Home Bibles ମାର୍କଲିଖିତ ସୁସମାଚାର 15:39 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 15:39 · ଓଡ଼ିଆ ବାଇବେଲ

କୃଶ ଆଗ ରେ ଠିଆ ହାଇେଥିବା ସନୋପତି ଯୀଶୁ କିପରି ପ୍ରାଣତ୍ଯାଗ କଲେ, ତାହା ଦେଖିଲେ। ସେ କହିଲେ, ପ୍ରକୃତ ରେ ଏହି ଲୋକ ପରମେଶ୍ବରଙ୍କ ପୁତ୍ର ଥିଲେ।

Cross references

ମାଥିଉଲିଖିତ ସୁସମାଚାର 8:5

ତାପରେ ଯୀଶୁ କଫର୍ନାହୂମକୁ ଗଲେ। ନଗର ଭିତ ରେ ପ୍ରବେଶ କଲା ବେଳେ ଜଣେ ରୋମୀୟ ସନୋପତି ତାହାଙ୍କ ପାଖକୁ ଆସିଲେ।

ମାଥିଉଲିଖିତ ସୁସମାଚାର 27:43

ସେ ପରମେଶ୍ବରଙ୍କଠା ରେ ବିଶ୍ବାସ କରୁଥିଲେ। ଯଦି ପ୍ରକୃତ ରେ ପରମେଶ୍ବର ତାହାଙ୍କୁ ଚାହୁଁଥାଆନ୍ତି, ତବେେ ସେ ତାହାଙ୍କୁ ବର୍ତ୍ତମାନ ରକ୍ଷା କରନ୍ତୁ। ସେ ନିଜେ କହୁଥିଲେ, 'ମୁଁ ପରମେଶ୍ବରଙ୍କ ପୁତ୍ର।'

ମାଥିଉଲିଖିତ ସୁସମାଚାର 27:54

ରୋମୀୟ ସନୋଧ୍ଯକ୍ଷ ଓ ଯୀଶୁଙ୍କୁ ଜଗି ରହିଥିବା ସୈନ୍ଯମାନେ ଭୂମିକମ୍ପ ଓ ଅନ୍ୟସବୁ ଘଟଣାମାନ ଘଟୁଥିବା ଦେଖିଲେ, ସମାନେେ ବହୁତ ଭୟ କଲେ ଓ ସମାନେେ କହିଲେ, ସେ ପ୍ରକୃତ ରେ ପରମେଶ୍ବରଙ୍କ ପୁତ୍ର ଥିଲେ।

ମାର୍କଲିଖିତ ସୁସମାଚାର 15:44

ଯୀଶୁ ଏତେ ଶୀଘ୍ର ମରି ଯାଇ ସାରିଲଣେି ଶୁଣି ପୀଲାତ ବହୁତ ଆଶ୍ଚର୍ୟ୍ଯ ହାଇଗେଲେ। ସେ ଯୀଶୁଙ୍କୁ ଜଗିଥିବା ସନୋପତିଙ୍କୁ ଡକାଇଲେ। ପୀଲାତ ତାହାଙ୍କୁ ଯୀଶୁ ମରି ସାରିଲଣେି କି ନାହିଁ ପଚାରିଲେ।

ଲୂକଲିଖିତ ସୁସମାଚାର 23:47

ସନୋଧ୍ଯକ୍ଷ ସଠାେରେ ଯାହା ଘଟିଲା, ଦେଖିଲେ। ସେ ଏହି କଥା କହି ପରମେଶ୍ବରଙ୍କୁ ପ୍ରଶଂସା କଲେ, ମୁଁ ଜାଣେ ଯେ, ଏହି ମନୁଷ୍ଯ ଜଣେ ଉତ୍ତମ ବ୍ଯକ୍ତି ଥିଲେ!

ରେରିତମାନଙ୍କ କାର୍ଯ୍ୟର ବିବରଣ 10:1

କାଇସରୀଆ ନଗର ରେ କର୍ଣ୍ଣୀଲିୟ ନାମକ ଜଣେ ଲୋକ ଥିଲେ। ଇତାଲିକ ନାମକ ରୋମୀୟ ସୈନ୍ଯବାହିନୀର ଏକ ବିଭାଗ ରେ ପଦାଧିକାରୀ ଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 27:1

ଇତାଲିଆକୁ ଜାହାଜା ରେ ଯାତ୍ରା କରିବା ପାଇଁ ସ୍ଥିର ହବୋରୁ ପାଉଲ ଓ ଅନ୍ୟ ବନ୍ଦୀମାନଙ୍କୁ ଦାଯିତ୍ବ ୟୂଲିଅ ନାମକ ଶତ ସନୋପତିଙ୍କ ହସ୍ତ ରେ ଅର୍ପଣ କରାଗଲା। ସହେି ୟୂଲିଅ ସମ୍ରାଟଙ୍କର ସନୋବାହିନୀ ରେ ଚ଼ାକିରୀ କରୁଥିଲେ। ଆମ୍ଭମାନେେ ଆଦ୍ରାମୁତ୍ତୀୟରୁ ଗୋଟିଏ ଜାହାଜ ରେ ଉଠିଲୁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 27:43

କିନ୍ତୁ ସନୋ ଅଧିକାରୀ ୟୂଲିଅ ପାଉଲଙ୍କୁ ରକ୍ଷା କରିବା ପାଇଁ ଚାହିଁଲେ। ତେଣୁ ବନ୍ଦୀ ଲୋକମାନଙ୍କୁ ମାରିଦବୋ ପାଇଁ ସେ ସୈନିକମାନଙ୍କୁ ଅନୁମତି ଦେଲେ ନାହିଁ। ସେ ପହଁରି ଜାଣିଥିବା ଲୋକଙ୍କୁ ସମୁଦ୍ରକୁ ଡ଼ଇେଁ ପଡ଼ି ପହଁରି ପହଁରି କୂଳକୁ ୟିବା ପାଇଁ ଆଦେଶ ଦେଲେ।

Interlinear

Choose Theme