Home Bibles ଯୋହନଲିଖିତ ସୁସମାଚାର 18:6 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 18:6 · ଓଡ଼ିଆ ବାଇବେଲ

ଯେତବେେଳେ ଯୀଶୁ କହିଲେ, ମୁଁ ଯୀଶୁ, ଲୋକମାନେ ପଛକୁ ଘୁଞ୍ଚିଯାଇ ତଳେ ପଡିଗଲେ।

Cross references

ଦିତୀୟ ରାଜାବଳୀ 1:9

ଅନନ୍ତର ଅହସିଯ ଜଣେ ଅଧିନାଯକ ଓ ପଗ୍ଭଶ ଲୋକଙ୍କୁ ଏଲିଯଙ୍କ ନିକଟକୁ ପଠାଇଲେ। ଅଧିନାଯକ ଉପରକୁ ୟାଇ ଏଲିଯଙ୍କୁ ମିଶିଲେ ୟିଏ ପର୍ବତ ଉପରେ ବସିଥିଲେ ଓ କହିଲେ, ହେ ପରମେଶ୍ବରଙ୍କ ଲୋକ, ଦୟାକରି 'ତଳକୁ ଆସ।' କାରଣ ରାଜା ଆପଣଙ୍କୁ ଗ୍ଭହାନ୍ତି।

ଗୀତସଂହିତା 27:2

ଦୁଷ୍ଟ ଲୋକମାନେ ହୁଏତ ମାେତେ ଆକ୍ରମଣ କରିପାରନ୍ତି, ସମାନେେ ମାରେ ଶରୀରକୁ ଆଘାତ କରିବାକୁ ଚାହାଁନ୍ତି। ମାରେ ଶତ୍ରୁମାନେ ମାେତେ ଆକ୍ରମଣ କରି ଧ୍ବଂସ କରିଦବୋକୁ ଚାହାଁନ୍ତି।

ଗୀତସଂହିତା 40:14

ସହେି ଦୁଷ୍ଟ ଲୋକମାନେ ମାେ ପ୍ରାଣ ନାଶ ପାଇଁ ଉଦ୍ଯମ କରୁଛନ୍ତି। ହେ ସଦାପ୍ରଭୁ, ସହେି ଲୋକମାନଙ୍କୁ ଲଜ୍ଜିତ କରି ସମାନଙ୍କେୁ ନିରାଶ କର। ମାେ କ୍ଷତରେ ସନ୍ତୁଷ୍ଟ ଲଜ୍ଜିତ ହୁଅନ୍ତୁ।

ଗୀତସଂହିତା 70:2

ଲୋକମାନେ ମାେତେ ମାରିବା ପାଇଁ ଚେଷ୍ଟା କରୁଛନ୍ତି। ସମାନଙ୍କେୁ ନିରାଶ ଓ ଅପମାନିତ କର ! ଲୋକମାନେ ମାରେ କ୍ଷତି କରିବା ପାଇଁ ଚାହୁଁଛନ୍ତି। ମୁଁ ଆଶାକରେ ତାଙ୍କୁ ଲଜ୍ଜା ଦଇେ ବିଦାକର।

ଗୀତସଂହିତା 129:5

ଯେଉଁ ଲୋକମାନେ ସିୟୋନ୍କୁ ଘୃଣା କରନ୍ତି, ସମାନେେ ଲଜ୍ଜିତ ହୁଅନ୍ତୁ। ସମାନେେ ଅଟକି ୟାଆନ୍ତୁ ଏବଂ ଅନୁଧାବିତ ହୁଅନ୍ତୁ।

ଲୂକଲିଖିତ ସୁସମାଚାର 9:54

ଯୀଶୁଙ୍କ ଶିଷ୍ଯ ଯାକୁବ ଓ ଯୋହନ ଏହା ଦେଖିଲେ। ସମାନେେ କହିଲେ, ପ୍ରଭୁ ସ୍ବର୍ଗରୁ ଅଗ୍ନି ବର୍ଷା କରି ସମାନଙ୍କେୁ ଧ୍ବଂସ କରିଦବୋପାଇଁ ଆମ୍ଭେ ଆଦେଶ ଦବେୁ ବୋଲି କ'ଣ ଆପଣ ଚାହୁଁଛନ୍ତି?

ରେରିତମାନଙ୍କ କାର୍ଯ୍ୟର ବିବରଣ 4:29

ହେ ପ୍ରଭୁ, ବର୍ତ୍ତମାନ ସମାନେେ କ'ଣ କହୁଅଛନ୍ତି, ତାହା ଶୁଣ। ସମାନେେ ଆମ୍ଭମାନଙ୍କୁ ଭୟ ଦଖାେଉଛନ୍ତି। ପ୍ରଭୁ, ଆମ୍ଭମାନେେ ତୁମ୍ଭର ସବେକ ଅଟୁ, ତେଣୁ ତୁମ୍ଭେ ଯାହା ଚାହଁ, ତାହା ନିର୍ଭୟ ରେ କହିବା ପାଇଁ ଆମ୍ଭକୁ ସାହାୟ୍ଯ କର।

Interlinear

Choose Theme