ସଠାେରେ ଶୟତାନ ଚାଳିଶ ଦିନ ପର୍ୟ୍ଯନ୍ତ ତାହାଙ୍କର ପରୀକ୍ଷା ନଲୋ। ସହେି ଦିନମାନଙ୍କ ରେ ଯୀଶୁ କିଛି ନଖାଇ ନପିଇ ରହିଲେ। ସହେି ଦିନତକ ସରିୟିବା ପରେ ଯୀଶୁଙ୍କୁ ବଡ ଭୋକ ଲାଗିଲା।
Cross references
ମୁଁ ତୁମ୍ଭଙ୍କୁ ନାରୀର ଶତୃ କରିବି।
ପୁଣି ମାଶାେ ମେଘ ମଧିଅରେ ପ୍ରବେଶ କରି ପର୍ବତ ଉପରକୁ ଉଠି ଚାଳିଶ ଦିନ ସହେି ପର୍ବତ ଉପରେ ରହିଲେ।
ମାଶାେ ସଠାେରେ ସଦାପ୍ରଭୁଙ୍କ ସହିତ ଚାଳିଶ ଦିନ ଓ ଚାଳିଶ ରାତି ରହିଲେ. ମାଶାେ କୌଣସି ଖାଦ୍ୟ କିମ୍ବା ପାନୀଯ ସଠାେରେ ଗ୍ରହଣ କଲେ ନାହିଁ। ଏବଂ ସେ ଚୁକ୍ତିର ବାକ୍ଯସବୁ ସହେି ଦଶଆଜ୍ଞା ପ୍ରସ୍ତର ଫଳକରେ ଖୋଦିତ କଲେ।
ଯେତବେେଳେ ମୁ ପ୍ରସ୍ତରଦ୍ବଯ ଅର୍ଥାତ୍, ତୁମ୍ଭମାନଙ୍କ ସହିତ ସଦାପ୍ରଭୁଙ୍କୁ କୃତ ନିଯମର ଦକ୍ସ୍ଟଇ ପ୍ରସ୍ତର ଫଳକ ଗ୍ରହଣ କରିବା ପାଇଁ ପର୍ବତ ଉପରକକ୍ସ୍ଟ ଗଲି। ସେତବେେଳେ ମୁ ପର୍ବତ ରେ ଚାଳିଶ ଦିନ ଓ ଚାଳିଶ ରାତି ରହିଲି, ମୁ ଖାଦ୍ୟ କିଅବା ଜଳପାନ ମଧ୍ଯ କଲିନାହିଁ।
ତୁମ୍ଭମାନେେ କରିଥିବା ପାପର ପ୍ରାଯଶ୍ଚିତ କରାବା ପାଇଁ ଯାହାକି ସଦାପ୍ରଭୁଙ୍କୁ କୋରଧିତ କଲା, ମୁ ଚାଳିଶ ଦିନ ଓ ଚାଳିଶ ରାତି ଉପବାସ କଲି। ପ୍ରଥମ ଥର ପରି ସଦାପ୍ରଭୁଙ୍କୁ ଭୂମିଷ୍ଠ ପ୍ରଣାମ କଲି। ମୁ ଅନ୍ନ ଭୋଜନ କିଅବା ଜଳପାନ କଲିନାହିଁ।
ଏହିପରି ମୁ ମକ୍ସ୍ଟହଁ ମାଡି ଚାଳିଶ ଦିନ ଚାଳିଶରାତି ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ପଡି ରହିଲି। କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ବିନାଶ କରିବାକୁ କହିଥିଲେ।
ସହେି ପଲେଷ୍ଟୀୟ ରାକ୍ଷସଟି ଗ୍ଭଳିଶ ଦିନ ପର୍ୟ୍ଯନ୍ତ ପ୍ରାତଃକାଳ ରେ ଓ ସନ୍ଧ୍ଯା ସମୟରେ ଇଶ୍ରାୟେଲର ସୈନ୍ଯ ସମ୍ମକ୍ସ୍ଟଖକକ୍ସ୍ଟ ଆସକ୍ସ୍ଟଥାଏ।
ତେଣୁ ଏଲିଯ ଉଠି ଭୋଜନ ପାନ କଲେ। ସେ ଖାଦ୍ୟ ରେ ଏତେ ଶକ୍ତି ଲାଭ କଲେ ଯେ ସେ ଗ୍ଭଳିଶ ଦିନ ଓ ଗ୍ଭଳିଶ ରାତି ପରମେଶ୍ବରଙ୍କ ପର୍ବତ ହାରେବେ ପହଞ୍ଚିଲା ପର୍ୟ୍ଯନ୍ତ ଗ୍ଭଲି ଗ୍ଭଲି ଗଲେ।
ମୁଁ ଓ ମାରେ ଦାସୀଗଣ ସହେିପରି ଉପବାସ କରିବୁ, ତହୁଁ ବ୍ଯବସ୍ଥାନୁୟାଯୀ ନୋହିଲେ ହେଁ ମୁଁ ରାଜାଙ୍କ ନିକଟକୁ ୟିବି, ସେଥି ରେ ମଲେ ପେଛ ମରିବି।
ରାଜା ଏକ ସ୍ବତନ୍ତ୍ର ବାର୍ତ୍ତା ଲେଖି ନଗରକୁ ପଠାଇଲେ।
ଯୀଶୁ ଗ୍ଭଳିଶ ଦିନ ଓ ଗ୍ଭଳିଶ ରାତି କିଛି ଖାଇଲେ ନାହିଁ। ଏହା ପରେ ତାହାଙ୍କୁ ଖୁବ ଭୋକ ଲାଗୁଥିଲା।
ତା'ପର ଦିନ ଅତି ସକାଳୁ ଯୀଶୁ ୟିରୂଶାଲମ ନଗରକୁ ଫରେୁଥିଲେ। ତାହାଙ୍କୁ ଭୋକ ଲାଗିଲା।
ଯାକୁବଙ୍କ କୂଅ ସଠାେରେ ଥିଲା। ଯୀଶୁ ଚାଲି ଚାଲି କ୍ଲାନ୍ତ ହାଇେ ପଡିଥିଲେ। ତେଣୁ ସେ କୂଅ ପାଖ ରେ ବସି ପଡିଲେ। ଏହା ମଧ୍ଯାହ୍ନ ସମୟ ଥିଲା।
ଯୀଶୁ ପରୀକ୍ଷିତ ହାଇେ ଦୁଃଖ ଭୋଗ କରିଥିବାରୁ ପରୀକ୍ଷିତ ଲୋକମାନଙ୍କୁ ସାହାୟ୍ଯ କରିବା ନିମନ୍ତେ ସକ୍ଷମ ଅଟନ୍ତି।
ଅତଏବ ଆମ୍ଭେ ଆମ୍ଭମାନଙ୍କ ବିଶ୍ବାସ ରେ ଦୃଢ଼ ରହିବା ଉଚିତ୍। ମହାୟାଜକ ଯୀଶୁ ଆମ୍ଭର ସମସ୍ତ ଦୁର୍ବଳତା ଜାଣନ୍ତି। ଜଗତ ରେ ଥିବା ବେଳେ ସେ ପ୍ରେତ୍ୟକକ ଭାବରେ ପରୀକ୍ଷିତ ହେଲେ।