ସନୋଧ୍ଯକ୍ଷ ସଠାେରେ ଯାହା ଘଟିଲା, ଦେଖିଲେ। ସେ ଏହି କଥା କହି ପରମେଶ୍ବରଙ୍କୁ ପ୍ରଶଂସା କଲେ, ମୁଁ ଜାଣେ ଯେ, ଏହି ମନୁଷ୍ଯ ଜଣେ ଉତ୍ତମ ବ୍ଯକ୍ତି ଥିଲେ!
Cross references
ଜମା ହାଇେଥିବା ଲୋକେ ଏ କଥା ଦେଖି ଆଶ୍ଚର୍ୟ୍ଯ ହାଇଗେଲେ। ପରମେଶ୍ବର ଜଣେ ମଣିଷକୁ ଏପରି ଶକ୍ତି ଦଇେଥିବାରୁ ସମାନେେ ପରମେଶ୍ବରଙ୍କର ମହିମା ଗାନ କଲେ।
ରୋମୀୟ ସନୋଧ୍ଯକ୍ଷ ଓ ଯୀଶୁଙ୍କୁ ଜଗି ରହିଥିବା ସୈନ୍ଯମାନେ ଭୂମିକମ୍ପ ଓ ଅନ୍ୟସବୁ ଘଟଣାମାନ ଘଟୁଥିବା ଦେଖିଲେ, ସମାନେେ ବହୁତ ଭୟ କଲେ ଓ ସମାନେେ କହିଲେ, ସେ ପ୍ରକୃତ ରେ ପରମେଶ୍ବରଙ୍କ ପୁତ୍ର ଥିଲେ।
କୃଶ ଆଗ ରେ ଠିଆ ହାଇେଥିବା ସନୋପତି ଯୀଶୁ କିପରି ପ୍ରାଣତ୍ଯାଗ କଲେ, ତାହା ଦେଖିଲେ। ସେ କହିଲେ, ପ୍ରକୃତ ରେ ଏହି ଲୋକ ପରମେଶ୍ବରଙ୍କ ପୁତ୍ର ଥିଲେ।
ତୁ ଓ ମୁଁ ଉଭୟ ଅପରାଧୀ। ଆମ୍ଭେ ଦୋଷ କରିଥିଲୁ। ତେଣୁ ଆମ୍ଭେ ଯାହା ପାଇବାକୁ ଯୋଗ୍ଯ ଆମ୍ଭେ ତାହା ପାଇଛୁ। କିନ୍ତୁ ଏହି ଲୋକ କୌଣସି ଦୋଷ କରି ନାହାନ୍ତି।
ୟିଦୂଦୀମାନେ ଉତ୍ତର ଦେଲେ, ଆମ୍ଭର ବ୍ଯବସ୍ଥା ଅନୁସାରେ ସେ ମୃତ୍ଯୁଦଣ୍ଡ ପାଇବା ଉଚିତ କାରଣ ସେ ନିଜକୁ ପରମେଶ୍ବରଙ୍କର ପୁତ୍ର ବୋଲି କହିଅଛି।