ସହେି ଅଞ୍ଚଳର ସବୁ ସ୍ଥାନ ରେ ଯୀଶୁଙ୍କ ବିଷୟ ରେ ଏହି ଖବର ବ୍ଯାପିଗଲା।
Cross references
ଆମ୍ଭର ଦାସକୁ ଦେଖ, ସେ ସୁବିବଚେନା ପୂର୍ବକ ବ୍ଯବହାର କରିବେ। ସେ ଉନ୍ନତ, ଉଚ୍ଚପଦ ପ୍ରାପ୍ତ ଓ ମହିମାନ୍ବିତ ହବେେ।
ଯୀଶୁ ଯୀହୂଦୀ ସମାଜଗୃହ ମାନଙ୍କ ରେ ସ୍ବର୍ଗ ରାଜ୍ଯ ରେ ସୁସମାଗ୍ଭର ପ୍ରଗ୍ଭର କରି ଓ ଲୋକଙ୍କର ସମସ୍ତ ପ୍ରକାର ରୋଗ ଓ ପୀଡା ଦୂରକରି ସମଗ୍ର ଗାଲିଲୀ ରାଜ୍ଯ ରେ ଭ୍ରମଣ କଲେ।
ଏ ଖବର ସହେି ଅଞ୍ଚଳ ସାରା ବ୍ଯାପିଗଲା।
ତେଣୁ ଯୀଶୁଙ୍କ ବିଷୟ ରେ ଗାଲିଲୀ ଅଞ୍ଚଳର ଚାରିଆଡେ ଖୁବ୍ ଶୀଘ୍ର ଖବର ବ୍ଯାପିଗଲା।
ଲୋକଟି ସହେି ସ୍ଥାନ ଛାଡି ଚାଲିଗଲା ଓ ଯାହାକୁ ଦେଖିଲା ତାହାକୁ କହିଲା ଯେ, ଯୀଶୁ ତାହାକୁ ସୁସ୍ଥ କରି ଦଇେଛନ୍ତି। ତେଣୁ ଯୀଶୁଙ୍କ ବିଷୟ ରେ ଖବର ଗ୍ଭରିଆଡେ ବ୍ଯାପିବାକୁ ଲାଗିଲା। ଫଳ ରେ ଲୋକେ କାଳେ ଦେଖି ପକାଇବେ, ତେଣୁ ଯୀଶୁ କୌଣସି ନଗର ଭିତରକୁ ଆଉ ଯାଇ ପାରିଲେ ନାହିଁ। ସେ ଲୋକେ ରହୁ ନଥିବା ନିଛାଟିଆ ଜାଗାମାନଙ୍କ ରେ ରହିବାକୁ ଲାଗିଲେ। କିନ୍ତୁ ସମସ୍ତ ନଗରରୁ ଲୋକମାନେ ଯୀଶୁ ରହୁଥିବା ସ୍ଥାନକୁ ଆସିବାକୁ ଲାଗିଲେ।
ରାଜା ହରେୋଦ ଯୀଶୁଙ୍କ ବିଷୟ ରେ ଶୁଣିଲେ। କାରଣ ବର୍ତ୍ତମାନ ଯୀଶୁଙ୍କ ଖ୍ଯାତି ଗ୍ଭରିଆଡେ ବ୍ଯାପି ଯାଇଥିଲା। କେତକେ ଲୋକ କହୁଥିଲେ, ଯୀଶୁ ହେଉଛନ୍ତି ବାପ୍ତିଜକ ଯୋହନ। ସେ ମୃତ୍ଯୁରୁ ପୁନରୂତ୍ଥିତ ହାଇେଛନ୍ତି। ସେଥି ଯୋଗୁଁ ସେ ଆଶ୍ଚର୍ୟ୍ଯକାର୍ୟ୍ଯ କରି ପାରୁଛନ୍ତି।
ପବିତ୍ର ଆତ୍ମାଙ୍କ ଦ୍ବାରା ଶକ୍ତି ପାଇ ଯୀଶୁ ଗାଲିଲୀକୁ ଫରେିଗଲେ। ଗାଲିଲୀର ଚାରିଆଡେ ଯୀଶୁଙ୍କ ବିଷୟ ରେ ଖବର ବ୍ଯାପିଗଲା।