Home Bibles ଲୂକଲିଖିତ ସୁସମାଚାର 6:36 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 6:36 · ଓଡ଼ିଆ ବାଇବେଲ

ତୁମ୍ଭମାନଙ୍କର ପରମପିତା ଯେଉଁଭଳି ତୁମ୍ଭମାନଙ୍କୁ ପ୍ ରମେ ଦଖାେନ୍ତି ଓ ଦୟା କରନ୍ତି, ତୁମ୍ଭମାନେେ ମଧ୍ଯ, ସହେିଭଳି ଅନ୍ୟମାନଙ୍କୁ ଦୟା ଦଖାେଅ ଓ ପ୍ ରମେ କର।

Cross references

ମାଥିଉଲିଖିତ ସୁସମାଚାର 5:48

ଏଣୁ ସ୍ବର୍ଗ ରେ ରହୁଥିବା ତୁମ୍ଭର ପରମପିତା ଯେପରି ସିଦ୍ଧ, ତୁମ୍ଭମାନେେ ମଧ୍ଯ ସହେିପରି ସିଦ୍ଧ ହୁଅ।

ଏଫିସୀୟଙ୍କ ପ୍ରତି ପତ୍ର 4:31

କବେେ ହେଲ କଟୁ ହୁଅ ନାହିଁ, ରାଗ ନାହିଁ କୋର୍ଧ କର ନାହିଁ, ଉତ୍ତଜେିତ ହୁଅ ନାହିଁ। କୋରଧ ରେ ପାଟି କର ନାହିଁ, ବା ଅନ୍ୟମାନଙ୍କୁ ଆଘାତ ଦଲୋଭଳି କଥା କୁହ ନାହିଁ। କବେେ ହେଲ ମନ୍ଦ କାମ କର ନାହିଁ।

ଏଫିସୀୟଙ୍କ ପ୍ରତି ପତ୍ର 5:1

ତୁମ୍ଭମାନେେ ପରମେଶ୍ବରଙ୍କ ପ୍ରିୟ ସନ୍ତାନ। ଅତଏବ ପରମେଶ୍ବରଙ୍କ ଭଳି ହବୋକୁ ଚେଷ୍ଟା କର।

ପିତରଙ୍କ ପ୍ରଥମ ପତ୍ 1:15

ନିଜେ କରୁଥିବା ସମସ୍ତ କାମ ରେ, ପରମେଶ୍ବର ଯେପରି ପବିତ୍ର, ସହେିପରି ପବିତ୍ର ହୁଅ। ପରମେଶ୍ବର ହିଁ ତୁମ୍ଭକୁ ଆହ୍ବାନ କରିଥିଲେ।

Interlinear

Choose Theme