ସତ୍ଯ ବିଶ୍ବାସ ତାହାଙ୍କଠା ରେ ଥିବା ଦରକାର।
ମାେ ଭାଇ ଓ ଭଉଣୀମାନେ !ଯଦି ଜଣେ କୁ ହେ, ଯେ, ସେ ଜଣେ ବିଶ୍ବାସୀ, କିନ୍ତୁ କିଛି କର୍ମ କରେ ନାହିଁ, ତା ହେଲେ ତାହାର ବିଶ୍ବାସ ମୂଲ୍ଯହୀନ। କ'ଣ ଏହି ଭଳି ବିଶ୍ବାସ ତାହାକୁ ରକ୍ଷା କରିପାରିବ ? ନା !
ତୁମ୍ଭେ ବିଶ୍ବାସ କର ଯେ, କବଳେ ଜଣେ ପରମେଶ୍ବର ଅଛନ୍ତି ; ଭଲ କଥା କିନ୍ତୁ ଭୂତମାନେ ମଧ୍ଯ ଏହା ବିଶ୍ବାସ କରନ୍ତି ଓ ଭୟ ରେ ଥରହର ହୁଅନ୍ତି।
ଆତ୍ମା ନ ଥିଲେ ଜଣେ ମନୁଷ୍ଯର ଶରୀରଟି ମୃତ ହାଇଯୋଏ। ସହେିପରି ବିଶ୍ବାସ ବିଷୟ ରେ ମଧ୍ଯ ଏହି କଥାଟି ସତ। କର୍ମ ନ ଥିଲେ ବିଶ୍ବାସ ମୃତ ଅଟେ।
ଯେ ହତେୁ ଏହି ଆଶୀର୍ବାଦଗୁଡ଼ିକ ତୁମ୍ଭଠା ରେ ଅଛି, ତେଣୁ ତୁମ୍ଭେ ନିଜ ଜୀବନ ରେ ଏଗୁଡ଼ିକ ଅଧିକ ପାଇବା ପାଇଁ ପାରୁପର୍ୟ୍ଯନ୍ତ ପରିଶ୍ରମ କରିବା ଉଚିତ। ନିଜ ବିଶ୍ବାସ ରେ ଉତ୍ତମ ଗୁଣ, ନିଜ ଉତ୍ତମଗୁଣ ରେ ଜ୍ଞାନ,