Home Bibles ଲୂକଲିଖିତ ସୁସମାଚାର 4:14 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 4:14 · ଓଡ଼ିଆ ବାଇବେଲ

ପବିତ୍ର ଆତ୍ମାଙ୍କ ଦ୍ବାରା ଶକ୍ତି ପାଇ ଯୀଶୁ ଗାଲିଲୀକୁ ଫରେିଗଲେ। ଗାଲିଲୀର ଚାରିଆଡେ ଯୀଶୁଙ୍କ ବିଷୟ ରେ ଖବର ବ୍ଯାପିଗଲା।

Cross references

ମାଥିଉଲିଖିତ ସୁସମାଚାର 4:12

ଯୋହନ କାରାଗାର ରେ ବନ୍ଦୀ ହାଇେଥିବା ଖବର ଯୀଶୁ ଶଣିଲେ। ତେଣୁ ଯୀଶୁ ଗାଲିଲୀକୁ ଫରେିଗଲେ।

ମାଥିଉଲିଖିତ ସୁସମାଚାର 4:23

ଯୀଶୁ ଯୀହୂଦୀ ସମାଜଗୃହ ମାନଙ୍କ ରେ ସ୍ବର୍ଗ ରାଜ୍ଯ ରେ ସୁସମାଗ୍ଭର ପ୍ରଗ୍ଭର କରି ଓ ଲୋକଙ୍କର ସମସ୍ତ ପ୍ରକାର ରୋଗ ଓ ପୀଡା ଦୂରକରି ସମଗ୍ର ଗାଲିଲୀ ରାଜ୍ଯ ରେ ଭ୍ରମଣ କଲେ।

ମାଥିଉଲିଖିତ ସୁସମାଚାର 9:26

ଏ ଖବର ସହେି ଅଞ୍ଚଳ ସାରା ବ୍ଯାପିଗଲା।

ମାର୍କଲିଖିତ ସୁସମାଚାର 1:14

ଏହା ପରେ ଯୋହନଙ୍କୁ କାରାଗାର ରେ ବନ୍ଦୀ କରି ରଖାଗଲା। ଯୀଶୁ ଗାଲିଲୀକୁ ଆସିଲେ ଓ ସେ ପରମେଶ୍ବରଙ୍କ ସୁସମାଚାର ପ୍ରଚାର କରିବାକୁ ଲାଗିଲେ।

ମାର୍କଲିଖିତ ସୁସମାଚାର 1:28

ତେଣୁ ଯୀଶୁଙ୍କ ବିଷୟ ରେ ଗାଲିଲୀ ଅଞ୍ଚଳର ଚାରିଆଡେ ଖୁବ୍ ଶୀଘ୍ର ଖବର ବ୍ଯାପିଗଲା।

ଲୂକଲିଖିତ ସୁସମାଚାର 4:37

ସହେି ଅଞ୍ଚଳର ସବୁ ସ୍ଥାନ ରେ ଯୀଶୁଙ୍କ ବିଷୟ ରେ ଏହି ଖବର ବ୍ଯାପିଗଲା।

ଯୋହନଲିଖିତ ସୁସମାଚାର 4:43

ସଠାେରେ ଦୁଇଦିନ ରହିବା ପରେ ଯୀଶୁ ଗାଲୀଲୀକୁ ଯାତ୍ରା କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:37

ଯୋହନଙ୍କ ଦ୍ବାରା ବାପ୍ତିସ୍ମ ସମ୍ପର୍କ ରେ ପ୍ରଚ଼ାର ହବୋପରେ ଗାଲିଲୀଠାରୁ ଆରମ୍ଭ କରି ସାରା ୟିହୂଦା ରେ ଯାହାସବୁ ଘଟିଲା, ତାହା ତୁମ୍ଭମାନେେ ଜାଣିଛ।

Interlinear

Choose Theme