Home Bibles ଲୂକଲିଖିତ ସୁସମାଚାର 24:15 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 24:15 · ଓଡ଼ିଆ ବାଇବେଲ

ସେ ସବୁ ବିଷୟ ସମାନେେ ଆଲୋଚନା କଲା ବେଳେ ନିଜେ ଯୀଶୁ ତାହାଙ୍କ ପାଖକୁ ଆସିଲେ ଓ ତାହାଙ୍କ ସହିତ ଚାଲିବାକୁ ଲାଗିଲେ।

Cross references

ମାଥିଉଲିଖିତ ସୁସମାଚାର 18:20

ଏକଥା ସତ୍ଯ। କାରଣ ଯେଉଁଠା ରେ, ମାେ ନାମ ରେ ବିଶ୍ବାସ କରୁଥିବା ଦୁଇତିନି ଜଣ ଲୋକ ଏକାଠି ହୁଅନ୍ତି, ମୁଁ ମଠାେ ରେ ସମାନଙ୍କେ ସହିତ ଅଛି।

ଲୂକଲିଖିତ ସୁସମାଚାର 24:36

ଏହି ଦୁଇଜଣ ଲୋକ ଏହି ସବୁ କଥା ବର୍ଣ୍ଣନା କରୁଥିବା ସମୟରେ ନିଜେ ଯୀଶୁ ଶିଷ୍ଯଦଳଙ୍କ ଭିତ ରେ ଠିଆ ହାଇେଥିଲେ। ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନଙ୍କ ପ୍ରତି ଶାନ୍ତି ହେଉ।

ଯୋହନଲିଖିତ ସୁସମାଚାର 14:18

ମୁଁ ତୁମ୍ଭକୁ ଅନାଥ ପିଲାମାନଙ୍କ ପରି ଛାଡିୟିବି ନାହିଁ। ମୁଁ ତୁମ୍ଭ ପାଖକୁ ଫରେିଆସିବି।

Interlinear

Choose Theme