ଲୂକଲିଖିତ ସୁସମାଚାର 22:59 · ଓଡ଼ିଆ ବାଇବେଲ
ପ୍ରାୟ ଘଣ୍ଟାଏ ପରେ ଆଉ ଜଣେ ଲୋକ ଦୃଢ ଭାବରେ କହିଲା, ଏହା ସତ୍ଯ। ଏ ଲୋକ ନିଶ୍ଚୟ ତାହାଙ୍କ ସହିତ ଥିଲା। କାରଣ ସେ ତ ଗାଲିଲୀୟ। ସହେି ଲୋକ କହିଲା ଯେ ସେ ଏ ବିଷୟ ରେ ସମ୍ପୂର୍ଣ୍ଣ ନିଃସନ୍ଦହେ।
Cross references
ମାଥିଉଲିଖିତ ସୁସମାଚାର 26:73
କିଛି ସମୟ ପରେ ସଠାେରେ ଠିଆ ହାଇେଥିବା ଲୋକମାନେ ପିତରଙ୍କ ପାଖକୁ ଆସି ତାହାଙ୍କୁ କହିଲେ, ଆମ୍ଭେ ଜାଣୁ ତୁମ୍ଭେ ନିଶ୍ଚୟ ତାହାଙ୍କର ଶିଷ୍ଯମାନଙ୍କ ମଧ୍ଯରୁ ଜଣେ। ଏକଥା ତୁମ୍ଭ କହିବା ଢ଼ଙ୍ଗରୁ ଜଣା ପଡୁଛି।
ମାର୍କଲିଖିତ ସୁସମାଚାର 14:69
ସେ ଚାକରାଣୀଟି ପୁଣି ପିତରଙ୍କୁ ଦେଖି ସଠାେରେ ଠିଆ ହାଇେଥିବା ଲୋକମାନଙ୍କୁ କହିବାକୁ ଲାଗିଲା, ଏ ଲୋକଟି ସମାନଙ୍କେ ମଧ୍ଯରୁ ଜଣେ।
ଯୋହନଲିଖିତ ସୁସମାଚାର 18:26
ମହାୟାଜକଙ୍କର ଜଣେ ଦାସ ସଠାେରେ ଥିଲା। ପିତର ଯେଉଁ ଲୋକର କାନ କାଟି ଦଇେଥିଲେ, ସେ ସହେି ଦାସର ସମ୍ପର୍କୀୟ। ତେଣୁ ସେ କହିଲା, ମୁଁ ଭାବୁଛି, ମୁଁ ବଗିଚା ରେ ଏହି ଲୋକ ସହିତ ତୁମ୍ଭକୁ ଦେଖିଥିଲି।