ଲୂକଲିଖିତ ସୁସମାଚାର 23:48 · ଓଡ଼ିଆ ବାଇବେଲ
ଅନକେ ଲୋକ ଏହି ଘଟଣା ଦଖାବୋକୁ ନଗରରୁ ବାହାରି ଆସିଥିଲେ। ଏସବୁ ଦେଖି ସମାନେେ ଅତ୍ଯନ୍ତ ଦୁଃଖ ପ୍ରକାଶ କଲେ ଏବଂ ଶଷେ ରେ ସମାନେେ ଫରେିଗଲେ।
Cross references
ଯିରିମିୟ 31:19
ହେ ସଦାପ୍ରଭୁ, ମୁଁ ଫରେିଲା ପ ରେ ଅନୁତପ୍ତ ହଲିେ। ଶିକ୍ଷା ପାଇଁ ଦୁଃଖ ରେ ଆପଣା ଊରୁଦେଶକୁ ଆଘାତ କଲି। ମୁଁ ଆପଣା ୟୌବନ କାଳ ରେ ମନ୍ଦାଚାର ଯୋଗୁଁ ଲଜ୍ଜିତ ଓ ବ୍ଯାକୁଳ ହଲିେ।'
ଲୂକଲିଖିତ ସୁସମାଚାର 18:13
କରଆଦାୟକାରୀ ମଧ୍ଯ ଅଲଗା ଏକାକୀ ଠିଆ ହାଇେଥିଲେ। କିନ୍ତୁ ପ୍ରାର୍ଥନା କଲେ ବେଳେ ସେ ସ୍ବର୍ଗ ଆଡକୁ ମଧ୍ଯ ଚାହିଁଲନୋହିଁ। କରଆଦାୟକାରୀ ପରମେଶ୍ବରଙ୍କ ପାଖ ରେ ନିଜକୁ ନମ୍ର କରି ପ୍ରାର୍ଥନା କଲେ, ହେ ପରମେଶ୍ବର, ମାେ ଉପରେ ଦୟା କର। ମୁଁ ଜଣେ ପାପୀ।
ରେରିତମାନଙ୍କ କାର୍ଯ୍ୟର ବିବରଣ 2:37
ଲୋକମାନେ ଏପ୍ରକାର କଥା ଶୁଣି ବହୁତ ଦୁଃଖିତ ହେଲେ। ସମାନେେ ପିତର ଓ ଅନ୍ୟ ପ୍ ରରେିତମାନଙ୍କୁ ପଚାରିଲେ, ଭାଇମାନେ, ଆମ୍ଭେ କ'ଣ କରିବା?